ଯୁକ୍ତ ୨ କଳା ପରୀକ୍ଷାରେ ସ୍ବାଗତିକା ଦ୍ବିବେଦୀ ବଣାଇ ଉପଖଣ୍ଡ ଟପ୍ପର
ଲହୁଣୀପଡା,୯।୮(ଡି.ଏନ.ଏ.): ସଦ୍ୟପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ସ୍ବାଗତିକା ଦ୍ବିବେଦୀ ସର୍ବୋଚ୍ଚ ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହୋଇଛନ୍ତି। ଲହୁଣୀପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ବାଗତିକା ସର୍ବମୋଟ ୫୬୫ ନମ୍ବର ୯୪.୧୬ ଶତକଡା ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।…
ପ୍ରତିଶ୍ରୁତି ପରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ
କୁଚିଣ୍ଡା,୧୦ା୮(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡରେ ୨୦୨୧ରେ ହୋଇଥିବା ଖରିଫ ଧାନ ଫସଲ ମରୁଡି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଉପଖଣ୍ଡ ଚାଷୀ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର…
ଏନ୍ଏଚ୍ ଉପରେ ୩ଫୁଟ୍ ପାଣି
ସମ୍ବଲପୁର,୧୦ା୮(ବ୍ୟୁରୋ): ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାଷୀ କୁଳକୁ ଆସ୍ବସ୍ତି ମିଳିଥିଲେ ବି ବର୍ଷା ଲାଗିରହିଥିବାରୁ ଚାଷକାର୍ଯ୍ୟ ଠପ୍ ହୋଇପଡ଼ିଛି। ଅନେକ ସ୍ଥାନରେ ଜନ ନିଷ୍କାସନ…
୧୫ ଅଗଷ୍ଟ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲଓ୍ବାମାରେ ୩୦ କିଲୋଗ୍ରାମ୍ ଆଇଇଡ଼ି ଜବତ…
ଶ୍ରୀନଗର,୧୦।୮ : ଅଗଷ୍ଟ ୧୫ ପୂର୍ବରୁ ବୁଧବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପୋଲିସ ଏବଂ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ସହରର ସର୍କୁଲାର ରାସ୍ତାରେ ତାହବ କ୍ରସିଂ ନିକଟରେ ସୁରକ୍ଷା ବାହିନୀ ପ୍ରାୟ ୩୦…
ସଂକ୍ରମଣରେ ସାମାନ୍ୟ ବ୍ରେକ୍…
ନୂଆଦିଲ୍ଲୀ, ୧୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସିପିଇସି ଆଢୁଆଳରେ ଚାଇନାର ଷଡ଼ଯନ୍ତ୍ର, ପାକିସ୍ତାନ ପାଇଁ ନିର୍ମାଣ କରୁଛି ବଙ୍କର…
ଇସଲାମାବାଦ/ବେଜିଂ, ୯।୮ : ଚାଇନା ପକ୍ଷରୁ ପାକିସ୍ତାନରେ ସିପିଇସି ପ୍ରୋଜେକ୍ଟ ଜାରି ରହିଛି। ଏହାକୁ ବିଭିନ୍ନ ସମୟରେ ଭାରତ ପକ୍ଷରୁ ବିରୋଧ କରାଯାଉଛି। ଏହାର ଆଢୁଆଳରେ ଚାଇନା ଏବେ ଷଡ଼ଯନ୍ତ୍ର ରଚିଛି। ସିପିଇସି ନାମରେ ଚାଇନା ପାକିସ୍ତାନ ପାଇଁ ଅଣ୍ଡର ଗ୍ରାଉଣ୍ଡ…
ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…
ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଓ୍ବିକ୍ସୋନ୍ସିନ୍…
ଘନୀଭୂତ ହେଲା ଲଘୁଚାପ: ଆଉ ୧୨ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ
ଭୁବନେଶ୍ୱର,୯ା୮(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବିନା ପରେଡରେ ହେବ ପତାକା ଉତ୍ତୋଳନ
ଭୁବନେଶ୍ୱର,୯ା୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ମଙ୍ଗଳବାର ଅନୁଷ୍ଠିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ ନ ହେଲେ…
କି ଭୁଲ କରିଦେଲେ ସଞ୍ଜୁ…
ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳିଛି। ହେଲେ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍, ଈଶାନ…
୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍ ନଂ ୧୬୬’ର କାହାଣୀ
ବମ୍ବେ,୯।୮: କେସ୍ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ କେସ୍ରେ…
ବସ୍-ଅଟୋ ମୁହାଁମୁହିଁ, ୯ ମୃତ …
କୋଲକାତା, ୯।୮ : ପଶ୍ଚିମବଙ୍ଗର ବୀରଭୂମ ଜିଲାର ଜାତୀୟ ରାଜପଥ ନମ୍ବର ୬୦ରେ ଏକ ଯାତ୍ରୀବାହୀ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାମପୁରହାଟ ନିକଟରେ…
Archives


