Home

ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ…

ରୋମ,୨୨।୧୦ : ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଜର୍ଜିଆ ମେଲୋନି ଶନିବାର ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷ ବୟସ୍କା ମେଲୋନି ପ୍ରଥମ ଦକ୍ଷିଣପନ୍ଥୀ ନେତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ଇଟାଲୀର ରାଷ୍ଟ୍ରପତି ସେର୍ଗିଓ ମାଟାରେଲାଙ୍କ…

୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୨।୧୦ : ଶନିବାର ୧୦ ଲକ୍ଷ ନିଯୁକ୍ତି ଡ୍ରାଇଭ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୧୦୦ ବର୍ଷର ବେକାରି ତଥା ସ୍ବରୋଜଗାର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ। ଗତ ୮ ବର୍ଷ ଧରି ଦେଶରେ…

ଜଙ୍ଗଲରେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଉଗ୍ରବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ ଜାରି…

ଗୁଆହାଟୀ,୨୨।୧୦ : ଆସାମ ପୋଲିସ ଶନିବାର କାର୍ବି ଆଙ୍ଗଲୋଙ୍ଗ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ପୋଲିସ ଅଧୀକ୍ଷକ ସଞ୍ଜତବ ସାଇକିଆ କହିଛନ୍ତି ଯେ ଦିପୁ-ଧନସିରୀ ରାସ୍ତା ନିକଟରେ ଥିବା ଜଙ୍ଗଲରେ ହାତୀ ଶିବିର ଭିତରେ ଅସ୍ତ୍ରଶସ୍ତ୍ର…

ଚାଇନା ବିରୋଧରେ ମୁକାବିଲା ପାଇଁ ଜାପାନ-ଅଷ୍ଟ୍ରେଲିଆ ପ୍ରସ୍ତୁତ

କାନବେରା,୨୨ା୧୦: ଜାପାନ ଏବଂ ଅଷ୍ଟ୍ରେଲିଆ ଶନିବାର ଏକ ନୂତନ ଦ୍ୱିପାକ୍ଷିକ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଳିତ ଭାବେ ଚାଇନା ବିରୋଧରେ ମୁକାବିଲା ପାଇଁ ଉଭୟ ଦେଶ ଏହି ପଦକ୍ଷେପ ନେଇଛନ୍ତି। ୨୦୦୭ରେ ପ୍ରଥମ ଥର ପାଇଁ ସୁରକ୍ଷା ସହଯୋଗ ସ୍ବାକ୍ଷରିତ…

ପ୍ରସାର ଭାରତୀର ପଦକ୍ଷେପ, ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ସିଧା ପ୍ରସାରଣ ଉପରେ ରୋକ…

ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ସିଧା ପ୍ରସାରଣ କାର୍ଯ୍ୟକଳାପର ପ୍ରସାରଣ ଅବା ବିତରଣକୁ ରେକ ଲଗାଇବାକୁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସାର ଭାରତୀ ମାଧ୍ୟମରେ…

ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ: କିଶିଦା…

ଟୋକିଓ/ ମସ୍କୋ,୨୨।୧୦: ବିଶ୍ୱର ରଣନୀତିକ ପରିସ୍ଥିତି ବଦଳିବା ସହିତ ପରମାଣୁ ଅସ୍ତ୍ରର ବିପଦ ମଧ୍ୟ ବଦଳି ଯାଉଛି। ଗୋଟିଏ ପଟେ ରୁଷିଆ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିଷୟରେ ଖୋଲାଖୋଲି ଚେତାବନୀ ଦେଉଛି। ସେହିପରି ଚାଇନା ମଧ୍ୟ ପରମାଣୁ କ୍ଷମତା ବୃଦ୍ଧି କରିବା…

ଜେଲ୍‌ ଯିବେ କି ଜ୍ୟାକଲିନ୍‌

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ଙ୍କ ମାମଲାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ…

ଦୈନିକ ମୃତ୍ୟୁ ସଂଖ୍ୟା ୧, ସକ୍ରିୟ ମାମଲା ୨୫ ହଜାର ତଳେ…

ନୂଆଦିଲ୍ଲୀ, ୨୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍‌…

ଯୁଦ୍ଧ ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲା ରୁଷିଆ

ମସ୍କୋ,୨୨।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଗାତର ୮ମାସ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ୍‌ ଯୁଦ୍ଧକୁ ଶେଷ କରିବାର ନାମ ନେଉ ନ ଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନତମସ୍ତକ ହେବାକୁ ପ୍ରସ୍ତୁତ…

ସି ଜିନପିଙ୍ଗଙ୍କ ଏକଛତ୍ରବାଦୀ ଶାସନ, ଦଳ ବୈଠକରୁ ଜବରଦସ୍ତ ବାହାର କରିଦେଲେ ପୂର୍ବତନ ରାଷ୍ଟ୍ରପତି ଜିନତାଓଙ୍କୁ : ଭିଡିଓ ଭାଇରାଲ

ବେଜିଂ,୨୨ ।୧୦: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସରେ ସି ଜିନପିଙ୍ଗଙ୍କ ତୃତୀୟ ଥର ଲାଗି ଶାସନ କ୍ଷମତା ପାଇବା ଅବସରରେ ଏକ ବଡ ଡ୍ରାମା ଦେଖିବାକୁ ମିଳିଛି । ଚାଇନାର ଗ୍ରେଟ ହଲରେ ସମାପନ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ହୁ…

ମୋଦିଙ୍କ ଦୀପାବଳି ଭେଟି, ୭୫ ହଜାର ନବ ନିଯୁକ୍ତ କର୍ମୀଙ୍କୁ ମିଳିଲା ନିଯୁକ୍ତ ପତ୍ର

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ୧୦ ଲକ୍ଷ କର୍ମୀଙ୍କ ପାଇଁ ଏହି ରୋଜଗାର ମେଳାର ଆରମ୍ଭ କରାଯାଇଛି । ମୋଦି ଭିଡିଓ କନଫରେନସିଂ ଜରିଆରେ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ।…

ରୁଷି ସୁନକଙ୍କୁ ମିଳିଲା ୧୦୦କଞ୍ଜରଭେଟିଭ ନେତାଙ୍କ ସମର୍ଥନ

ଲଣ୍ଡନ,୨୨।୧୦: ବ୍ରିଟେନରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ ଏହାର ସିଧାସଳଖ ଲାଭ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri