Home

ଅକାମୀ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌: ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ସ୍ଥିତି ବିଷୟରେ ଜାଣିବା ପାଇଁ ନାସା ୨୦୧୮ରେ ଇନ୍‌ସାଇଟ୍‌ (ଇଣ୍ଟେରିଅର୍‌ ଏକ୍ସପ୍ଲୋରେଶନ୍‌ ୟୁଜିଙ୍ଗ୍‌ ସେସ୍‌ମିକ୍‌ ଇନ୍‌ଭେଷ୍ଟିଗେଶନ୍ସ, ଜିଓଡେସି ଆଣ୍ଡ ହିଟ୍‌ ଟ୍ରାନ୍ସପୋର୍ଟ) ଲ୍ୟାଣ୍ଡରକୁ ମଙ୍ଗଳ ଭୂପୃଷ୍ଠରେ ଅବତରଣ କରାଯାଇଥିଲା। ପାଖାପାଖି ୪ ବର୍ଷ ପରେ ଏହି…

ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍‌ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ୍‌ କିଣି ଇତିହାସ ସୃଷ୍ଟି କରିଛନ୍ତି। ମିସ୍‌ ୟୁନିଭର୍ସିଟିର ପ୍ରତିଯୋଗିତାର ୭୧ ବର୍ଷ ମଧ୍ୟରେ ପ୍ରଥମ କରି ଜଣେ ମହିଳା ଏହି…

‘ବିଶ୍ୱାସ ସ୍ବରୂପମ୍‌’ର ଅନାବରଣ ଆଜି

ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍‌’ ରଖାଯାଇଛି। ସନ୍ଥ ମୋରାରି ବପୁ ଏହି ମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ…

ଆପୋସ ବୁଝାମଣାରେ ହେବ କାରବାର

କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ସ୍ଥାନୀୟ ବାଦାମବାଡିସ୍ଥିତ ବିସାଲ ଇନ୍‌ ହୋଟେଲରେ…

ଇଏସ୍‌ଆଇସି ସହ ବେଦାନ୍ତ ଲାଞ୍ଜିଗଡ଼ର ଏମ୍‌ଓୟୁ

ଭୁବନେଶ୍ୱର,୨୯ା୧୦: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ସହ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏହି ସହଭାଗିତାର ଏକ ଅଂଶ ଭାବେ ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଡାକ୍ତରଖାନା ବର୍ତ୍ତମାନ ଇଏସ୍‌ଆଇସିର ଏକ…

କ୍ରିଏଟିଭ ହୋମ୍ସ ଉଦ୍‌ଘାଟିତ

ଜଟଣୀ,୨୯ା୧୦(ଡି.ଏନ୍‌.ଏ.): ଭୁବନେଶ୍ୱର ଜୟଦେବ ବିହାରଠାରେ ଶୁକ୍ରବାର କ୍ରିଏଟିଭ ହୋମ୍ସ ନାମକ ଏକ ଅତ୍ୟାଧୁନିକ ସାନିଟାରୀ ଶୋରୁମ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଭୁବେନେଶ୍ୱର ଓ୍ବାର୍ଡ ନମ୍ବର ୨୭ର ଅନିଲ…

ଏସ୍‌ବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯ା୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୯ା୧୦: କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ଶେୟାର ମାର୍କେଟର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌…

‘ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଗୁରୁତ୍ୱ’

ଭୁବନେଶ୍ୱର,୨୯ା୧୦: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ଜାତୀୟସ୍ତରର ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଚପଲ ଫିଙ୍ଗିଲେ ମହିଳା

ଭଦ୍ରକ ଅଫିସ, ୨୯ା୧୦: ଭଦ୍ରକ କାଳୀପୂଜା ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଯାତ୍ରା ମଞ୍ଚରେ…

ଆଚରଣବିଧି ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଅ

ଭଦ୍ରକ ଅଫିସ, ୨୯ା୧୦: ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କୁ ଲାଞ୍ଚ ଦେବା, ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନଜନିତ ଅପରାଧର ସତ୍ୟତା ଥିଲେ ସେଥିପାଇଁ ଉଦ୍ଦିଷ୍ଟ ବିଭିନ୍ନ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ…

ଓଡ଼ିଶାରେ ମାଓବାଦୀ ହିଂସା କମିଛି

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ହରିୟାଣାର ସୂରଯକୁଣ୍ଡଠାରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ଓଡ଼ିଶାର ଅବଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri