Home

ଜ୍ୟାକ ମା’ ଚାଇନା ଛାଡ଼ିବେ, ୬ ମାସ ଧରି ରହୁଥିଲେ ଟୋକିଓରେ !…

ବେଜିଂ,୩୦।୧୧ : ଦୀର୍ଘ ସମୟ ପରେ ଚାଇନାର ବିଲିୟନେୟାର ତଥା ଇ-କମର୍ସ ଜ୍ୟାଣ୍ଟ ଆଲିବାବାଙ୍କ ପ୍ରତିଷ୍ଠାତା ଜ୍ୟାକ ମା’ଙ୍କ ବିଷୟରେ କୌଣସି ଖବର ଆସି ନଥିଲା। ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ବିଲିୟନେୟାର ଜ୍ୟାକ ମା ଗତ ୬ମାସ ଧରି…

ଜାମିନ ସତ୍ତ୍ୱେ ମୁକୁଳି ପାରୁନାହାନ୍ତି ଗରିବ ବନ୍ଦୀ: ରାଷ୍ଟ୍ରପତିଙ୍କ ଉଦ୍‌ବେଗ ପରେ ଜେଲକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧୧(ପି.ଟି.): ଜାମିନ ସତ୍ତ୍ୱେ ମାମୁଲି ଅପରାଧରେ ଜେଲରେ ଥିବା ଗରିବ ଆଦିବାସୀ ମୁକୁଳି ପାରୁନାହାନ୍ତି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆବେଗଭରା ଉଦ୍‌ବୋଧନ ପରେ ସୁପ୍ରିମକୋର୍ଟ ମଙ୍ଗଳବାର ସାରା ଦେଶରେ ଥିତ୍ବା ଜେଲ କର୍ତ୍ତୃପକ୍ଷଙ୍କୁ ଏଭଳି ବନ୍ଦୀଙ୍କ ସବିଶେଷ ରିପୋର୍ଟ ମାଗିଛନ୍ତି।…

ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ,୩୦।୧୧: ସାଉଥ ଏସିଆ ଅଫ୍‌ ଗ୍ରୁପ୍‌-ଏମ୍‌ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ…

ମହାକାଶ ଷ୍ଟେଶନରେ ପହଞ୍ଚିଲେ ୩ ଚାଇନା ମହାକାଶ ଯାତ୍ରୀ…

ବେଜିଂ,୩୦।୧୧ : ଚାଇନା ମଙ୍ଗଳବାର ତିନି ମହାକାଶଚାରୀଙ୍କୁ ଏହାର ନିର୍ମାଣାଧୀନ ସ୍ପେସ ଷ୍ଟେଶନକୁ ମହାକାଶଯାନରେ ପଠାଇଥିଲା। ରିପୋର୍ଟ ଅନୁସାରେ ଏହି କ୍ରୁ ସ୍ପେସ ଷ୍ଟେଶନରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ଭେଟିଛନ୍ତି। ବିଦ୍ୟମାନ ମହାକାଶଚାରୀମାନେ ନୂତନ ମହାକାଶଚାରୀମାନଙ୍କୁ…

‘କାହା ଟଙ୍କା ଧରାପଡ଼ିବା ଭୟରେ ଡରୁଛି ଭାଜପା’

ଭୁବନେଶ୍ବର, ୩୦।୧୧(ବ୍ୟୁରୋ): ସୋମବାର ସାରେ ପଦ୍ମପୁର ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ଚଢ଼ାଉ ସମୟରେ ଭାଜପାର ୩ ଜଣ ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଏବଂ କାଳନ୍ଦୀ ସାମଲ ଜାଣିଶୁଣି ଗଣ୍ଡଗୋଳ ଭିଆଇଥିବା ଅଭିଯୋଗ ଆଣିଛି ବିଜେଡି। ଏହି…

ଟଙ୍କା ମୁଣି ଧରି ବୁଲୁଛନ୍ତି ନବ ଦାସ: ଧର୍ମେନ୍ଦ୍ର

ପାଇକମାଳ, ୩୦।୧୧ (ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନକୁ ଆଉ ସପ୍ତାହେ ବାକି ଥିବାରୁ ସବୁଦଳର ହେଭିଓ୍ବେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଆରମ୍ଭ…

ଜିଏସ୍‌ଟି ଚଢ଼ାଉକୁ ବିରୋଧ: ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା

ପଦ୍ମପୁର/ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଏବଂ ପାଇକମାଳରେ ସୋମବାର ଜିଏସ୍‌ଟି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଉଭୟ ପଦ୍ମପୁର ଓ ପାଇକମାଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଜିଏସ୍‌ଟି ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର…

ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌…

କଂଗ୍ରେସ ହେଭିଓ୍ବେଟ୍‌ଙ୍କ ପ୍ରଚାର

ପାଇକମାଳ/ଝାରବନ୍ଧ, ୩୦।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ କଂଗ୍ରେସର ଓଡିଶା ପ୍ରଭାରୀ ଏମ୍‌ପି ଡଃ ଏ ଚେଲ୍ଲାକୁମାର,…

ଡିଜିପିଙ୍କୁ ଭେଟିଲା ଭାଜପା ପ୍ରତିନିଧି ମଣ୍ଡଳୀ

କଟକ ଅଫିସ,୩୦।୧୧: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ମୁକ୍ତ ତଥା ଅବାଧ ନିର୍ବାଚନ ନିମନ୍ତେ ବରଗଡ଼ ଏସ୍‌ପିଙ୍କ ନିଷ୍କ୍ରିୟତା ଯୋଗୁ ତାଙ୍କୁ ବଦଳି କରିବାକୁ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଡିଜିପିଙ୍କ ନିକଟରେ ଦାବି…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ସମଲିଙ୍ଗି ବିବାହ ବିଲ ପାସ୍‌, ବାଇଡେନ କହିଲେ ‘ପ୍ରେମ- କେବଳ ପ୍ରେମ ହୋଇଥାଏ…’

ୱାଶିଂଟନ,୩୦ ।୧୧: ଶେଷର ଆମେରିକାରେ ସମଲିଙ୍ଗି ବିବାହ(ସେମ ସେକ୍ସ ମ୍ୟାରେଜ ବିଲ)କୁ ମଞ୍ଜୁରୀ ଦେବାକୁ ଥିବା ବିଧେୟକ ମଙ୍ଗଳବାର ପାରିତ ହୋଇଛି ବା ଏହି ବିଲ ପାସ୍ ହୋଇଛି । କିଛି ଦଶକ ହେବ ଆମେରିକାରେ ସମଲିଙ୍ଗି ବିବାହ ବିବାଦର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?