Home

ରିଲାୟନ୍ସ ଏଣ୍ଟଟେନମେଣ୍ଟ ଷ୍ଟୁଡିଓ-ରିସି ଏଣ୍ଟରଟେନମେଣ୍ଟକୁ ୧୧.୫୮ ଅରବ ଟଙ୍କାରେ କିଣିଲେ ଶିବାଶିଷ ସରକାର

ମୁମ୍ବାଇ,୧ ।୧୧: ଭାରତୀୟ ମିଡିଆ ମୋଗଲ ଶିବାଶିଷ ସରକାରଙ୍କ ଦ୍ୱାରା ଗତବର୍ଷ ଲଞ୍ଚ କରାଯାଇଥିବା ବିଶେଷ ପ୍ରୟୋଜନ ଅଧିଗ୍ରହଣ କମ୍ପାନୀ(ଏସପିଏସି) ଇଣ୍ଟରନ୍ୟାଶନାଲ ମିଡିଆ ଏକ୍ୱିଜିଶେନ କର୍ପ ରିସି ଏଣ୍ଟରଟେନମେଣ୍ଟ ଓ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓଜକୁ କିଣି ନେଇଛନ୍ତି । ଏହି ଦୁଇଟି…

ମୋରବି ଘଟଣାକୁ ନେଇ ଗୁଜରାଟରେ ନଭେମ୍ବର ୨ରେ ରାଜକୀୟ ଶୋକ, ଏବେ ପର୍ଯ୍ୟନ୍ତ ୧୩୪ ମୃତ

ମୋରବି,୧ ।୧୧: ଗୁଜରାଟର ମୋରବି ଜିଲାରେ ରବିବାର ହୋଇଥିବା ପୋଲ ଦୁର୍ଘଟଣାରେ ନଭେମ୍ବର ୨ରେ ସାରା ରାଜ୍ୟରେ ରାଜକୀୟ ଶୋକ ଘୋଷଣା କରାଯାଇଛି । ସୋମବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ ପଟେଲଙ୍କ ସହ ହୋଇଥିବା ବୈଠକରେ ଏହି ଘୋଷଣା କରାଯାଇଛି ।…

ମୋର୍‌ବି ଦୁର୍ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁପିର ସମସ୍ତ ପୋଲର ହେବ ଯାଞ୍ଚ

ଲକ୍ଷ୍ନୌ,୩୧।୧୦: ଗୁଜୁରାଟର ମୋର୍‌ବି ସ୍ଥିତ ମାଛୁ ନଦୀ ବ୍ରିଜ ଉପରେ ଥିବା ଝୁଲାପୋଲ ଦୁର୍ଘଟଣା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ…

ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅହମଦାବାଦ,୩୧।୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ…

ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ…

ପୁରୁଣା ବିଲ୍ଡିଂରେ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

ନୂଆଦିଲ୍ଲୀ,୩୧।୧୦: ନୂଆ ପାର୍ଲାମେଣ୍ଟ ବିଲ୍ଡିଂର କେତେକ ନିର୍ମାଣ କାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ ହୋଇ ନ ପାରେ। ସେଥିପାଇଁ ଆଗାମୀ ଶୀତ ଅଧିବେଶନ ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବା ସମ୍ଭାବନା ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାର୍ଲାମେଣ୍ଟର ଶୀତ ଅଧିବେଶନ ସାଧାରଣତଃ…

‘ଅପୂର୍ବା’ର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଅପୂର୍ବା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହା ଏକ ନାରୀକୈନ୍ଦ୍ରୀକ ଫିଲ୍ମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାରା ସୁତାରିଆ। ଶୁଟିଂ ଆରମ୍ଭ ନେଇ ତାରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର…

ପାଣ୍ଡ୍ୟା ଟି୨୦, ଧାଓ୍ବନ ଦିନିକିଆ ଅଧିନାୟକ

ଆଡିଲେଡ୍‌, ୩୧ା୧୦: ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ସୋମବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସେଠାରେ ନଭେମ୍ବର ୧୮ରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ‘ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଅଫ୍‌…

ଝୁଲାପୋଲ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର, ମ୍ୟାନେଜରଙ୍କ ସମେତ ୯ ଗିରଫ

ଅହମଦାବାଦ, ୩୧ା୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪୭ ଜଣ ପିଲା ରହିଥିବା ଜଣାପଡ଼ିଛି। ଶତାବ୍ଦୀ ପୁରୁଣା…

କର୍ମଚାରୀଙ୍କୁ ବିଦା କରିବାରୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ଡବଲିନ୍‌,୩୧।୧୦: କାର୍ଯ୍ୟାଳୟରେ କାମ କରିବା ସମୟରେ ଜଣେ ବ୍ୟକ୍ତି ଏତେ ମଦ୍ୟପାନ କରିଥିଲେ ଯେ, ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ବ୍ୟକ୍ତି ଜଣକ ନିଜ ଘରକୁ ମଧ୍ୟ ଫେରିପାରି ନ ଥିଲେ। ଏହାପରେ ତାଙ୍କ ସହକର୍ମୀ ଜଣେ ତାଙ୍କୁ ଘରେ ଛାଡ଼ିଥିଲେ। ଏଭଳି…

ହିଜାବ ବିରୋଧୀ ପ୍ରଦର୍ଶନ: ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୋଲିସ

ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ ପିଟିପିଟି ମାରିଦେଇଛି ପୋଲିସ। ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା…

ଝୁଲାପୋଲ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୩୧।୧୦: ଗୁଜରାଟର ମୋର୍‌ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ ପ୍ରକାଶିତ ଏକ ବାର୍ତ୍ତାରେ ପୁଟିନ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri