ମାରୁତି ସୁଜୁକିର ନୂଆ ‘ଇକୋ’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୩୦।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ନୂଆ ଇକୋର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଯାଇଛି। ଏହା ନୂତନ ଓ ଶକ୍ତିଶାଳୀ ଇଞ୍ଜିନ ସହିତ ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରୁଛି। ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଭ୍ୟାନ ମାରୁତି ସୁଜୁକି ଇକୋ କ୍ରମାଗତ ଭାବରେ ଏହି ସେଗ୍‌ମେଣ୍ଟରେ ନିଜର ଆଧିପତ୍ୟ ବଜାୟ ରଖିଛି। ନୂଆ ଇକୋ ନୂଆ ଇଣ୍ଟେରିୟର ଏବଂ ସଦ୍ୟତମ ଟେକ୍ନୋଲୋଜି ଓ ଫିଚର ସହିତ ସୁସଜ୍ଜିତ ରହିଛି। ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ଏବଂ ସେଲ୍ସର ସିନିୟର ଏକ୍ସିକ୍ୟୁଟିଭ ଅଫିସର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଏହାର ଶୁଭାରମ୍ଭ ଠାରୁ ଇକୋ ୯.୭୫ ଲକ୍ଷ ଗ୍ରାହକଙ୍କର ପସନ୍ଦରେ ପରିଣତ ହୋଇଛି। ନୂଆ ଇକୋ ଏକ ଭରସାଯୋଗ୍ୟ ଏବଂ ଗ୍ରାହକଙ୍କ ପାଇଁ ଆରାମଦାୟକ, ଷ୍ଟାଇଲିଶ ଏବଂ ପ୍ରଶସ୍ତ ପାରିବାରିକ ବାହନ ହେବା ସହିତ ବ୍ୟବସାୟିକ ବ୍ୟବହାର ପାଇଁ ଫ୍ଲେକ୍ସବିଲିଟି ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଟ୍‌କୁ ମିଳିଲେନି ନୂଆ ବିଡର

ମୁମ୍ବାଇ, ୩-୯: ଋଣ ସଙ୍କଟରେ ଫସି ବନ୍ଦ ହୋଇ ପଡିଥିବା ଜେଟ ଏୟାରଓ୍ବେଜକୁ ନୂଆ ବିଡର ମିଳିନ ଥିବା ଜଣା ପଡିଛି। ବର୍ତ୍ତମାନ କମ୍ପାନୀ ବିରୋଧରେ...

ଆସୋଚାମ ପକ୍ଷରୁ ଦିନିକିଆ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍‌ ଚାମ୍ବର ଅ୍‌ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର...

ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ କର୍ମଚାରୀଙ୍କ ଧର୍ମଘଟ ଚେତାବନୀ

ନୂଆଦିଲ୍ଲୀ,୧୧-୧୦: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ(ଏମ୍‌ଟିଏନ୍‌ଏଲ୍‌)ର କର୍ମଚାରୀ ସଂଘ ପକ୍ଷରୁ ଦିପାବଳୀ ପରେ ଦେଶବ୍ୟାପି ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି।...

ସମ୍ପତ୍ତି ବିକି ୧୩ ହଜାର କୋଟି ଆଦାୟ

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍‌ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ...

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଷ୍ଟାଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କିଟ୍‌ର ପ୍ରତିଷ୍ଠାତା ସଭ୍ୟ...

ଜିଓର ଚତୁର୍ଥ ତ୍ରୈମାସ ନିଟ୍‌ ଲାଭରେ ବୃଦ୍ଧି

ନୂଆଦିଲ୍ଲୀ,୧-୫: ୨୦୧୯-୨୦ ଆର୍ଥିକ ବର୍ଷ ଚତୁର୍ଥ ତ୍ରୈମାସରେ ରିଲାଏନ୍ସ ଜିଓର ଲାଭ ୧୭୭.୫% ବୃଦ୍ଧି ଘଟି ୨୩୩୧ କୋଟି ଟଙ୍କା ରହିଛି। ଏହି ତିନି ମାସରେ...

ଚେକ୍‌ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍‌ବି

ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍‌ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ...

ପୁଞ୍ଜି ବଜାରରେ ୧୭,୨୨୨ କୋଟିର ବିଦେଶ ନିବେଶ

ନୂଆଦିଲ୍ଲୀ,୨୫-୧୧: ଚଳିତ ମାସ ବର୍ତ୍ତମାନ ସୁଦ୍ଧା ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୧୭,୨୨୨ କୋଟି ଟଙ୍କା ନିବେଶ କରିଛନ୍ତି। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ...

Advertisement
Archives

Model This Week