Home

ଜାତିସଂଘ ବୈଠକରୁ ଉଠିଗଲେ ଲାଭ୍ରୋଭ୍‌

ନ୍ୟୁୟର୍କ,୨୪ା୯: ଜାତିସଂଘର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଗୁରୁବାର ଚାଲିଥିବାବେଳେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଉଠି ଚାଲିଯାଇଥିଲେ। ୟୁକ୍ରେନ୍‌ ଆକ୍ରମଣକୁ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକ କଡ଼ାଭାଷାରେ ନିନ୍ଦା କରିଥିବାରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ନ…

ୟୁକ୍ରେନ୍‌ର ୪ ଅଞ୍ଚଳରେ ଗଣଭୋଟ

କିଭ୍‌/ମସ୍କୋ,୨୪ା୯: ମସ୍କୋ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ରୁଷିଆରେ ସାମିଲ ହେବ ନା ପୂର୍ବବତ୍‌ ୟୁକ୍ରେନ୍‌ରେ ରହିବ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଏହି ୪…

ଧର୍ମାନ୍ତରୀକରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବେଦନ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ,୨୪ା୯(ପି.ଟି.): ଧମକ ଦେଇ କିମ୍ବା ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେବାକୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ କ୍ରିଷ୍ଣା…

ଭାଜପା ନେତାଙ୍କ ପୁଅ ଗିରଫ

ହରିଦ୍ୱାର,୨୪ା୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାରେ ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ବରିଷ୍ଠ ଭାଜପା ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରାଯାଇଛି। ଜିଲାର ଋଷିକେଶ ଅନ୍ତର୍ଗତ ଯମକେଶ୍ୱରଠାରେ ପୁଲକିତଙ୍କର ଏକ ରିସର୍ଟ ରହିଛି। ସେଠାରେ କାମ…

ଅବସର ନେଲେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ,୨୪ା୯: ସୁପ୍ରିମକୋର୍ଟର ବରିଷ୍ଠ ମହିଳା ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ସର୍ବୋଚ୍ଚ ଅଦାଲତରେ ଅଧିକ ମହିଳା ବିଚାରପତି ନିଯୁକ୍ତି ଲାଗି ଏହି ଅବସରରେ ସେ ଆଶାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ନିଯୁକ୍ତ ହେବାରେ ଜଷ୍ଟିସ୍‌…

କର୍ନାଟକରେ ପିଏଫ୍‌ଆଇ ବ୍ୟାନ୍‌

ନୂଆଦିଲ୍ଲୀ,୨୪ା୯: ଇସ୍‌ଲାମୀୟ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କର୍ନାଟକରେ ବ୍ୟାନ୍‌ର ସମ୍ମୁଖୀନ ହୋଇଛି। ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୧୧ଟି ରାଜ୍ୟରେ ଚଢ଼ାଉ କରି ପିଏଫ୍‌ଆଇ ନେତାଙ୍କ ସମେତ ୧୦୬ ଜଣଙ୍କୁ ଗିରଫ କରିଥିଲା। ଏହି ଚଢ଼ାଉ…

ମ୍ୟାନ୍‌ମାର ଗଲେ ମୃତ୍ୟୁ ଭୟ

ବ୍ୟାଙ୍କକ୍‌,୨୪ା୯: ଗତବର୍ଷ ଥାଇଲାଣ୍ଡର ଏକ ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ମ୍ୟାନ୍‌ମାର ସାମରିକ ଶାସକଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିତ୍ଲେ ମଡେଲ ଥାଓ୍ବ ନନ୍ଦାର ଅଙ୍ଗ୍‌। ହାନ୍‌ ଲେ ନାମରେ ପରିଚିତ ଏହି ମ୍ୟାନ୍‌ମାର ସୁନ୍ଦରୀଙ୍କୁ ଥାଇଲାଣ୍ଡ ଏବେ ସ୍ବଦେଶକୁ ପ୍ରତ୍ୟର୍ପଣ କରିପାରେ…

ଯୁଦ୍ଧ ଅପରାଧ ଘଟାଇଛି ରୁଷିଆ

ଜେନେଭା,୨୪ା୯: ୟୁକ୍ରେନ୍‌ ଆକ୍ରମଣ ପରଠାରୁ ରୁଷିଆ ସେଠାରେ ଯୁଦ୍ଧ ଅପରାଧ ଘଟାଇଚାଲିଛି। ପ୍ରାଥମିକ ତଦନ୍ତରୁ ଆପାତତଃ ଏହାର ପ୍ରମାଣ ମିଳିଛି ବୋଲି ଜାତିସଂଘର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ପକ୍ଷରୁ ନିଯୁକ୍ତ ଏକ ଟିମ୍‌ ଶୁକ୍ରବାର ସ୍ପଷ୍ଟ କରିଛି। ମାନବାଧିକାର ପରିଷଦର ‘କମିଶନ…

ୟୁଏନଜିଏରେ ପାକିସ୍ତାନ ପୁଣି ଓଗାଳିଲା କଶ୍ମୀର ରାଗ, କହିଲା ଯୁଦ୍ଧ କୌଣସି ବିକଳ୍ପ ନୁହେଁ, କଥାବର୍ତ୍ତାରେ ହେବ ସମାଧାନ

ନ୍ୟୁୟର୍କ,୨୪ ।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଭାରତ ସମେତ ଆମେ ସମସ୍ତ ପଡୋଶୀ ଦେଶ ସହିତ ଶାନ୍ତି ଚାହୁଁଛୁ । ଶେହବାଜ ଶରିଫ କହିଛନ୍ତି, ମୁଁ…

ଗୁଗଲ ଆଣିଲା ନୂଆ ଟୁଲ, ସର୍ଚ୍ଚରୁ ହଟାଇ ହେବ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ,୨୪ ।୯: ୟୁଜର୍ସଙ୍କ ଗୋପନୀୟତାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହେବା ପରେ ଏବେ ଗୁଗଲ ସର୍ଚ୍ଚରୁ ବ୍ୟକ୍ତିଗତ ସୂଚନା ହଟାଇବାକୁ ଗୁଗଲ ଏକ ନୂଆ ଟୁଲ ଆଣିଛି । ‘ରିଜଲ୍ଟସ ଏବାଉଟ ୟୁ’ ନାମକ ଏହି ଟୁଲ ଜରିଆରେ ୟୁଜର୍ସ…

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ ସିରିଜକୁ ବରାବର କରିଛି। ଦ୍ୱିତୀୟ ଟି୨୦ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

କଟକରେ ହେବ ଲିଜେଣ୍ଡ୍ସ ଲିଗ୍‌ ଫାଇନାଲ

ଭୁବନେଶ୍ୱର, ୨୩ା୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ର ଫାଇନାଲ ଅକ୍ଟୋବର ୫ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପ୍ରତି ଖେଳପ୍ରେମୀଙ୍କ ଆଗ୍ରହ ପରିଲକ୍ଷିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାଡିୟମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri