ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍ଦଣ୍ଡ
ସୁନ୍ଦରଗଡ଼,୧ା୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ କ୍ୟାସିୟର ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୫ହଜାର…
ଡିସେମ୍ବର ୨୦ ପର୍ଯ୍ୟନ୍ତ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରାଜଧାନୀରେ ଆନ୍ଦୋଳନ କରିଥିବା ଶିକ୍ଷକମାନେ ବୁଧବାର ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର ୨୦ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ଥଗିତ ରଖିଛି। ୧୬ରୁ ୨୦ଭିତରେ ଦାବି ପୂରଣ ନ ହେଲେ ୨୧ରୁ ପୁନର୍ବାର ଆନ୍ଦୋଳନକୁ ତୀବ୍ରତର…
ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ଦଣ୍ଡିତ
କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୨ ଜଣ ପୂର୍ବତନ ପିଇଓଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚଙ୍କଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୩୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ହୋଇଛି।…
ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ଜୀବନ ଗଲା
କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ…
ଅପଡେଟ ହେବ ୧୦ ବର୍ଷ ପୁରୁଣା ଆଧାରକାର୍ଡ
ଛତ୍ରପୁର,୩୦।୧୧(ଡି.ଏନ.ଏ.): ୧୦ବର୍ଷ ପୁରୁଣା ଆଧାର କାର୍ଡ ଥିଲେ ତୁରନ୍ତ ଅପଡେଟ କରିବାକୁ ପଡିବ ବୋଲି ୟୁଆଇଡିଏଆଇ(ୟୁନିକ ଆଇଡେଟିଂଫିକେସନ ଅଥରିଟି ଅଫ ଇଣ୍ଡିଆ) ସୂଚନା ଜାରି କରିଛି। ଛତ୍ରପୁରସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ ଆଧାର ମନଟରିଂ କମିଟି ବୈଠକ…
ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଲେଖିଲେ ଛାତ୍ରୀ: ସାବିତ୍ରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି
ଭଞ୍ଜନଗର,୩୦।୧୧(ଡି.ଏନ.ଏ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ ହେବାର ୪୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ। ଏହାକୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ବୁଧବାର ମହାବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…
ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ…
୮ ବ୍ଲକକୁ ପାନୀୟ ଜଳ ଯୋଗାଣ ନେଇ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର…
‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳ ନାହିଁ’
ମୁମ୍ବାଇ: କିଛିିଦିନ ହେବ ଖବର ଶୁଣିବାକୁ ମିଳୁଛି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ମା’-ବାପା ହେବାକୁ ଯାଉଛନ୍ତି। ଏହି ଖବର ଚାରିଆଡ଼େ ଚର୍ଚ୍ଚା। କିନ୍ତୁ ଅର୍ଜୁନ କପୁର ଏହାକୁ ନେଇ ପ୍ରଚଣ୍ଡ ରାଗି ଯାଇଛନ୍ତି। ଯାହାର ଜବାବ ଅର୍ଜୁନ…
ଏଏସ୍ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା
କଟକ ଅଫିସ,୩୦ା୧୧: ଓପିଏସ୍ସି ଦ୍ୱାରା ପରିଚାଳିତ ଏଏସ୍ଓ ପରୀକ୍ଷାକୁ ନେଇ ତୁଟୁନି ବିବାଦ। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦ ଦାବି…
ଓଏଚ୍ଆର୍ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ପୁଣି ସଜା
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆର୍ଏଚ୍ଡିସି) ଦୁର୍ନୀତି ମାମଲାରେ ପୂର୍ବତନ ଏମ୍ଡି ତଥା ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣିଥରେ ସଜା ମଳିଛି। ଭୂମିକା ବିଲଡର ଲୋନ୍ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ…
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍ଘାଟନ କରିଛନ୍ତି। ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍କ୍ଲେଭକୁ ଏକ ସ୍ବତନ୍ତ୍ର ଗାଡ଼ିରେ ମୁଖ୍ୟମନ୍ତ୍ରୀ ବୁଲି ଦେଖୁଛନ୍ତି। ଏହି ୫ ଦିନିଆ ମେଗା ବିଜ୍ନେସ ସମିଟ୍ରେ ମେଟାଲ,…

