୩୨ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି, ଏହି ତାଲିକାରେ ରହିଛି…

ଓ୍ବାଶିଂଟନ,୩୦ା୧୧: ଦୁନିଆର ଅନେକ ଦେଶର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଆମେରିକାର ନାମ ଯୋଡ଼ାଯାଇଛି। ଆଜି ଅର୍ଥାତ୍‌ ନଭେମ୍ବର ୩୦ରେ ସମଲିଙ୍ଗୀ ବିବାହକୁ ଆମେରିକାରେ ଆଇନଗତ ସ୍ବୀକୃତି ମିଳିଛି। ଏହି ଦିନ ଆମେରିକା ପାଇଁ ଐତିହାସିକ ଦିନ। ଆମେରିକାର ସଂସଦ ଦ୍ୱାରା ସମଲିଙ୍ଗୀ ବିବାହ ବିଲ୍‌ ପାରିତ ହେବା ସହିତ ସୁପ୍ରିମକୋର୍ଟଙ୍କ ୨୦୧୫ ନିଷ୍ପତ୍ତି ପରେ ବିବାହ କରିଥିବା ହଜାର ହଜାର ସମଲିଙ୍ଗୀ ଦମ୍ପତିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ନିଷ୍ପତ୍ତି ଅନୁଯାୟୀ, ସମଗ୍ର ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଏହା ସହିତ ବର୍ତ୍ତମାନ ଦୁନିଆର ଅତି କମ୍‌ରେ ୩୨ଟି ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ସେହି ତାଲିକା ମଧ୍ୟରେ ଆର୍ଜେଣ୍ଟିନା (୨୦୧୦)
ଅଷ୍ଟ୍ରେଲିଆ (୨୦୧୭)
ଅଷ୍ଟ୍ରିଆ (୨୦୧୯ )
ବେଲ୍‌ଜିୟମ (୨୦୦୩)
ବ୍ରାଜିଲ (୨୦୧୩ )
କାନାଡା (୨୦୦୫)
ଚିଲି (୨୦୨୨ )
କଲମ୍ବିଆ (୨୦୧୬)
କୋଷ୍ଟାରିକା (୨୦୨୦)
ଡେନମାର୍କ (୨୦୧୨ )
ଇକ୍ୟୁଏଡର୍‌ (୨୦୧୯)
ଫିନ୍‌ଲାଣ୍ଡ (୨୦୧୦)
ଫ୍ରାନ୍ସ (୨୦୧୩)
ଜର୍ମାନୀ (୨୦୧୭)
ଆଇସଲ୍ୟାଣ୍ଡ (୨୦୧୦)
ଆୟର୍ଲାଣ୍ଡ (୨୦୧୫)
ଲକ୍ସେମବର୍ଗ (୨୦୧୫)
ମାଲ୍ଟା (୨୦୧୭)
ମେକ୍ସିକୋ (୨୦୧୦)
ନେଦରଲ୍ୟାଣ୍ଡ (୨୦୦୧)
ନ୍ୟୁଜିଲ୍ୟାଣ୍ଡ (୨୦୧୩)
ନରଓ୍ବେ (୨୦୦୯)
ପର୍ତ୍ତୁଗାଲ (୨୦୧୦)
ସ୍ଲୋଭେନିଆ (୨୦୨୨)
ଦକ୍ଷିଣ ଆଫ୍ରିକା (୨୦୦୬)
ସ୍ପେନ (୨୦୦୫)
ସ୍ବିଡେନ (୨୦୦୯)
ସ୍ବିଜରଲାଣ୍ଡ (୨୦୨୨)
ତାଇଓ୍ବାନ (୨୦୧୯)
ଯୁକ୍ତରାଜ୍ୟ (୨୦୨୦ )
ଯୁକ୍ତରାଷ୍ଟ୍ର (୨୦୧୫)
ଉରୁଗୁଏ ରେ(୨୦୧୩ ପରଠାରୁ) ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?