ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର
ଲାଠୋର,୨ା୧୨(ଡି.ଏନ.ଏ.): ଏମ୍ଜିଏନ୍ଆର୍ଇଜିଏସ୍ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମିିଳବନି। ସମ୍ମାନ ନଷ୍ଟ, ଶାରୀରିକ ଓ…
ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୩୩ ମାସ ଜେଲ୍, ୭,୫୦୦ ଡଲାର ଜୋରିମନା
ଓ୍ବାଶିଂଟନ,୨।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଏବଂ ରାଷ୍ଟ୍ରପତି ବାସଭବନ ହ୍ବାଇଟହାଉସକୁ ଉଡାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କୋର୍ଟ କଠୋର ଦଣ୍ଡ ଦେଇଛନ୍ତି। ତାଙ୍କୁ ୩୩ ମାସ ଜେଲ ଦଣ୍ଡାଦେଶ ହୋଇଛି ଏବଂ ୭,୫୦୦ ଡଲାର ଜୋରିମନା…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣା ଦାସଙ୍କ ହେବ ଶେଷକୃତ୍ୟ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି। ଆକାଶବାଣୀ ସହିତ…
‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’
ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ ବହୁପକ୍ଷବାଦକୁ ପ୍ରୋତ୍ସାହିତ କରିବାକୁ ଭାରତ ପ୍ରଥମ ପ୍ରାଥମିକତା ଦେବ ବୋଲି ଜଣାପଡିଛି। ଡିସେମ୍ବର ମାସ…
ଝରଣା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତ୍ରୀ ଝରଣା…
ଇଂଲଣ୍ଡର ବିଶ୍ୱ ରେକର୍ଡ
ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍ କ୍ରଲି ୧୨୨ ରନ…
ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରାଇବାରେ ପୁରୀ ଆଗୁଆ
ପୁରୀ ଅଫିସ, ୨ା୧୨: ପୁରୀ ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନେକ ଦିବ୍ୟାଙ୍ଗ ସ୍ବାବଲମ୍ବୀ ହୋଇ ନିଜ…
ଉଦ୍ଧାର ଶାଗୁଣା ନନ୍ଦନକାନନ ଆସିଲା
ବାରଙ୍ଗ,୨।୧୨ (ଡି.ଏନ୍.ଏ.): ଯାଜପୁର ଜିଲା ମହାକାଳପଡା ଗ୍ରାମର ଏକ କୁକୁଡା ଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ) ଶାଗୁଣା ଗୁରୁବାର ସାରେ ନନ୍ଦନକାନନକୁ ଆସିଛି। ଶାଗୁଣାଟିର ଲିଙ୍ଗ ଚିହ୍ନଟ ହୋଇପାରି ନ ଥିବାବେଳେ ସେ ତରୁଣ ବୟସ୍କ ବୋଲି ଜଣାପଡିଛି। କିଛିଦିନ…
ସହରର କଞ୍ଜରଭାନ୍ସି ଲେନ୍ରୁ ହଟିବ ଜବରଦଖଲ
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ ଧରି ଚାଲିଥିବା ୱାର୍ଡସ୍ତରୀୟ ପରିମଳ କମିଟି କର୍ମଶାଳା ‘ଆତ୍ମମନ୍ଥନ’ର ଉଦ୍ଯାପନୀ ଉତ୍ସବରେ ଏହି ଘୋଷଣା…
ଟାଙ୍କି ଖନନବେଳେ ଭୁଶୁଡ଼ିଲା ପାଚେରି
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର ସ୍ବେରେଜ ଟାଙ୍କି ଖୋଳାଯାଉଥିବାବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଭରତପୁର ଥାନା ଅନ୍ତର୍ଗତ…
ନକ୍ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ
ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ ଲିଗ୍…
ରାଜପଥ କାମ ସରୁନି, ବଢୁଛି ଦୁର୍ଘଟଣା
ଖୋର୍ଦ୍ଧା ଅଫିସ,୨ା୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ଏକମୁହାଁ ଏବଂ ଅଣଓସାରିଆ ରାସ୍ତା ରହିଥିବା ବେଳେ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରହିଛି। ଫଳରେ ଅନେକ…

