ବିଓଆଇର ୨ୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୫ା୧୧: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୭୧% ଅଭିବୃଦ୍ଧି ସହ କ୍ରମାଗତ ଲାଭରେ ବ୍ୟାଙ୍କର ଆୟ ୯୬୦ କୋଟି ଟଙ୍କାରେ ପହଞ୍ଚତ୍ଛି।…
‘ଆହ୍ବାନକୁ ଗ୍ରହଣକରି ଆଗକୁ ବଢ଼ିବା ଦରକାର’
କଟକ,୫ା୧୧: ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ୩ସପ୍ତାହ ବ୍ୟାପୀ ଆୟୋଜିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ନିକଟରେ ଉଦ୍ଯାପିତ ହୋଇଯାଇଛି। ଡ୍ରିମ୍ସର ଜୟଶ୍ରୀ ଅଡିଟୋରିୟମଠାରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ…
ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ
ଭୁବନେଶ୍ୱର,୫ା୧୧: ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଏକ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲା। ସତର୍କତା ସଚେତନତା ସପ୍ତାହ-୨୨ ଉପଲକ୍ଷେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ…
ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍ସିଏଲ୍ ପୁରସ୍କୃତ
ତାଳଚେର,୫ା୧୧(ନି.ପ୍ର.): କୋଲ ଇଣ୍ଡିଆର ୪୮ତମ ପ୍ରତିଷ୍ଠା ଦିବସରେ ମହାନଦୀ କୋଲ୍ ଫିଲ୍ଡ୍ସ ଲିମିଟେଡ୍ (ଏମ୍ସିଏଲ୍)କୁ ପୁରସ୍କୃତ କରାଯାଇଛି। ସୁରକ୍ଷା, ସିଏସ୍ଆର୍, ବିକାଶ ଏବଂ ସ୍ବଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍ସିଏଲ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। କୋଲକାତାଠାରେ ଆୟୋଜିତ ଏକ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୫ା୧୧: କ୍ରମାଗତ ୨ଦିନ ପରେ ପୁଣି ଥରେ ଷ୍ଟକ୍ ବଜାରର କାରବାର ବୃଦ୍ଧି ପାଇଛି। ଫଳରେ ଶେୟାର ବଜାରର ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍…
ଟଙ୍କା ମୂଲ୍ୟରେ ସୁଧାର
ନୂଆଦିଲ୍ଲୀ,୫ା୧୧: ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ହେଲେ ଏହାର ପ୍ରଭାବ ସମସ୍ତ ଦେଶର ଅର୍ଥନୀତିକୁ ବିଗାଡ଼ିଦେଇଥିବା କୁହାଯାଉଛି। ଏପରିକି ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ଲଗାତର ହ୍ରାସ ପାଇ ଚାଲିଛି। ଭାରତୀୟ ମୁଦ୍ରାର…
ଫଳାଫଳକୁ ନେଇ ଚାଲିଛି ଅଙ୍କକଷା
ଭଦ୍ରକ ଅଫିସ,୫ା୧୧: ଧାମନଗର ଉପନିର୍ବାଚନ ଗୁରୁବାର ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ୩ ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଅଙ୍କକଷା। ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଥିବା ବେଳେ ହାର୍ଜିତ୍କୁ ନେଇ ସବୁ ଦଳର ନେତା ଅଡୁଆରେ ପଡ଼ିଯାଇଛନ୍ତି।…
ଭାରତ ଯୋଡ଼ୋ ଯାତ୍ରାରେ ଗଣ୍ଡଗୋଳ
ଚଣ୍ଡିଖୋଲ,୫ା୧୧(ଡି.ଏନ୍.ଏ.): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସାରାଦେଶରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି। ଓଡ଼ିଶାରେ ଏହିଯାତ୍ରାର ୫ମଦିନରେ ଶୁକ୍ରବାର ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆଠାରେ ପଦଯାତ୍ରା ପହଞ୍ଚତ୍ଛି। ଏଠାରେ ବଡ଼ଚଣା କଂଗ୍ରେସ ତରଫରୁ ପଦଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।…
୧ ଲକ୍ଷ ନିଯୁକ୍ତି ଦେବ କଂଗ୍ରେସ
କାଙ୍ଗ୍ରା,୫ା୧୧(ପି.ଟି.): ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଫେରିଲେ ରାଜ୍ୟରେ ଲକ୍ଷେ ନିଯୁକ୍ତି ପ୍ରଦାନ କରିବା ସହ ପୁରୁଣା ପେନ୍ସନ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଶୁକ୍ରବାର ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିଶ୍ରୁତି ଦେଇଛନ୍ତି।…
ନ୍ୟୁଜିଲାଣ୍ଡ ହେବ ଡାର୍କ ସ୍କାଏ ନେଶନ
ଓ୍ବେଲିଂଟନ୍,୫ା୧୧: ଅନ୍ଧାର ଆକାଶ ରାତ୍ରିଚର ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ରାତିରେ କୃତ୍ରିମ ଆଲୋକ ଯୋଗୁ କୀଟମାନଙ୍କ ଗତିବିଧି ହ୍ରାସ ପାଉଥିବାରୁ ଡାର୍କ ସ୍କାଏ ସେମାନଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା। ଏହି ଆବଶ୍ୟକତା ପୂରଣ ସକାଶେ ନ୍ୟୁଜିଲାଣ୍ଡ…
ଇସିଙ୍କ କ୍ଷମତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୫ା୧୧: ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନ ଉପରେ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଲୋକ ପ୍ରହରୀ ନାମକ ଏନ୍ଜିଓ ପକ୍ଷରୁ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଏସ୍.ଏନ୍.…
ଦେଢ ମାସରେ ଚତୁର୍ଥଥର ହିମାଚଳ ଗସ୍ତରେ ମୋଦି
ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥାତ୍ ୫ ନଭେମ୍ବରକୁ ହିମାଚଳ ପ୍ରଦେଶର ଦୁଇଟି ସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ । ସେଡ୍ୟୁଲ ଅନୁଯାୟୀ, ମୋଦି ଦିନ ୧ଟା ବେଳେ ମଣ୍ଡି ଜିଲାର ସୁନ୍ଦର ନଗରରେ ରାଲିକୁ ସମ୍ବୋଧନ…
Archives


