Home

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ୮ଟି ଦଳ…

ଭାରତ ପୁରୁଷ ଦଳ ପ୍ରଥମ ଥର ଜିତିଲା ସ୍ବର୍ଣ୍ଣ

ଚେଅଙ୍ଗଜୁ (ଦକ୍ଷିଣ କୋରିଆ), ୫ା୧୧(ପି.ଟି.): ଏସିଆନ ସ୍କ୍ବାଶ ଟିମ୍‌ ଚାମ୍ପିୟନଶିପ୍‌ରେ ସୌରଭ ଘୋସାଲଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୦ରେ କୁଏଟକୁ ପରାସ୍ତ କରିଛି। ରମିତ ଟଣ୍ଡନ…

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ଚେନ୍ନାଇ,୫ା୧୧(ପି.ଟି.): ଆଇପିଏସ୍‌ ଅଫିସର ଜି. ସମ୍ପତ କୁମାରଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ମ୍ୟାଚ ଫିକ୍ସିଂ ମାମଲାରେ ବିବାଦୀୟ ବୟାନ ଏବଂ କୋର୍ଟଙ୍କ ଅବମାନନାକୁ ନେଇ ଧୋନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଝଡକୁ ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶେଷ ଓଭରରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ ହେଁ…

ହସ୍ପିଟାଲରେ ୧୩୨ ବର୍ଷର ଟନେଲ

ମୁମ୍ବାଇ: ମୁମ୍ବାଇର ସରକାରୀ ଡାକ୍ତରଖାନା ଜେ.ଜେ. ହସ୍ପିଟାଲରୁ ବ୍ରିଟିଶ ଅମଳର ଏକ ଟନେଲ ଠାବ ହୋଇଛି। ଟନେଲ୍‌ଟି ପାଖାପାଖି ୧୩୨ ବର୍ଷ ପୁରୁଣା ହୋଇଥିବାବେଳେ ଏହାର ଲମ୍ବ ୨୦୦ ମିଟର ବୋଲି କୁହାଯାଉଛି। ଡାକ୍ତରଖାନାର ମେଡିକାଲ ଓ୍ବାର୍ଡରୁ ଏହି ଟନେଲକୁ ଠାବ…

ବିଶ୍ୱ ସୁନାମି ସଚେତନତା ଦିବସ

୨୦୦୪ରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସୁନାମିରେ ପାଖାପାଖି ୧୪ ଦେଶ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍ଗା, ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ପାଖାପାଖି ୨,୨୭,୦୦୦ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହାର କିଛିବର୍ଷ ପରେ ସୁନାମି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି…

ଅପସ୍ମାର ସମ୍ପର୍କରେ ସଚେତନ କରୁଛନ୍ତି ଫାତିମା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍‌ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସାନା ଶେଖ୍‌ ଏପପିଲେପ୍ସି ବା ଅପସ୍ମାର ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ନାୟିକା ଜଣକ ନିକଟରେ ଇନଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ…

୨୧ ଦିନର ଝିଅ ପେଟରେ ୮ ଭ୍ରୂଣ

ରାଞ୍ଚି: ରାଞ୍ଚିର ଘରୋଇ ଡାକ୍ତରଖାନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୧ ଦିନର ଗୋଟିଏ ଶିଶୁ ପେଟରୁ ୮ଟି ଭ୍ରୂଣ ମିଳିଛି। ତେବେ ବିଶ୍ୱରେ ଏଭଳି ଘଟଣା ଦେଖାଯିବା ପଥମ ବୋଲି ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଏକ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଯୋଗଦେବେ କେ.ଭି. କାମାଥ

ମୁମ୍ବାଇ,୫ା୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଶୁକ୍ରବାର ବରିଷ୍ଠ ବ୍ୟାଙ୍କର କେ.ଭି.କାମାଥଙ୍କୁ ଆସନ୍ତା ୫ବର୍ଷ ପାଇଁ ଆର୍‌ଆଇଏଲ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍‌ଆଇଏଲ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସମାନଙ୍କ ବୈଠକ ନିକଟରେ…

ଗେଲ୍‌ ଇଣ୍ଡିଆର ଅର୍ଦ୍ଧବାର୍ଷିକ ଫଳାଫଳ

ନୂଆଦିଲ୍ଲୀ, ୫ା୧୧: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗ୍ୟାସ୍‌ ଅଥରିଟ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌ ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୈମାସିକ ବା ଅର୍ଦ୍ଧବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର…

ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ

ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍‌ଆଇଏଲ୍‌ ଆଉ ଏକ ବ୍ୟବସାୟରେ ପ୍ରବେଶ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚେନ୍ନାଇଭିତ୍ତିକ ସେଲୁନ୍‌ ଓ ସ୍ପା ଚେନ୍‌…

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫ା୧୧: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବିଏସ୍‌ଏନ୍‌ଏଲ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri