Home

ଆଧାର ତଥ୍ୟ ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରିବା ବାଧ୍ୟ

ନୂଆଦିଲ୍ଲୀ,୧୧ା୧୧:କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରି ପ୍ରତି ୧୦ ବର୍ଷରେ ଥରେ ନାଗରିକମାନେ ସେମାନଙ୍କ ଆଧାର ତଥ୍ୟ ଅପ୍‌ଡେଟ୍‌ (ସଂଶୋଧନ) କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର ପଞ୍ଜୀକରଣ ତାରିଖଠାରୁ ୧୦ ବର୍ଷ ସମ୍ପୂର୍ଣ୍ଣ ହେବା ପରେ କାର୍ଡଧାରୀ ଆଧାରର ସମର୍ଥକ…

ଘୋଷଣା କରି ପ୍ରତାରଣା

ଯାଜପୁର ଅଫିସ,୧୧ା୧୧:ଗତ ୩ ବର୍ଷ ମଧ୍ୟରେ ମହାମାରୀ କରୋନା ସମେତ ସାମୁଦ୍ରିକ ଝଡ଼ ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ, ଜୱାଦ ଯାଜପୁର ସମେତ ଉପକୂଳ ଜିଲାଗୁଡ଼ିକର ଚାଷୀଙ୍କୁ ତଳିତଳାନ୍ତ କରିଦେଇଛି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧-୨୨ ଓ…

ଆମେରିକାର ମିଡଟମର୍‌ସ ଫଳ:ଭାରତୀୟ ବଂଶୋଦ୍ଭବ ରଚିଲେ ଇତିହାସ

ନ୍ୟୁୟର୍କ,୧୧।୧୧: ଆମେରିକାର ମିଡଟମର୍‌ସରେ ଭାରତୀୟ-ଆମେରିକୀୟ ମହିଳା ନାବିଲା ସୟଦ ଇତିହାସ ସୃଷ୍ଟି କରିଛନ୍ତି। ଏହି ନିର୍ବାଚନ ଜିତିବାରେ ନାବିଲା ସର୍ବକନିଷ୍ଠ ମହିଳା ହୋଇପାରିଛନ୍ତି। ନାବିଲା ସୟିଦଙ୍କୁ ମାତ୍ର ୨୩ ବର୍ଷ ବୟସ। ସେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ କ୍ରିସ…

କରୋନା ମହାମାରୀ ସମୟରେ ୪୩ ପ୍ରତିଶତ ପିଲା ଶିକ୍ଷାରୁ ବଞ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୧୧: ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା କରୋନା ମହାମାରୀ ଦେଶ ଉପରେ ବି ବେଶ ପ୍ରଭାବ ପକାଇଛନ୍ତି । ଏହି ସମୟରେ ଦେଶରେ ପ୍ରାୟ ୪୩ ପ୍ରତିଶତ ପିଲାଙ୍କ ନିକଟରେ ୧୯ ମାସ ପର୍ଯ୍ୟନ୍ତ ଘରେ ବସି ପାଠ…

ରାମପୁର ଉପ-ନିର୍ବାଚନ ପାଇଁ ଆସିଲା ନୂଆ କାର୍ଯ୍ୟସୂଚୀ

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନକୁ ନେଇ ନିର୍ବାଚନ କିମଶନ ଗୁରୁବାର ଏକ ନୂଆ କାର୍ଯ୍ୟସୂଚୀ ଜାରି କରିଛନ୍ତି। ପୂର୍ବ ପରି ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ…

ଖେରସନ୍‌ରୁ ପଛକୁ ଫେରିଲେ ରୁଷୀୟ ସୈନ୍ୟ

ମସ୍କୋ/କିଭ୍‌,୧୦ା୧୧: ଖେରସନ୍‌ ଅଞ୍ଚଳରେ ୟୁକ୍ରେନୀୟ ସୈନ୍ୟଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନ ଭୟରେ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ପଳାୟନ ପାଇଁ ପରାମର୍ଶ ଦେଇଥିଲା ରୁଷିଆ। ଏବେ ଖେରସନ୍‌ରୁ ମସ୍କୋ ନିଜ ସୈନ୍ୟ ପ୍ରତ୍ୟାହାର କରିଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋହିଗୁ ସୂଚନା…

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ୩ ମାସ ପରେ ବୁଧବାର ଜେଲ୍‌ରୁ ବାହାରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଜେଲ୍‌ରୁ ମୁକୁଳିବା ପରେ ଗୁରୁବାର ସଞ୍ଜୟ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି। ଜେଲ୍‌ରୁ ମୁକୁଳିବା…

ବିଶ୍ୱବିଦ୍ୟାଳୟ କୁଳାଧିପତି ପଦରୁ ହଟିଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌,୧୦।୧୧: କେରଳ କଳାମଣ୍ଡଳମ୍‌ ଡିମ୍‌ଡ-ଟୁ ୟୁନିଭର୍ସିଟି କୁଳାଧିପତି ପଦରୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ରାଜ୍ୟ ସରକାର ଗୁରୁବାର ହଟାଇ ଦେଇଛନ୍ତି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିକୁ ନେଇ କିଛିଦିନ ହେଲା ରାଜ୍ୟପାଳ ଏବଂ ପିନାରାୟୀ ବିଜୟନ ସରକାରଙ୍କ ମଧ୍ୟରେ ବିବାଦ…

ଜେଲ୍‌ରୁ ମୁକୁଳିବା ପରେ ମାତୋଶ୍ରୀରେ ପହଞ୍ଚିଥିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରୁ ମୁକୁଳିବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ…

ପୁଣି ଘନଉଛି ବିପଦ: ରାୱଲପିଣ୍ଡିର ସିକ୍ରେଟ ଲ୍ୟାବ୍‌ରେ ତିଆରି ହେଉଛି ‘ବାୟୋ ଓ୍ବିପନ୍‌’

ଇସ୍‌ଲାମାବାଦ୍‌/ବେଜିଂ,୧୦।୧୧: କରୋନା ସଙ୍କଟରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନ ଥିବା ବେଳେ ଆଉ ଏକ ଖବର ସମସ୍ତଙ୍କ ନିଦ ଏବେ ହଜାଇଦେଇଛି। ଚାଇନାରୁ ଆସିଥିବା କରୋନା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ବେଜିଂ ପାକିସ୍ତାନ ସହ ମିଶି…

ଭାରତ ନ ଫେରିବାକୁ ଯୋଜନା କରୁଛନ୍ତି ପଳାତକ ନୀରବ ମୋଦି: ବ୍ରିଟେନକୁ ମାଗିଥିଲେ ରାଜନୈତିକ ଆଶ୍ରୟ

ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଇତିମଧ୍ୟରେ ନୀରବଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।…

ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ନେଇ ଅଭିଯୋଗ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲା ଓପିଏସ୍‌ସି

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛି ଓପିଏସ୍‌ସି। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଆୟୋଗ। ଓପିଏସ୍‌ସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଆୟୋଗ ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri