କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା
କାଲିଫର୍ନିଆ,୬।୧୦: ଆମେରିକାର କାଲିଫର୍ନିଆରେ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ମୃତ ଛାତ୍ରଙ୍କ କୋରିଆ ରୁମମେଟଙ୍କୁ ଗିରଫ କରାଯାଇଛି। ଆମେରିକାର ପୋଲିସ କହିଛି…
ତାଇଓ୍ବାନକୁ ବାରୁଦ ଗଦାରେ ପରିଣତ କରିବାକୁ ଆମେରିକାର ଯୋଜନା…
ତାଇପେ,୬।୧୦ : ଚାଇନାର ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଆମେରିକା ନୂଆ ରଣନୀତି ଅନୁସାରେ ତାଇୱାନକୁ ଏକ ବାରୁଦ ଗଦାରେ ପରିଣତ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଆମେରିକା ଯୋଜନା କରିଛି ଯେ ତାଇୱାନରେ ବିପୁଳ ପରିମାଣର ଗୁଳି…
ସାରଡାଙ୍ଗରେ ହଇଜା ଆତଙ୍କ: ଜଣେ ମୃତ, ୧୧ ଆକ୍ରାନ୍ତ
ଖଇରା,୬ା୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ପୂଜା ଭୋଜି ଖାଇ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ମାମୁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ଚିକିତ୍ସାପାଇଁ ଖଇରା…
ଘାଟିରେ ଓଲଟିଲା ପରିବା ବୋଝେଇ ଟ୍ରକ୍
ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍.ଏ.): କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି। କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ…
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଏକଦିବସୀୟ ମ୍ୟାଚ୍ ଉପରେ ବର୍ଷା ସଙ୍କଟ…
ଲକ୍ଷ୍ନୌ,୬।୧୦ : ଟିମ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ ମ୍ୟାଚ୍ (ଓଡିଆଇ) ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଖେଳାଯିବ। ଏହି ମ୍ୟାଚ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବ।୍ ଭାରତୀୟ ସମୟ ଅନୁଯାୟୀ ମ୍ୟାଚ…
ଭୂସ୍ଖଳନ ଘଟଣା: ରାଜପଥରେ ପୁଣି ଫାଟ, ବଢ଼ିଲା ବିପଦ
ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି଼କୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ମାସରେ ହୋଇଥିବା ଭୁସ୍ଖଳନ ପରେ ରାଜପଥ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରଯାଇଥିଲା। ଏଥିପାଇଁ ଏକାଧିକ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…
ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ
ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯୋଗ…
ଜାପାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ…
ନାପିଦ୍ୱ,୬।୧୦ : ଜାପାନର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମ୍ୟାନମାର କୋର୍ଟ ଦ୍ୱାରା ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସରକାର ବିରୋଧୀ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମ ପ୍ରତିନିଧି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାପାନର କୂଟନୀତିଜ୍ଞ ଗୁରୁବାର ଏହି ସୂଚନା…
ନିର୍ବାଚନରେ ଜୟନ୍ତ-ଅଖିଳେଶଙ୍କୁ କରିବି ସହାୟତା: ସତ୍ୟପାଲ ମଲିକ …
ବାଗପତ,୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଆକ୍ରମଣକୁ ତୀବ୍ର କରି ମେଘାଳୟର ରାଜ୍ୟପାଳ ପଦରୁ ଅବସର ନେବା ପରେ ସତ୍ୟପାଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ଏବଂ…
ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍
ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ…
ପୂର୍ବତନ ସ୍ବାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆଞ୍ଜେଲିନା ଜୋଲି
ଆଜିକାଲି ହଲିଉଡର ସୁପରଷ୍ଟାର ବ୍ରାଡ ପିଟ ଏବଂ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ତାଙ୍କ ପୂର୍ବତନ ସ୍ବାମୀ ବ୍ରାଡଙ୍କ ବିରୋଧରେ ପ୍ରାୟ ୨୫୦ ମିଲିୟନ ଡଲାରରେ ମକଦ୍ଦମା ଦାୟର କରିଛନ୍ତି। ଏହାସହ ସେ ତାଙ୍କ ବିରୋଧରେ ଅନେକ ଗୁରୁତର…
ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍ଣ ନଜର…
ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଏକ ମାନବ ବିହୀନ ବୋଟ ବିକଶିତ କରିବାକୁ ପ୍ରସ୍ତୁତି…
Archives


