Home

ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ଲକ୍ଷ୍ମଣ

ୱେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ୱେଲିଂଟନ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର କାର୍ଯ୍ୟନିର୍ବାହୀ କୋଚ ଭିଭିଏସ ଲକ୍ଷ୍ମଣ ଟି-୨୦ କ୍ରିକେଟରେ ସଫଳତାର ମନ୍ତ୍ର କହିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦…

ଲକଡାଉନ ନେଇ ଚାଇନାରେ ବିଦ୍ରୋହ…

ବେଜିଂ,୧୭।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ…

ଭାରତ-ପାକିସ୍ତାନରେ ସଙ୍କଟ, ଭୂସ୍ଖଳନ କ୍ଷତିରେ ୧୪୭ ପ୍ରତିଶତ ବୃଦ୍ଧି, ମରୁଡିରେ ୬୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୧୧ : ସମଗ୍ର ବିଶ୍ୱରେ ମାନବ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ପ୍ରଭାବ ପଡୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ପାକିସ୍ଥାନ ଭଳି ଦେଶର ଅବସ୍ଥା ବିଗିଡି ଯାଉଛି।…

ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ନିନ୍ଦା କରିଛନ୍ତି। ଆତଙ୍କବାଦ ପାକିସ୍ତାନର ଏକ ପ୍ରମୁଖ ସମସ୍ୟା ବୋଲି ସେ ଶେଷରେ ସ୍ବୀକାର କରିଛନ୍ତି। ନିୟମିତ ପୋଲିସ ପାଟ୍ରୋଲିଂ ଭ୍ୟାନ୍‌…

ସିନେଟରେ ସମଲିଙ୍ଗୀ ବିଧେୟକ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ଲୋକସଭାରୁ ସମଲିଙ୍ଗୀ ବିବାହ ବିଲକୁ ସୁରୁଖୁରୁରେ ପାସ କରିବା ପରେ ଏହା ବର୍ତ୍ତମାନ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉପସ୍ଥାପିତ ହୋଇଛି। ବର୍ତ୍ତମାନ ଡେମୋକ୍ରାଟ୍ସର ସମସ୍ତ ୫୦ ସଦସ୍ୟ ଏହା ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଏହି…

ସଦନର ନିମ୍ନ ଗୃହରେ ବିରୋଧୀ ରିପବ୍ଲିକାନ୍‌କୁ ବହୁମତ, ମିଳିମିଶି କାମ କରିବାକୁ କହିଲେ ବାଇଡେନ…

ଓ୍ବାଶିଂଟନ,୧୭।୧୧ : ଆମେରିକାରେ ସାମ୍ପ୍ରତିକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଏକ ସପ୍ତାହ ପରେ ବିରୋଧୀ ରିପବ୍ଲିକାନ ପାର୍ଟି ସଦନର ନିମ୍ନ ଗୃହରେ ବହୁମତ ହାସଲ କରିଛି। ଏଥିରେ ଦଳ ୨୧୮ ଟି ସିଟ ପାଇଛି, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ। ଏହି ବିଜୟ…

ଚାଇନା ଗୁପ୍ତଚରଙ୍କୁ ଆମେରିକାରେ ୨୦ ବର୍ଷ କାରାଦଣ୍ଡ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ସିନସିନାଟି ସହରର ଏକ କୋର୍ଟ ଜଣେ ଚାଇନା ଗୁପ୍ତଚର ଅଧିକାରୀଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ବିମାନ ଚଳାଚଳ କମ୍ପାନୀଗୁଡିକରୁ ବାଣିଜ୍ୟ ରହସ୍ୟ ଚୋରି କରିବାକୁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଥିଲା। ୪୨…

ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୧ (କ୍ରୀଡ଼ା ପ୍ରତିନିଧି) ପଟିଆସ୍ଥିତ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ ରାଜ୍ୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ସ୍ମାରକୀ ମହାନ୍ତି ଚାମ୍ପିୟନ ଏବଂ ୟାସିତା ରାଉତ ରନରଅପ୍‌ ହୋଇଛନ୍ତି। ଜୟଲକ୍ଷ୍ମୀ ସାହୁ ଓ ଆଦ୍ୟାଶା…

ଜଗା ୟୁନାଇଟେଡ୍‌ କ୍ଲବ ସେମିରେ

ଢେଙ୍କାନାଳ ଅଫିସ,୧୭ା୧୧: ଢେଙ୍କାନାଳ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସ୍ବର୍ଗତ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ୪ର୍ଥ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ ପ୍ରତିଯୋଗିତା ବୁଧବାର ଢେଙ୍କାନାଳରେ ଆରମ୍ଭ…

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ। ଘରୋଇ କ୍ରିକେଟରେ ଚାଲେଞ୍ଜର ଟ୍ରଫି ଏବଂ ଫ୍ରାଞ୍ଚାଇଜ୍‌ଭିତ୍ତିକ ମହିଳା ଆଇପିଏଲ୍‌ ଦେଶର ଖେଳାଳିଙ୍କ…

ସନ୍‌ କିଙ୍ଗ୍‌ ଇନ୍‌ଫିନିଟିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସୋଲାର ଏନର୍ଜି ପ୍ରଡକ୍ଟ କମ୍ପାନୀ ସନ୍‌ କିଙ୍ଗ୍‌ର ସବ୍‌-ବ୍ରାଣ୍ଡ୍‌ ସନ୍‌ କିଙ୍ଗ୍‌ ଇନ୍‌ଫିନିଟି ପକ୍ଷରୁ ନିକଟରେ ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମେଚୋନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ନୂଆ ଏଲ୍‌ଇଡି ଲାଇଟିଂ ପ୍ରଡକ୍ଟ ରେଞ୍ଜର ମଧ୍ୟ…

ନୁଭୋକୋ ପ୍ଲାଣ୍ଟକୁ ଗ୍ରୀନ୍‌ ପ୍ରୋ ଇକୋଲେବଲ ସ୍ବୀକୃତି

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ୬ଟି ରେଡି-ମିକ୍ସ କଂକ୍ରିଟ ପ୍ଲାଣ୍ଟକୁ ସମ୍ମାନଜନକ ଗ୍ରୀନ୍‌ ପ୍ରୋ ପ୍ରମାଣପତ୍ର ମିଳିଛି। ବିଶେଷକରି କମ୍ପାନୀର ପାଟେନଚେରୁ, ମିୟାପୁର(ହାଇଦ୍ରାବାଦ), ହ୍ବାଇଟ୍‌ଫିଲ୍ଡ (ବେଙ୍ଗାଲୁରୁ), ସନଥଲ୍‌(ଗୁଜରାଟ), ନୋଏଡା (ଉତ୍ତରପ୍ରଦେଶ) ଏବଂ ଗୁର୍‌ଗାଓଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri