Home

ଅନୁଭା-ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ବାକ୍ଷରିତ ହୋଇଛି। ସେହି ଅନୁଯାୟୀ ବାଲକୋରେ କର୍କଟ ଜେନୋମିକ୍ସ ବାୟୋ ବ୍ୟାଙ୍କ ପାଇଁ…

ହାଭେଲ-ଫିନ୍‌ଲେକ୍ସର ରିଟେଲ୍‌ ପଏଣ୍ଟ

ଭୁବନେଶ୍ୱର,୧୦।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଉତ୍ପାଦକ କମ୍ପାନୀ ହାଭେଲ,ଫିନ୍‌ଲେକ୍ସ ଭଳି ପ୍ରମୁଖ ଇଲେକ୍ଟ୍ରିକାଲ କମ୍ପାନୀର ରିଟେଲ ଏବଂ ହୋଲସେଲର ଆଉଟଲେଟ ସ୍ଥାନୀୟ ଡମଣା ନିକଟସ୍ଥ ଅରବିନ୍ଦ ନଗର ମାର୍କେଟ କମ୍ପ୍ଲେକ୍ସଠାରେ ଶୁଭାରମ୍ଭ ହୋଇଯାଇଛି। ଜେନ ଇଲେକ୍ଟ୍ରିକାଲସ ଆନୁକୂଲ୍ୟରେ ଉପରୋକ୍ତ କମ୍ପାନୀଗୁଡିକର ଷ୍ଟୋର…

କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଅଫିସ, ୧୦ା୧୦: ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏହି କ୍ରମରେ ପୁରୀରେ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ନିର୍ମାଣ ଚାଲିଛି। ମାତ୍ର ଏପର୍ଯ୍ୟନ୍ତ ଜିଲା କ୍ରୀଡ଼ା ସଂସଦ ବ୍ୟବସ୍ଥିତ…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମହାଳୟା’

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ନୂତନ କଲେକ୍ସନ ‘ମହାଳୟା’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହି ନୂତନ କଲେକ୍ସନ ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଗୌରବ ଦ୍ୱାରା ଅନୁପ୍ରେରିତ ହୋଇଛି। ମହାଳୟା ନାମଟି ସମୃଦ୍ଧି…

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା ଏହା ହେଉଛି ଏକ ଓପନ୍‌ ଏଣ୍ଡେଡ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ ସ୍କିମ୍‌, ଯେଉଁଥିରେ ପାଣ୍ଠିକୁ…

ପ୍ରତ୍ୟକ୍ଷ ଟିକସ ଆଦାୟ ୨୪% ବୃଦ୍ଧି

ନୂଆଦିଲ୍ଲୀ,୧୦।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରାୟ ୯ (୮.୯୮) ଟ୍ରିଲିୟନ ଟଙ୍କା ରହିଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ…

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦିଲ୍ଲୀ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ ଏକ ଧର୍ମାନ୍ତରୀକରଣ ଉତ୍ସବରେ ଯୋଗଦେଇ ବିବାଦ ଘେରକୁ ଆସିଥିବା ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ରବିବାର ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଧର୍ମାନ୍ତରୀକରଣ ଉତ୍ସବରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଉଥିବାବେଳେ ଆମ୍‌…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହଜାର ହଜାର ହବିଷ୍ୟାଳି

ପୁରୀ ଅଫିସ,୧୦ା୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜିଠୁ ମାସେ ଧରି କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି। ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର…

ସବୁ ଶିକ୍ଷାନୁଷ୍ଠାନରେ ହିନ୍ଦୀ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ,୧୦ା୧୦: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୁକୁ ବାଧ୍ୟତାମୂଳକ ଭାବେ ପାଠପଢ଼ାର ମାଧ୍ୟମ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ନେତୃତ୍ୱରେ ଗଠିତ ଭାଷା ସମ୍ପର୍କିତ ସଂସଦୀୟ କମିଟି ଉପରୋକ୍ତ ସୁପାରିସ୍‌ କରିଛି। ଗତ ମାସରେ…

ମୁସଲମାନ ଜନସଂଖ୍ୟା କମୁଛି: ଓଓ୍ବାଇସି

ହାଇଦ୍ରାବାଦ,୧୦ା୧୦: ଦେଶରେ ମୁସଲମାନ ଜନସଂଖ୍ୟା ବଢ଼ୁନାହିଁ ବରଂ ଏହା ହ୍ରାସ ପାଉଛି। ସେମାନଙ୍କର ସନ୍ତାନ ଜନ୍ମ ବ୍ୟବଧାନ ମଧ୍ୟ ବଢ଼ିଛି। ମୁସଲମାନମାନେ ସର୍ବାଧିକ ଗର୍ଭନିରୋଧକ ବ୍ୟବହାର କରୁଥିବା ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ…

ଭାଜପା ବିରୋଧରେ ଲଢ଼େଇ ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଛି: ଖାର୍ଗେ

ନୂଆଦିଲ୍ଲୀ,୧୦।୧୦: ଭାଜପା ଏବଂ ଆର୍‌ଏସ୍‌ଏସ୍‌ ବିରୋଧରେ ଲଢ଼େଇ ପାଇଁ ଏଆଇସିସି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି। ଦେଶର ବର୍ତ୍ତମାନର ସ୍ଥିତି ଚିନ୍ତାଜନକ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି),…

ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲ

ନୂଆଦିଲ୍ଲୀ,୧୦ା୧୦: ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ଶିବସେନା ନାଁ ଏବଂ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ ନାହଁି ବୋଲି ନିର୍ବାଚନ କମିଶନ ଶନିବାର କହିବା ସହ ଉଭୟ ଗୋଷ୍ଠୀ ସେମାନଙ୍କ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri