Home

ଭଙ୍ଗା ଆଜବେଷ୍ଟସ୍‌ ତଳେ କୋମଳମତି ଶିଶୁ

ଯାଜପୁର ଅଫିସ/ପ୍ରୀତିପୁର(ଡି.ଏନ.ଏ.) ୧୦ା୧୦: ଯାଜପୁର ଜିଲାରେ ୨୬୦୦ରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ କେତେକ କେନ୍ଦ୍ର ଅତି ପୁରାତନ କ୍ଲବ ଘର ଓ ସ୍କୁଲ ତଥା ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲିଛି। ସେଥିମଧ୍ୟରୁ ଅଧିକାଂଶ ଅତି ବିପଦସଙ୍କୁଳ ବୋଲି ଅଭିଭାବକମାନେ…

ଉତ୍ସାହ ବଢୁଛି, କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି):ଭାରତ ସମେତ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରତିଯୋଗିତାର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭୁବନେଶ୍ୱରରେ ଫିଫାର ବାସ୍ନା…

ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ ଏପି’ର ୨ୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍‌ ପରିସରରେ ଉକ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ.…

ଚାଷୀ ଶୂନ୍ୟ କୃଷକ ପରିବା ହାଟ

ରସୁଲପୁର,୧୦ା୧୦(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗସ୍ଥିତ ବିଜୁ ପରିବା ପରିବହନ କେନ୍ଦ୍ର ନାମରେ ଦୈନିକ କୃଷକ ପରିବାହାଟ ବସୁଛି। ହେଲେ ଏହି ପରିବାହାଟ ଏବେ ଚାଷୀଶୂନ୍ୟ ହୋଇପଡ଼ିଛି। ଫଳରେ ହାଟଟି ବ୍ୟବସାୟୀଙ୍କ ଦ୍ୱାରା ବାହାରୁ ଆମଦାନୀ…

ଅନୁଭା-ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ବାକ୍ଷରିତ ହୋଇଛି। ସେହି ଅନୁଯାୟୀ ବାଲକୋରେ କର୍କଟ ଜେନୋମିକ୍ସ ବାୟୋ ବ୍ୟାଙ୍କ ପାଇଁ…

ହାଭେଲ-ଫିନ୍‌ଲେକ୍ସର ରିଟେଲ୍‌ ପଏଣ୍ଟ

ଭୁବନେଶ୍ୱର,୧୦।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଉତ୍ପାଦକ କମ୍ପାନୀ ହାଭେଲ,ଫିନ୍‌ଲେକ୍ସ ଭଳି ପ୍ରମୁଖ ଇଲେକ୍ଟ୍ରିକାଲ କମ୍ପାନୀର ରିଟେଲ ଏବଂ ହୋଲସେଲର ଆଉଟଲେଟ ସ୍ଥାନୀୟ ଡମଣା ନିକଟସ୍ଥ ଅରବିନ୍ଦ ନଗର ମାର୍କେଟ କମ୍ପ୍ଲେକ୍ସଠାରେ ଶୁଭାରମ୍ଭ ହୋଇଯାଇଛି। ଜେନ ଇଲେକ୍ଟ୍ରିକାଲସ ଆନୁକୂଲ୍ୟରେ ଉପରୋକ୍ତ କମ୍ପାନୀଗୁଡିକର ଷ୍ଟୋର…

କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଅଫିସ, ୧୦ା୧୦: ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏହି କ୍ରମରେ ପୁରୀରେ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ନିର୍ମାଣ ଚାଲିଛି। ମାତ୍ର ଏପର୍ଯ୍ୟନ୍ତ ଜିଲା କ୍ରୀଡ଼ା ସଂସଦ ବ୍ୟବସ୍ଥିତ…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମହାଳୟା’

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ନୂତନ କଲେକ୍ସନ ‘ମହାଳୟା’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହି ନୂତନ କଲେକ୍ସନ ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଗୌରବ ଦ୍ୱାରା ଅନୁପ୍ରେରିତ ହୋଇଛି। ମହାଳୟା ନାମଟି ସମୃଦ୍ଧି…

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା ଏହା ହେଉଛି ଏକ ଓପନ୍‌ ଏଣ୍ଡେଡ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ ସ୍କିମ୍‌, ଯେଉଁଥିରେ ପାଣ୍ଠିକୁ…

ପ୍ରତ୍ୟକ୍ଷ ଟିକସ ଆଦାୟ ୨୪% ବୃଦ୍ଧି

ନୂଆଦିଲ୍ଲୀ,୧୦।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରାୟ ୯ (୮.୯୮) ଟ୍ରିଲିୟନ ଟଙ୍କା ରହିଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ…

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦିଲ୍ଲୀ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ ଏକ ଧର୍ମାନ୍ତରୀକରଣ ଉତ୍ସବରେ ଯୋଗଦେଇ ବିବାଦ ଘେରକୁ ଆସିଥିବା ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ରବିବାର ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଧର୍ମାନ୍ତରୀକରଣ ଉତ୍ସବରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଉଥିବାବେଳେ ଆମ୍‌…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହଜାର ହଜାର ହବିଷ୍ୟାଳି

ପୁରୀ ଅଫିସ,୧୦ା୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜିଠୁ ମାସେ ଧରି କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି। ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri