ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢ଼େଇ
ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼େଇଙ୍କ ସମେତ ତାଙ୍କ…
୪ଜି ସ୍ପିଡ୍ରେ ଜିଓ ୧ନମ୍ବର
ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍ଲୋଡ୍ ଓ ଅପ୍ଲୋଡ୍ ସ୍ପିଡ୍ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର…
ଟେରର ଫଣ୍ଡିଂ ରୋକିବାକୁ ଆଜିଠାରୁ ‘ନୋ ମନି ଫର ଟେରର’ ସମ୍ମିଳନୀ , ଗୋଟିଏ ମଞ୍ଚରେ ଏକାଠି ହେବେ ୭୫ ଦେଶର ପ୍ରତିନିଧି
ନୂଆଦିଲ୍ଲୀ,୧୮ ।୧୧: ଆତଙ୍କବାଦ ପାଣ୍ଠିର ମୁକାବିଲା କରିବାର ପ୍ରକ୍ରିୟାକୁ ନେଇ ଆଲୋଚନା କରିବା ପାଇଁ ଶୁକ୍ରବାର ଅର୍ଥାତ୍ ୧୮ ନଭେମ୍ବରରେ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଥିରେ ୭୫ଟି ଦେଶ ଓ ଅନ୍ତର୍ଜାତୀୟ…
ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ଭାଜପା
ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ। ଏହି ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଭୋଟିଂରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ସବୁ ଦଳ ଚାଷୀଙ୍କ ସପକ୍ଷରେ ଥିବା ଦେଖେଇବାକୁ ଚେଷ୍ଟା…
‘ଉତ୍କର୍ଷ ଗ୍ରାହକ ସେବା ଓଡ଼ିଶା ଡିସ୍କମ୍ର ମୂଳ ଲକ୍ଷ୍ୟ’
ଭୁବନେଶ୍ୱର,୧୮।୧୧:ସ୍ବଳ୍ପ ସମୟ ଭିତରେ ରାଜ୍ୟର ବିଦ୍ୟୁତ୍ ବିତରଣରେ ପ୍ରଶଂସନୀୟ ରୂପାନ୍ତରଣ ହୋଇଥିବାରୁ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକମାନେ ଉନ୍ନତ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଉପଭୋଗ କରିପାରିବେ। ରାଜ୍ୟର ଡିସ୍କମ୍ଗୁଡ଼ିକ କେବଳ ଏଟି ଆଣ୍ଡ ସି କ୍ଷତିକୁ କମାଇବାରେ ସଫଳ ହୋଇନାହାନ୍ତି ବରଂ…
ଷ୍ଟାର୍ଟଅପ୍ ପ୍ରମୁଖ ଭୂମିକା ଗ୍ରହଣ କରିବ
ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ…
କଫିନ୍ରେ ମଣ୍ଡପ ଗଲେ ବର, କାରଣ ଜାଣିଲେ…
ଏହି ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। ପ୍ରତ୍ୟେକଙ୍କ ଚିନ୍ତାଧାରା ବି ଭିନ୍ନ ଅଟେ। ଅନେକ ଲୋକ ଚର୍ଚ୍ଚାରେ ରହିବା ପାଇଁ ସମସ୍ତ ସୀମା ପାର୍ କରନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବର ବିବାହ କରିବା ପାଇଁ ଏକ କଫିନ୍ରେ…
ତାଳଚେରକୁ ଜିଲା ଘୋଷଣା ଦାବି
ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍ ବିଦ୍ୟୁତ କାରଖାନା ଥିବା ଅନୁଗୋଳ ଜିଲାର ତାଳଚେରର ଗୁରୁତ୍ୱକୁ ଉପଲବ୍ଧ କରି ଏହାକୁ ସ୍ବତନ୍ତ୍ର ଜିଲା…
ବଢ଼ିବ ବିଧାୟକଙ୍କ ଦରମା
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଗଠିତ କମିଟି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା…
ଷ୍ଟିଲ ସିଟିରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ
ରାଉରକେଲା ଅଫିସ,୧୮ା୧୧:ଷ୍ଟିଲସିଟି ରାଉରକେଲାରେ ବହୁ ଦିନ ଧରି ନକଲି ସସ୍ କାରବାର କରୁଥିବା କେତେଜଣ ବ୍ୟବସାୟୀଙ୍କ ଉପରେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଏହି ଚଢାଉ ସମୟରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ…
ବାଘୁଣୀ ଅନିତା ଗୁରୁତର
ବାରଙ୍ଗ,୧୮ା୧୧(ଡି.ଏନ୍.ଏ.):ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଅସୁସ୍ଥ ହୋଇପଡିଛି। ଅନିତା ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ସେ କିଛିଦିନ ହେବ ଠିକ୍ ଭାବେ ଖାଦ୍ୟ ଗ୍ରହଣ ନ କରିବା ସହ ମଳତ୍ୟାଗ ମଧ୍ୟ କରୁ ନାହିଁ। ଯାହାକୁ ନେଇ ପ୍ରାଣୀ…
ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥାରେ ରହିବ ଜମି ମାଲିକଙ୍କ ଅଧିକାର
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଚଳିତ ମାସ ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ଏହି ଶିଳ୍ପ ନୀତିକୁ ମଞ୍ଜୁରୀ ମିଳିବା…
Archives


