୨ ମାସରେ ପ୍ରସ୍ତାବିତ ଖଣିର ସ୍ଥିତି ଜଣାଅ
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ଖଣିଗୁଡ଼ିକ ନିଲାମ ପରେ ଉତ୍ତୋଳନ କରିବା ନେଇ ଅନେକ ସମୟ ଗଡ଼ିଯାଉଛି। ତେଣୁ ପ୍ରସ୍ତାବିତ ଖଣିଗୁଡ଼ିକର ବାସ୍ତବିକ ସ୍ଥିତି କ’ଣ ସେ ସମ୍ପର୍କରେ ଏକ ସାର୍ଟିଫିକେଟ ଦେବାକୁ ଖଣି ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ରହିଛି। ହେଲେ ଏହି ସାର୍ଟିଫିକେଟ…
‘ୱାର୍ଲଡ ସ୍କିଲ୍ ସେଣ୍ଟର ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବ’
ଭୁବନେଶ୍ୱର, ୧୧।୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ୱାର୍ଲଡ ସ୍କିଲ୍ ସେଣ୍ଟର(ଡବ୍ଲ୍ୟୁଏସ୍ସି) ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ…
ବଲାଙ୍ଗୀର ଏସ୍ଡିପିଓ ହୃଷୀକେଶ ମେହେର ନିଲମ୍ବିତ
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏସ୍ଡିପିଓ ହୃଷୀକେଶ ମେହେରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିଲମ୍ବନ ସମୟରେ ମେହେରଙ୍କ ମୁଖ୍ୟାଳୟ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ରହିବ। ଏଠାରେ ସୂଚନାଯୋଗ୍ୟ, କଣ୍ଟାବାଞ୍ଜିର…
ଡାକ୍ତରଙ୍କ ବ୍ୟାଙ୍କ ଖାତାରୁ ୩.୨୫ଲକ୍ଷ ଲୁଟ୍
ବ୍ରହ୍ମପୁର ଅଫିସ,୧୧ା୧୦:ଜଣେ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜପତି ଜିଲା ଆର୍.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସର୍ଜରି ବିଭାଗର ଡା.ଲକ୍ଷ୍ମୀକାନ୍ତ ଚାନ୍ଦ। ଗତ ଶନିବାର ତାଙ୍କ ଏସ୍ବିଆଇ ଆକାଉଣ୍ଟ ଜମାଖାତାରୁ ଅନ୍ଲାଇନ୍ରେ ପ୍ରାୟ ୩.୨୫ଲକ୍ଷ ଟଙ୍କା କେହି…
ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ):ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍ ନାମଲେଖା…
ବିରୋଧ କରିଥିବା ୨ ବିଚାରପତିଙ୍କ ନାମ ପ୍ରଘଟ
ନୂଆଦିଲ୍ଲୀ, ୧୧ା୧୦:ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇ ୟୁ.ୟୁ. ଲଲିତ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜଷ୍ଟିସ୍ ଡି.ଓ୍ବାଇ.…
୮୪ ମିଶାଇଲ ମାଡ଼, ଥରିଲା କିଭ୍
କିଭ୍୍, ୧୧ା୧୦:ରୁଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା ୧୯ କି.ମି. ଦୀର୍ଘ କର୍ଚ ବ୍ରିଜ୍ ବିସ୍ଫୋରଣର ୨ ଦିନ ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ପ୍ରାୟ ୪ ବିଲିୟନ୍ ଡଲାରରେ ନିର୍ମିତ ଉକ୍ତ ବ୍ରିଜ୍କୁ ଟାର୍ଗେଟ କରି…
୨ ହଜାର ସ୍କୁଲକୁ ୪୩ ହଜାର ଫୁଟ୍ବଲ
ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ହକି ସମେତ ରାଜ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଭା ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ଫୁଟ୍ବଲ ଫର୍ ଅଲ୍’ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। କିଟ୍ ଓ କିସ୍ର…
ପିଲାଙ୍କ ଶ୍ରେୟ, ଠକ କୋଚିଂ ସେଣ୍ଟର
ଭୁବନେଶ୍ବର,୧୧ା୧୦(ବ୍ୟୁରୋ):ଓଡ଼ିଶାରେ ନକଲି ଓଷଧ ବେପାର ଭଲଭାବେ ଚାଲିଛି। ସେହିଭଳି କୋଚିଂ ସେଣ୍ଟରଗୁଡ଼ିକ ଠକାମି ମାଧ୍ୟମରେ ପ୍ରବଳ ଅର୍ଥ ରୋଜଗାର କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରମାନଙ୍କ କଷ୍ଟ ଏବଂ ତାଙ୍କ ଦକ୍ଷତାକୁ ବ୍ୟବହାର କରି ଅଭିଭାବକମାନଙ୍କୁ ଭ୍ରମରେ ପକାଇବାର ଅପଚେଷ୍ଟା ସେମାନେ ଚଳାଇଛନ୍ତି। ନିକଟରେ…
ଅଭାବରୁ ପଶିଛି ଚିନ୍ତା
ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ ବା ଓଡ଼ିଶା ବ୍ରିଜ ଆଣ୍ଡ କନ୍ଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡ(ଓବିଆଣ୍ଡସିସି)କୁ ଦାୟିତ୍ୱ ଦିଆଯାଇଛି। ହେଲେ…
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ୍ କହିଲା ‘ଆତଙ୍କବାଦୀ ଦେଶ’
କିଭ,୧୧ ।୧୦: ଦୀର୍ଘ ପ୍ରାୟ ୮ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ ରୁଷିଆ ଉପରେ କଡା ଟିପ୍ପଣି ଦେଇ ତାକୁ ’ଆତଙ୍କବାଦୀ ଦେଶ’ ବୋଲି କହିଛି । ୟୁକେନ୍ ଉପରେ…
୮୦ ବର୍ଷରେ ପଦାର୍ପଣ କଲେ ମେଗାଷ୍ଟାର ଅମିତାଭ
ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ତାଙ୍କ ବାସଭବନ ‘ଜଲସା’ ବାହାରେ ଏକାଠି ହୋଇ ବଲିଉଡ ମେଗାଷ୍ଟାରଙ୍କୁ ତାଙ୍କ ଜନ୍ମଦିନରେ…
Archives


