ଗ୍ରହୀତାଙ୍କ ଦୁଆରେ ବସି ଋଣ ଆଦାୟ
କେନ୍ଦ୍ରାପଡ଼ା ଅଫିସ, ୧୮ା୧୧: ଋଣ ଦେୟ ଅସୁଲି ସାମ୍ପ୍ରତିକ ସମୟରେ ବ୍ୟାଙ୍କଗୁଡିକର ମୁଣ୍ଡ ବିନ୍ଧା ହୋଇଛି। ଗ୍ରହୀତା ବ୍ୟାଙ୍କରୁ ଋଣ ନେବା ପରେ ଶୁଝିବାକୁ ଭୁଲି ଯାଉଛନ୍ତି। ଫଳରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ତେବେ ଏହି ଧାରା ଆଗକୁ…
ପାକିସ୍ତାନକୁ କଡ଼ା ସମାଲୋଚନା କଲା ଭାରତ
ନୂଆଦିଲ୍ଲୀ,୧୮ା୧୧: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଭାରତ। ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କହିଛି ଭାରତ। ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ।…
ଫେଲ୍ ମାରିଛି କଂକ୍ରିଟ ଖଳା ଯୋଜନା
କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ…
ପୋଖରୀ ଖୋଳା ବନ୍ଦକଲା ପ୍ରଶାସନ
ରାଜକନିକା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତରାସ ପଞ୍ଚାୟତରେ ପୋଖରୀ ଖୋଳା ଯାଇ ଟ୍ରାକ୍ଟରରେ ମାଟି ବୁହା ହେଉଥିବା ଘଟଣାରେ ଗ୍ରାମବାସୀ ତହସିଲଦାର ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୁରୁବାର ରାଜକନିକା ତହସିଲଦାର ଅଶୋକ କୁମାର ଦେହୁରୀ…
ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଅଣଦେଖା
ପୁରୀ ଅଫିସ, ୧୮ା୧୧: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ୫-ଟି ଯୋଜନାରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହାସତ୍ତ୍ୱେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶ୍ରେଣୀଗୃହ ସମସ୍ୟା ପ୍ରଭୃତି ଲାଗିରହିଛି। ପୁରୀ ଜିଲାର ପ୍ରମୁଖ…
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଓ୍ବେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଓ୍ବେଲିଂଟନରେ ଉଭୟ ଦଳ ମୁହାଁମୁହିଁ ହେବେ। ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ଉଭୟ ଦଳ ବାଦ ପଡିଥିଲେ। ଟିମ ଇଣ୍ଡିଆ ଏବଂ କିୱି ଦଳ…
ସରିଲା ଐତିହାସିକ କଟକ ବାଲିଯାତ୍ରା: ୨୦୦ କୋଟିର ବ୍ୟବସାୟ
କଟକ ଅଫିସ,୧୮ା୧୧: ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ଏଥିସହ ବ୍ୟବସାୟ ଓ ସ୍ବତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ସହଯୋଗରେ ବାଲିଯାତ୍ରା…
ଛଟେଇ ପ୍ରତ୍ୟାହାର ନ ହେଲେ ୨୨ରୁ ଅନିର୍ଦ୍ଦିଷ୍ଟ ଧାରଣା
ଖୋର୍ଦ୍ଧା ଅଫିସ,୧୮ା୧୧: ରାଜଧାନୀ ଭୁବନେଶ୍ୱରରେ ଘରୋଇ ରାଷ୍ଟ୍ରଦ୍ୟୋଗ ଅଧୀନରେ ଦୀର୍ଘ ୧୪ବର୍ଷ ଧରି ଟେକ୍ନିସିଆନ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହଅନୁବନ୍ଧିତ ଅଲ ଓଡ଼ିଶା ଭାରତୀ ଇନଫାଟେଲ୍ ଟେକ୍ନିସିଆନ୍ ୟୁନିୟନ ପକ୍ଷରୁ ଆସନ୍ତା ୨୧ ଓ…
ମାଣିକାଗୋଡା ରେଳ ଷ୍ଟେଶନ ରାସ୍ତା ଶୋଚନୀୟ
ବୋଲଗଡ଼,୧୮ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମଣିକାଗୋଡ଼ା ରେଳ ଷ୍ଟେଶନ (ବୋଲଗଡ ରୋଡ୍) ପଶ୍ଚିମ ପାର୍ଶ୍ୱ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରେଲଓ୍ବେ ବିଭାଗ ପକ୍ଷରୁ ମାଟି ରାସ୍ତା ନିର୍ମାଣ ଯୋଗୁ ବର୍ଷା ଋତୁ ପରେ ରାସ୍ତାରେ ମେଣ୍ଟାଲ ଉଠି ଖାଲଖମା…
ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ, ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ
ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି। ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ଓଡ଼ିଶା ସିନେକ୍ରିଏଟିକ୍ ଆଶୋସିଏଶନ୍ ଏବଂ…
ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି ଜଣେ ବ୍ୟବସାୟୀଙ୍କ ସମେତ ୩ ଜଣଙ୍କଠାରୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ଠକି…
ରାୟ ସଂରକ୍ଷିତ, ଏନ୍ଏଚ୍ଆଇକୁ ଇଡିର ରିପୋର୍ଟ ତଲବ
ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ମେଲ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅର୍ଚ୍ଚନା ନାଗଙ୍କ ୩ୟଥର ଜାମିନ ଆବେଦନର ଶୁଣାଣି ଏସ୍ଡିଜେଏମ୍ଙ୍କ କୋର୍ଟରେ ସଂରକ୍ଷିତ ରହିଛି। ଗୁରୁବାର ମାମଲାର ଶୁଣାଣିବେଳେ ଆଇନଜୀବୀ ଦେବାଶିଷ ମହାପାତ୍ର ଯୁକ୍ତି ରଖିବା…
Archives


