Home

ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୧୮ା୧୧:ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦ ବିଶିଷ୍ଟ ବିଧାୟକ କଲୋନି ନିର୍ମାଣ ପାଇଁ ବେଆଇନ ଭାବେ ଗଛ କଟା ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ଗୁରୁବାର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ…

ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ରୂପନେବ। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଏହାର ପ୍ରଭାବ ଅଧିକ…

୩୦ ସୁଦ୍ଧା ହକି ଷ୍ଟାଡିୟମ, ବିମାନବନ୍ଦର କାର୍ଯ୍ୟ ଶେଷକର

ରାଉରକେଲା ଅଫିସ,୧୮ା୧୧:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ରାଉରକେଲାକୁ ଦିନିକିଆ ଗସ୍ତରେ ଆସି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ରାଉରକେଲା ବିମାନବନ୍ଦର ସହିତ ବିଭିନ୍ନ ଭିତ୍ତିଭୂମି…

ନେପାଳରେ ଝୁଲା ପାର୍ଲାମେଣ୍ଟ ହୋଇପାରେ

କାଠମାଣ୍ଡୁ,୧୮।୧୧:ଆସନ୍ତା ୨୦ରେ ନେପାଳ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଝୁଲା ପାର୍ଲାମେଣ୍ଟ ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଛନ୍ତି। ଫଳରେ ଗଠନ ହେବାକୁ ଥିବା ସରକାର ରାଜନୈତିକ ସ୍ଥିରତା ଦେଇ ନ ପାରେ। ସାଧାରଣ ନିର୍ବାଚନରେ…

ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୮୩ ଯାତ୍ରୀ ଓ ୧୫ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।…

ଆଜି କ୍ୟାବିନେଟ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଅନୁମୋଦନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ…

ବିତାଡ଼ିତ ହେଲେ ୧୨ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ, ୧୮ା୧୧:ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ଖ୍ୟାତିସମ୍ପନ୍ନ ପୁରାତନ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ୧୨…

ମାଲାଲାଙ୍କ ‘ଜୟଲ୍ୟାଣ୍ଡ’ ଉପରୁ କଟକଣା ହଟାଇଲା ପାକିସ୍ତାନ

ଇସ୍‌ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍‌, ଏଲିନା ଖାନ୍‌ ଓ ସରଓ୍ବତ୍‌ ଗିଲାନିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ୨୦୨୨ ମାର୍ଚ୍ଚ…

ଫସଲବୀମା ପ୍ରୟୋଗ ପ୍ରସଙ୍ଗ

ଭୁବନେଶ୍ବର, ୧୮ା୧୧(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୋଷ ଲଦାଲଦି ଜାରି ରହିଛି। ଚାଷୀଙ୍କୁ ବୀମା ରାଶି ନ ମିଳିବାକୁ ନେଇ ବିଜେଡି ଓ ଭାଜପା…

ସିଭିି ଆନନ୍ଦ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ

କୋଲକାତା,୧୭।୧୧: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ୭୧ ବର୍ଷୀୟ ଡକ୍ଟର ସିଭି ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗୁରୁବାର ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ଜାରି କରି ଏହି ଘୋଷଣା କରାଯାଇଛି। ଉକ୍ତ…

ରାଜୀବ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ସୁପ୍ରମିକୋର୍ଟର ଦ୍ୱାରସ୍ଥ ହେଲା କେନ୍ଦ୍ର

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୬ଜଣ ଅପରାଧୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ ମୁକ୍ତ କରାଯାଇଛି। ତେବେ ଉକ୍ତ ନିଷ୍ପତ୍ତିର ପୁନର୍ବିଚାର ଲାଗି ଗୁରୁବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ରିଭ୍ୟୁ…

ଭୋଟ ଦେବାରୁ ବଞ୍ଚିତ ହେଲେ ଆଜମ

ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି। ଡିସେମ୍ବର ୫ରେ ହେବାକୁ ଥିବା ରାମପୁର ଉପନିର୍ବାଚନରେ ଆଜମ ଖାନ୍‌ ଆଉ ଭୋଟ ଦେଇପାରିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri