Home

ଦେବାଳିଆ ହେବ ପାକିସ୍ତାନ, ଆଶଙ୍କାରେ ଲୋକେ…

ଇସଲାମାବାଦ,୧୭।୧୨ : ପାକିସ୍ତାନ ଦେବାଳିଆ ହେବାର ଆଶଙ୍କା କ୍ରମାଗତ ଭାବେ ସଙ୍କଟ ଜନକ ହେବାରେ ଲାଗିଛି। ଏହାକୁ ନେଇ ଦେଶରେ ଅଶାନ୍ତିର ବାତାବରଣ ରହିଛି। ଲୋକେ ଆଶଙ୍କାରେ ରହିଛନ୍ତି। ସରକାର ଦେଇଥିବା ନିରନ୍ତର ଆଶ୍ୱାସନା ସତ୍ତ୍ୱେ ଏ ବିଷୟରେ ଆଲୋଚନା ବନ୍ଦ…

ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ ଜାପାନ…

ଟୋକିଓ,୧୭।୧୨ : ଚାଇନାର ମୁକାବିଲା କରିବା ପାଇଁ ଜାପାନ ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ। ଶନିବାର ଜାପାନର ଜାତୀୟ ସୁରକ୍ଷା ରଣନୀତି ରେ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଦେଶ ଭାବରେ ଜାପାନ ମୁକ୍ତ ଉଦ୍ୟମକୁ…

ବିଗ୍‌ ବସ୍‌ରୁ ବାହାର ହେଲେ ଅବ୍ଦୁ

ବମ୍ବେ: ବିଗ୍‌ ବସ୍‌ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍‌। ଚଳିତ ସିଜନ୍‌ରେ ସେ ନିଜର ସରଳପଣ, କ୍ୟୁଟ୍‌ନେସ୍‌କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୧୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ବିଲକିସ ବାନୋଙ୍କର ଗୋଟିଏ ଆବେଦନ ଖାରଜ…

ନୂଆଦିଲ୍ଲୀ,୧୭।୧୨ : ବିଲକିସ ବାନୋଙ୍କ ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ ବାନୋ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଗଣ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା…

ବେଜିଂରେ କରୋନା ସଂକ୍ରମଣରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ…

ବେଜିଂ,୧୭।୧୨ : ଦୁନିଆରେ କରୋନା ସଂକ୍ରମଣ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି। ତଥାପି, ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚାଇନାର ଦୁଇ ପୂର୍ବତନ ଗଣମାଧ୍ୟମ ପ୍ରତିନିଧିଙ୍କର ବେଜିଂରେ ମୃତ୍ୟୁ ଘଟିଛି। ଶୁକ୍ରବାର…

୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…

ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନୂତନ ଆକଳନ ଅନୁଯାୟୀ ଚାଇନାରେ ହଠାତ କଡ଼ା କରୋନା କଟକଣାକୁ…

ଯବାନଙ୍କୁ କ୍ଷମା ମାଗନ୍ତୁ ରାହୁଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୭ ।୧୨: ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି…

ଡିସେମ୍ବର ୨୨ରେ ଆଫ୍‌ତାବଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ଜାମିନ ଆବେଦନ ଉପରେ ସାକେତ କୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି…

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା ସେମାନଙ୍କ…

ପେରୁ ହିଂସା ମଧ୍ୟରେ ଶିକ୍ଷା-ସଂସ୍କୃତି ମନ୍ତ୍ରୀ ଦେଲେ ଇସ୍ତଫା

ପେରୁ,୧୭।୧୨: ଦକ୍ଷିଣ ଆମେରିକାର ପେରୁରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ପରେ ଦେଶର କୋଣ ଅନୁକୋଣରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ରାସ୍ତାକୁ ଓହ୍ଲାଇ ବିକ୍ଷୋଭକାରୀମାନେ ପୁନର୍ବାର ନିର୍ବାଚନ ଦାବିରେ ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପଟେ ପୋଲିସ…

ଖ୍ରୀଷ୍ଟମାସ ପାଇଁ ସାଣ୍ଟାଙ୍କୁ ଏମିତି ଉପହାର ମାଗିଲେ କୁନି ଝିଅ, ଜାଣିଲେ ଆଖିରେ ଭରିଯିବ ଲୁହ

ଆଉ କିଛିଦିନ ପରେ ଆସିଯିବ ଖ୍ରୀଷ୍ଟମାସ। ସମଗ୍ର ବିଶ୍ୱରେ ଲୋକମାନେ ଏହାକୁ ଆନନ୍ଦର ସହ ପାଳନ କରିବେ। ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଏହି ପର୍ବରେ ବେଶି ଖୁସି ହୁଅନ୍ତି, ବହୁତ ମଜା କରନ୍ତି ଏବଂ ସେମାନଙ୍କ ମାତାପିତାଙ୍କଠାରୁ ଉପହାର ମଧ୍ୟ ପାଇଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?