Advertisement
Posted inଜାତୀୟ

‘ନୀତୀଶ ବିଳମ୍ବ କରନ୍ତୁ ନାହିଁ, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ’

ନୂଆଦିଲ୍ଲୀ,୧୭।୧୨: ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ବିହାରରେ ଯେଉଁ ଗଠବନ୍ଧନ ଅଛି ସେଥିରେ ଆର୍‌ଜେଡି ହେଉଛି ସବୁଠାରୁ ବଡ଼ ଦଳ। ଏଣୁ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କୁ ଏବେଠାରୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ। ଫଳରେ ତେଜସ୍ବୀଙ୍କ ପାଖରେ ୩ ବର୍ଷ କାମ କରିବାର ସୁଯୋଗ ରହିବ। ଅପରପକ୍ଷେ ସେ କେତେ ଭଲ କାର୍ଯ୍ୟ କରୁଛନ୍ତି ତାହା ବିହାରବାସୀ ଦେଖିପାରିବେ। ନୀତିଶଙ୍କ ବିଶ୍ୱାସନୀୟତା ଏପରି ହୋଇସାରିଲାଣି ଯେ ସେ ପ୍ରଧାନମନ୍ତ୍ରୀ ହେବା ତ ଦୂରର କଥା, ବିହାରର ମୁଖ୍ୟମନ୍ତ୍ରୀ ହୋଇ ରହିବା ଉପରେ ବିପଦ ରହିଛି ବୋଲି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏଥିସହ ସେ ତେଜସ୍ବୀଙ୍କ ପକ୍ଷରେ ନିଷ୍ପତ୍ତି ନେଇ ନୀତୀଶ ଇସ୍ତଫା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୧୫ ଜୀବନ ନେଲା ଅକ୍ସିଜେନ ଅଭାବ

ପଣଜୀ,୧୩।୫: ଅକ୍ସିଜେନ ଯୋଗାଉଥିବା ପାଇପଲାଇନ୍‌ରେ ତ୍ରୁଟି ଯୋଗୁ ଗୋଆ ମେଡିକାଲ କଲେଜରେ ଚାଲିଯାଇଛି ୧୫ କରୋନା ଆକ୍ରାନ୍ତଙ୍କ ଜୀବନ। ମେଡିକାଲରେ ରାତି ୨ଟାରୁ ୬ଟା ପର୍ଯ୍ୟନ୍ତ...

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ...

୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଡିସେମ୍ବର ସୁଦ୍ଧା ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ ଡିସେମ୍ବର ସୁଦ୍ଧା ୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଅଟୋମେଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ସହଜରେ...

ନାଗରିକତ୍ୱ ବିଲ୍‌କୁ ନେଇ ଆସାମ, ତ୍ରିପୁରାରେ ବିରୋଧ ପ୍ରଦର୍ଶନ ଜାରି: ରଣଜୀ ଟ୍ରଫି ବାତିଲ

ଗୁଆହାଟି,୧୨।୧୨: ନାଗରିକତ୍ୱ(ସଂଶୋଧନ) ବିଲ୍‌ (ସିଏବି)କୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହ ଶହ ଲୋକ...

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ...

ଶତ୍ରୁ ଦେଶର ହନିଟ୍ରାପରେ ଭାରତୀୟ ବାୟୁସେନା ଯବାନ, ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ

ନୂଆଦିଲ୍ଲୀ,୧୨ ।୫: ଏବେ ଶ୍ରତୁ ଦେଶ ଉପରେ ଆକ୍ରମଣ କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଥିରେ କିଛି ଦେଶ ହନିଟ୍ରାପ ବ୍ୟବହାର...

ବନ୍ଦେ ଭାରତ ଟ୍ରେନ୍‌ରେ ଉପଲବ୍ଧ ହେବ ସ୍ଲିପର୍‌ କୋଚ୍‌ ସୁବିଧା! ସରକାର କରୁଛନ୍ତି ପ୍ରସ୍ତୁତି…

ନୂଆଦିଲ୍ଲୀ,୨୦।୧: ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ...

ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ,...

Advertisement
Archives

Model This Week