Home

ଉଦୟପୁର ଘୋଷଣାନାମା କାର୍ଯ୍ୟକାରୀ କରିବି: ଖାର୍ଗେ

ନୂଆଦିଲ୍ଲୀ/ଭୋପାଳ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳରେ ଉଦୟପୁର ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରାଇବା ତାଙ୍କର ପ୍ରାଥମିକ ଦାୟିତ୍ୱ ହେବ ବୋଲି ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ସେହିପରି ଅନ୍ୟତମ ପ୍ରାର୍ଥୀ ଶଶୀ…

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ କର୍ନାଟକ ସରକାର ନିଷିଦ୍ଧାଦେଶ ଲଗାଇଥିବାବେଳେ ଏହାକୁ କର୍ନାଟକ ହାଇକୋର୍ଟ କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟକୁ…

ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍‌ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ ପୁନଃ ବିଚାର କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ଅଧ୍ୟକ୍ଷତାରେ ୧୩…

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା ଲାଗି ଭିଜା ମିଳିଛି। ୨୦୨୦ ଆରମ୍ଭରେ ବେଜିଂ ବିମାନ ଚଳାଚଳ ଉପରେ କଟକଣା…

ବଳି ଦେଇ ଖାଇଥିଲେ ନରମାଂସ

କୋଚି, ୧୩ା୧୦: କେରଳର କୋଚିରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣାରେ ଚାଞ୍ଚଲ୍ୟକର କଥା ସାମ୍‌ନାକୁ ଆସିଛି। ଅଭିଯୁକ୍ତମାନେ ଧନୀ ହେବା ଅନ୍ଧବିଶ୍ୱାସରେ ରୋଜେଲିନ୍‌(୫୦) ଏବଂ ପଦ୍ମମ(୫୨) ନାମ୍ନୀ ଦୁଇ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ରକ୍ତ,…

ଫେସ୍‌ବୁକ୍‌ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍‌ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଫଲୋଅର୍ସଙ୍କ ସଂଖ୍ୟା ବୁଧବାର ୩ଟା ସୁଦ୍ଧା ୧୧୯ ନିୟୁତ…

ଯନ୍ତ୍ରଣା ନିବାରକ ‘ରୋବୋଟିକ୍‌ ପିଲ୍‌’

ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍‌ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍‌ ନେବା ସହଜ କଥା ନ ହେଲେ ମଧ୍ୟ ଜୀବନ ରକ୍ଷା ପାଇଁ ସେମାନେ ଡରରେ ଏହା କରିଥାନ୍ତି।…

୫୦ ଦେଶ ମିଳିତ ଭାବେ ୟୁକ୍ରେନର ବାୟୁସେନାକୁ କରିବେ ସୁଦୃଢ଼

ବ୍ରୁସଲେସ୍‌,୧୨ା୧୦: ବେଲଜିୟମର ରାଜଧାନୀ ବ୍ରୁସଲେସ୍‌ରେ ୫୦ରୁ ଅଧିକ ଦେଶର ପ୍ରତିନିଧିମାନେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ବୁଧବାର ଅନୁଷ୍ଠିତ ଏକ ସମାବେଶରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନ ଯୁଦ୍ଧର ସଦ୍ୟତମ ପରିସ୍ଥିତି ଉପରେ…

ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି…

ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ଅର୍ଥ ସଚିବ

ଓ୍ବାଶିଂଟନ,୧୨।୧୦: ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ ଯୋଗଦେବେ। ବିଶ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ହେଲେ ଦୁଇ…

ଆଉ ନାହାନ୍ତି ଅଭିନେତ୍ରୀ ଡେମ୍‌ ଆଞ୍ଜେଲା

ଲଣ୍ଡନ: ଆଉ ନାହାନ୍ତି ଅନ୍ତର୍ଜାତୀୟ ଷ୍ଟାର ଡେମ୍‌ ଆଞ୍ଜେଲା। ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଫିଲ୍ମ, ଥିଏଟର ଏବଂ ଟେଲିଭିଜନ ଦୁନିଆରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଡେମ୍‌ ନିଜର ଆଠ ଦଶକର କ୍ୟାରିୟରରେ ତିନି ଥର…

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଭାରତରୁ ରପ୍ତାନି ହୋଇଥିବା କାଶ ସିରପ୍‌ରେ ବିଷାକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri