Posted inଜାତୀୟ

ଗେହଲୋଟ-ପାଇଲଟଙ୍କ ସହ ଏକ ଘଣ୍ଟା ଧରି ଏକେଲା ବୈଠକ କଲେ ରାହୁଲ

ଜୟପୁର,୨୦ ।୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ରାଜସ୍ଥାନରେ ଚାଲିଛି । ଏଠାରେ ଏହି ଯାତ୍ରା ପ୍ରାୟ ୫୦୦ କିଲୋମିଟର ପଥ ଅତିକ୍ରମ କରିବ । ମାଲାଖେଡାରେ ହୋଇଥିବା ବିଶାଳ ଜନସଭା ପରେ ରାହୁଲ ଗାନ୍ଧୀ ଅଲୱର ସର୍କିଟ ହାଉସ ପହଞ୍ଚିଥିଲେ । ରାଜସ୍ଥାନରେ ଯଦିଓ ଏବେ କଂଗ୍ରେସ ସରକାର ଶାସନ କରୁଛି ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ତୁତୁ ମେମେ ଜାରି ରହିଛି ।
ରାଜସ୍ଥାନରେ ଦଳକୁ ମଜଭୁତ କରିବାକୁ ରାହୁଲ ଗାନ୍ଧୀ ଅଲୱରରେ ବୈଠକ କରିଛନ୍ତି । ଅଲୱର ସର୍କିଟ ହାଉସରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ସହ ବନ୍ଦ କୋଠରିରେ ଲମ୍ବା ଚର୍ଚ୍ଚା କରିଛନ୍ତି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ କୌଣସି ଉପାୟରେ ଦୂରତା ଶେଷ କରିବାକୁ ଚାହୁଁଛନ୍ତି । ଫଳରେ ଆଗାମୀ ଦିନରେ ବି ରାଜସ୍ଥାନରେ କଂଗ୍ରେସ ସରକାର ପୁଣିଥରେ ଶାସନ କ୍ଷମତା ହାତେଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

ବେଙ୍ଗାଲୁରୁରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ,୨୧ା୫(ପି.ଟି.): ବୁଧବାର ଅପରାହ୍ଣ ୧ଟା ୨୦ ମିନିଟ୍‌। ସାରା ବେଙ୍ଗାଲୁରୁ ସହରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଶବ୍ଦ ଶୁଣି ଲୋକେ ଛାନିଆ ହୋଇଗଲେ। କେଉଁଠୁ ଏହି...

ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା

ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ...

ଉତ୍ତର ଭାରତରେ ଶୀତ ଲହରି

ନୂଆଦିଲ୍ଲୀ/ଶ୍ରୀନଗର,୨୮ା୧୨: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଜମ୍ମୁ-କଶ୍ମୀରରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଥିବାବେଳେ ଦିଲ୍ଲୀରେ ନୈନିତାଲଠାରୁ...

୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି।...

ପିଓକେରେ ଭାରତର ଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ସେନା

ନୂଆଦିଲ୍ଲୀ,୧୯ା୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ମିଛ ରିପୋର୍ଟ ପ୍ରକାଶ ପାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)...

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର...

Advertisement
Archives

Model This Week