ବରଗଡ଼ ଧନୁଯାତ୍ରା: ଏଥର ଗୋପପୁର ଦୃଶ୍ୟାଭିନୟ ହେବ ଅଧିକ ଆକର୍ଷଣୀୟ
ବରଗଡ଼ ଅଫିସ,୧୨ା୧୦: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଧନୁଯାତ୍ରା ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଧନୁଯାତ୍ରା ମହୋତ୍ସବର ଗୋପପୁର ଯାତ୍ରାର ଆକର୍ଷଣ ନିଆରା। ତେବେ ଏଥର ଗୋପପୁର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୁଧବାର ଉପଜିଲାପାଳ ଅଫିସ…
ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ। ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ ଏବଂ ଏହା ପରେ ଅକ୍ଟୋବର ୨୨ ସାରେ ସେ ବଦ୍ରିନାଥ ଧାମରେ ପହଞ୍ଚିବେ। ସୂତ୍ରରୁ…
ଭିଜିଲାନ୍ସ ଜାଲରେ ବିଇଓ
ବଲାଙ୍ଗୀର ଅଫିସ,୧୨ା୧୦: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ(ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଇଓ ଗିରଫ ହୋଇଛନ୍ତି। କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ…
ଜିଲା ପ୍ରଶାସନର ବୈମାୃତକ ମନୋଭାବକୁ ବିରୋଧ: ଧାରଣାରେ ସାମିଲ ହେଲେ ବିଜେଡି, ଭାଜପା କାଉନସିଲର
ଆନନ୍ଦପୁର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଉପନଗରପାଳଙ୍କ ସହିତ କାଉନସିଲରମାନେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆନନ୍ଦପୁର ପୌରପରିଷଦର ବିକାଶରେ ଜିଲା ପ୍ରଶାସନିକ ଅଧିକାରୀମାନେ ବୈମାତୃକ ମନୋଭାବ ପୋଷଣ କରିବା ଘଟଣାକୁ ବିରୋଧ କରି ଏହି ଧାରଣା ଦିଆଯାଇଥିବା…
ପୁଣି ପ୍ରେମରେ ପଡ଼ିଛନ୍ତି ରାପର୍ ବାଦ୍ଶାହା
ବମ୍ବେ: ରାପର ତଥା ଗାୟକ ବାଦ୍ଶାହା ପଡ଼ିଛନ୍ତି ପୁଣି ପ୍ରେମରେ। ଦୁଇ ବର୍ଷ ପୂର୍ବେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବାଦ୍ଶାହା। ଏବେ ତାଙ୍କ ଲଭ୍ ଲାଇଫ୍ରେ ପଞ୍ଜାବୀ ଅଭିନେତ୍ରୀ ଈଶା ରେଖି ଏଣ୍ଟ୍ରୀ ମାରିଛନ୍ତି। ବର୍ଷେ ହେଲାଣି ଉଭୟଙ୍କ ଆଫେୟାର ଚାଲିଛି।…
ବିଜେଡି ଖେଳିଲା ମହିଳା କାର୍ଡ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବୁଧବାର ମହିଳା କାର୍ଡ ଖେଳିଛି ବିଜେଡି। ଦଳ ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଅବନ୍ତୀ ତିହିଡି ବ୍ଲକ…
ତେଲ ଚୋରି ଉଦ୍ୟମ, ବୋଲେରୋ-ବାଇକ୍ ଜବତ, ୪ ଗିରଫ
ବଡ଼ବିଲ,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ଠାକୁରାଣୀ ଅଞ୍ଚଳରୁ ୨ଟି ଗ୍ୟାଲେନ ଭର୍ତ୍ତି ୧୦୦ ଲିଟର ଚୋରା ଡିଜେଲ, ଏକ ବୋଲେରୋ ଏବଂ ଏକ ବାଇକ୍ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ
କୋକସରା,୧୨ା୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାଓ୍ବାର ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି କୋକସରା ପଞ୍ଚାୟତ ଚିଲିଗୁଡ଼ା ଗ୍ରାମର ସତ୍ୟାନନ୍ଦ…
ଗରମ ଚା’ରେ ବସିପଡ଼ିବାରୁ ଶିଶୁ ଗୁରୁତର
କୋକସରା,୧୨ା୧୦(ଡି.ଏନ୍.ଏ.): ଗରମ ଚା’ରେ ବସି ପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଛି। କଳାହାଣ୍ଡି ଜିଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା’ରେ ବସି ପଡ଼ିବାରୁ ଗୁରୁତର…
ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ଜିଲାପାଳଙ୍କୁ ପ୍ରସ୍ତାବ ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ
କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଶିକ୍ଷାଧିକାରୀ ଯେଉଁ ଜିଲା ପରିଷଦ ଜୋନ୍ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ସେହିପରି ୬ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ୨୪ ନଂ ଜିଲା ପରିଷଦ ଜୋନ୍ର…
୨ ମହିଳାଙ୍କୁ ବଳି ଦେବା ଘଟଣା: ମଣିଷ ମାଂସକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ
କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ତାଙ୍କ ମାଂସ ରାନ୍ଧି ଖାଇଥିଲେ। କେରଳ ପୋଲିସର ସୂଚନାନୁସାରେ, ଘରେ ସମୃଦ୍ଧତା…
ଭିଜିଲାନ୍ସ ଜାଲରେ କିରାଣି
କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ବାଂଶପାଳ ବିଇଓ ଅଫିସ୍ର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ବୁଧବାର ସକାଳେ କେନ୍ଦୁଝର…
Archives


