ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା
ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍ ସିରିଜ୍ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରୁଥିବା ଶୀର୍ଷ ଅଦାଲତ କହିଛନ୍ତି। ଏକତାଙ୍କ ଓଭର୍ ଦି ଟପ୍ (ଓଟିଟି)…
ଗିରଫର ୮ ବର୍ଷ ପରେ ସାଇବାବା ଦୋଷମୁକ୍ତ
ନାଗପୁର/ନୂଆଦିଲ୍ଲୀ,୧୫।୧୦: ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍. ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ୫୨ ବର୍ଷୀୟ ସାଇବାବାଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ…
ଜେରେମି ହଣ୍ଟ୍ ନୂଆ ଅର୍ଥମନ୍ତ୍ରୀ
ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ କ୍ୱାର୍ଟେଙ୍ଗ୍ଙ୍କ ଟିକସ ହ୍ରାସ ନିଷ୍ପତ୍ତିକୁ ନେଇ…
୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା
ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ମଣିପୁର ରାଜ୍ୟ ଜନସଂଖ୍ୟା କମିଶନ ସ୍ଥାପନ…
ଏମ୍ଜିଆର୍ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ନେଇ ଉତ୍ତେଜନା
ଚେନ୍ନାଇ,୧୫।୧୦: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେର ପ୍ରତିଷ୍ଠାତା ଏମ୍.ଜି. ରାମଚନ୍ଦ୍ରନ(ଏମ୍ଜିଆର୍)ଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଶୁକ୍ରବାର କୁଡ଼ାଲୋର ଜିଲାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଏଆଇଏଡିଏମ୍କେ କର୍ମୀମାନେ ଏହାର ପ୍ରତିବାଦରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ। ଅକ୍ଟୋବର ୧୭ରେ ଏଆଇଏଡିଏମ୍କେର ପ୍ରତିଷ୍ଠା…
ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼
ସିଡ୍ନୀ,୧୫।୧୦: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଗ୍ରାର ୨୮ ବର୍ଷୀୟ ଛାତ୍ର ଶୁଭମ୍ ଗର୍ଗଙ୍କୁ ଛାତି, ପେଟ ଓ ମୁହଁକୁ ଏକାଧିକ ଥର ଛୁରାମାଡ଼ କରାଯାଇଥିଲା। ନ୍ୟୁ ସାଉଥ୍ଓ୍ବେଲ୍ସସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍ଡି…
ପରଟା ଉପରେ ୧୮% ଜିଏସ୍ଟି କାଏମ
ନୂଆଦିଲ୍ଲୀ,୧୫।୧୦(ପି.ଟି.): ପ୍ୟାକେଜ୍ଡ ପରଟା ଉପରେ ୧୮ ପ୍ରତିଶତ ଜିଏସ୍ଟିକୁ ଗୁଜରାଟ ଆପିଲେଟ୍ ଅଥରିଟି ଫର୍ ଆଡଭାନ୍ସ ରୁଲିଂ (ଏଏଏଆର୍) କାଏମ୍ ରଖିଛନ୍ତି। ଅଟାରେ ପ୍ରସ୍ତୁତ ହେଲେ ମଧ୍ୟ ପ୍ୟାକ୍ ହୋଇଥିବା ପରଟାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼ିଥାଏ। ପରଟା ପ୍ରସ୍ତୁତିରେ…
ଭାରତୀୟ ଅର୍ଥନୀତିକୁ କଟାକ୍ଷ
ମାଡ୍ରିଡ୍/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଭାରତ ପ୍ରତି ପାଶ୍ଚାତ୍ୟର ସାପୁଆ କେଳା ଓ କଳାଯାଦୁ ଆଭିମୁଖ୍ୟ ବିଷୟରେ ଏକାଧିକଥର…
ଜ୍ଞାନବାପି ମସ୍ଜିଦ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ
ବାରାଣସୀ,୧୫।୧୦(ପି.ଟି.): ଜ୍ଞାନବାପି ମସ୍ଜିଦ ପରିସରରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବା ଲାଗି ଆବେଦନକୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ମସ୍ଜିଦ ପରିସରରେ କେବେଠାରୁ ଶିବଲିଙ୍ଗ ସ୍ଥାପିତ ହୋଇଥିଲା ତାହା…
ତୁର୍କି କୋଇଲା ଖଣିରେ ବିସ୍ଫୋରଣ, ୧୪ ମୃତ ୨୮ରୁ ଅଧିକ ଆହତ, ଫସି ରହିଛନ୍ତି ୫୦, ଯାତ୍ରା ରଦ୍ଦ କଲେ ରାଷ୍ଟ୍ରପତି
ଅଂକାରା,୧୫ ।୧୦: ତୁର୍କିର ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୨୮ରୁ ଅଧିକ ଆହତ ହୋଇଛନ୍ତି । ଦେଶର ଗୃହ ମନ୍ତ୍ରୀ ସୁଲେମାନ ସୋୟଲୁ ସୂଚନା ଦେଇ…
ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ
ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣଙ୍କ ହେଲେ ବରଗଡ ଜିଲା ଡାଙ୍ଗବାହାଲ ଗାଁର କୃଷ୍ଣଚନ୍ଦ୍ର ଭୋଇ। ତେବେ…
ସ୍ପେନ ଖବରକାଗଜରେ ଭାରତର ଅଭିବୃଦ୍ଧିକୁ ନେଇ ପ୍ରସ୍ତୁତ କାର୍ଟୁନକୁ ନେଇ ବିବାଦ
ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଅର୍ଥନୀତିକୁ ନେଇ ସ୍ପେନର ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍କୁ ନେଇ ବିବାଦ ଦେଖାଦେଇଛି। ସ୍ପେନର ସାପ୍ତାହିକ ଖବରକାଗଜ ‘ଲା ଭାନୁଗାର୍ଡିଆ’ର ପ୍ରଥମ ପୃଷ୍ଠାରେ ଭାରତର ଅର୍ଥନୀତିକୁ ସାପୁଆକେଳା ଭାବେ ଦର୍ଶାଯାଇଛି। ଖବରକାଗଜ ପୃଷ୍ଠାରେ ଏକ ସାପୁଆକେଳାର ଟୋକେଇରୁ ଏକ…
Archives


