ବିପଦସଙ୍କୁଳ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ
କୋରେଇ,୯ା୯(ଡି.ଏନ.ଏ.):କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ କୋରେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହିଁନାହିଁରେ ଚାଲିଛି। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଥିବା ବେଳେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଫଳରେ ପିଲାମାନଙ୍କର…
ସାଟେଲାଇଟ୍ରେ ୨୯ ଖାଦାନର ସୀମା ନିର୍ଦ୍ଧାରଣ ସମ୍ପନ୍ନ
ଯାଜପୁର ଅଫିସ,୯ା୯: ଉନ୍ନୟନ କାର୍ଯ୍ୟ ଆଳରେ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅଞ୍ଚଳର ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ ପାହାଡ଼ରୁ କଳାପଥର ବ୍ୟବସାୟ ଚାଲିଛି। ଏହି କ୍ରମରେ ଲିଜ୍ପ୍ରାପ୍ତ ଖାଦାନରୁ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ ଏବଂ ନକଲି ଟ୍ରାନ୍ଜିଟ…
ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ସ୍ବାମୀ ଗିରଫ
ଯାଜପୁର ଟାଉନ,୯ା୯(ଡି.ଏନ.ଏ.): ଯାଜପୁର ଟାଉନ ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କ ସ୍ବାମୀ ବିଶ୍ୱଜିତ ରଥଙ୍କୁ ଗିରଫ କରି କୋର୍ଟଚାଲାଣ…
ରେଲ୍ଓ୍ବେ ଓଭରବ୍ରିଜ୍ ନିର୍ମାଣରେ ବିଳମ୍ବ
ଯାଜପୁର ରୋଡ,୯ା୯(ଡି.ଏନ.ଏ.): ଯାଜପୁରରୋଡ୍ ରେଳ ଷ୍ଟେଶନର ଉତ୍ତର ପଟେ ଓଭରବ୍ରିଜ ନିର୍ମାଣରେ ବିଳମ୍ବକୁ ନେଇ ଯାଜପୁରରୋଡ୍ ଷ୍ଟେଶନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁରରୋଡ ରେଳ ଷ୍ଟେଶନ ଗସ୍ତରେ ଆସିଥିବା ଡିଭିଜନର ଡିଆର୍ ୟୁସିସି ମେମ୍ବର ବିଜୟ କୁମାର…
ଜମି କିଣାଇଦେବା ନାଁରେ ୧୭ ଲକ୍ଷ ଠକେଇ: ୧୧ ମାସ ପରେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୯।୯(ବ୍ୟୁରୋ): ଜମି କିଣାଇଦେବା ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଦଲାଲଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗରେ ରହୁଥିବା କଟକ ଜିଲା ମାହାଙ୍ଗା ଥାନା…
ରାଜସ୍ବ ଆଦାୟରେ ଲକ୍ଷ୍ୟପୂରଣ ନେଇ ଆଶଙ୍କା
ଭୁବନେଶ୍ୱର,୯।୯(ବ୍ୟୁରୋ): ବିଏମ୍ସି ଅନ୍ଲାଇନ୍ରେ ସମସ୍ତ ପ୍ରକାର ଟିକସ ପଇଠ କରିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜନସାଧାରଣ ଦେଉଥିବା ଟିକସ ଆଉ ବାଟମାରଣା ହେବ ନାହିଁ। ହେଲେ ଅଫ୍ଲାଇନ୍ ହେଉ ଅବା ଅନ୍ଲାଇନ୍ କେଉଁଥିରେ ବି ବିଏମ୍ସି ଧାର୍ଯ୍ୟ ଲକ୍ଷ୍ୟ…
ପୁରୀ ଜିଲାର ୪ ଶିକ୍ଷକଙ୍କୁ ବସନ୍ତ ବିଶ୍ୱାଳ ପୁରସ୍କାର
ପୁରୀ ଅଫିସ, ୯ା୯: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ପୂର୍ବତନ ରାଜ୍ୟ ସଭାପତି ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ସ୍ମୃତିରେ ବସନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ…
ଗାଁକୁ ଫେରିଲେ ଗୋଟିଏ ପରିବାର
ପିପିଲି,୯।୯(ଡି.ଏନ୍.ଏ.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡିଥିଲେ। ସେଥିମଧ୍ୟରୁ ଗୁରୁବାର ଗୋଟେ ପରିବାର ଗ୍ରାମକୁ ଫେରି ଆସିଛନ୍ତି। ନାଲି ପିମ୍ପୁଡ଼ିଙ୍କ ଆତଙ୍କ ଟିକେ କମିଥିବାବେଳେ ଲୋକଙ୍କ ମନରୁ ଭୟ ଦୂର…
ବିରାଟଙ୍କ ଶତକ ଦେଖି ଅନୁଷ୍କା କହିଲେ…
ଦୁବାଇ,୯।୯: ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ ୨୦୨୨ର ୧୧ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ୩ ବର୍ଷ ପରେ ବିରାଟ କୋହଲି ଏକ ଶତକ ହାସଲ କରିଥିଲେ। ବିରାଟଙ୍କୁ ସବୁଠାରେ ପ୍ରଶଂସା କରାଯାଉଛି। ଏଥିରେ ସାମିଲ…
ଘର ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ
ଗୋପ,୯।୯(ଡି.ଏନ୍.ଏ.): ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ପୂରିଛି। ହେଲେ ବିପନ୍ନଙ୍କ ଦୁଃଖ ସରିନି। କେତେକଙ୍କ ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି। ଏପରି ଏକ ଦୁଃଖଦ ସମୟରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ବିପନ୍ନଙ୍କ ଘର ବୁଲି ଦେଖିବା ସହ…
‘ଖବରଦାତାଙ୍କ ଦାବି ମାନି ନିଅନ୍ତୁ ସରକାର’
ପୁରୀ ଅଫିସ,୯।୯: ସମ୍ମିଳିତ କର୍ମଜୀବୀ ଖବରଦାତା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଗୁରୁବାର ପୁରୀ ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବା ସହ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦିଆଯାଇଛି। ଖବରଦାତାଙ୍କ ସ୍ବାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ…
ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ
ଦୁବାଇ, ୯ା୯(ପି.ଟି.):ଆଇସିସି ଟି୨୦ ବିଶ୍ୱକପ୍ ଓ୍ବାର୍ମଅପ୍ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଯଥାକ୍ରମେ ଅକ୍ଟୋବର ୧୭ ଓ ଅକ୍ଟୋବର ୧୯ରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍ ମ୍ୟାଚ୍ ବ୍ରିସ୍ବେନ୍ର ଗାବାଠାରେ…
Archives


