ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୧୨: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ପ୍ଲାଟିନମ ଗିଲ୍‌ଡି ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ଲାଟିନମ୍‌ ଡେଜ୍‌ ଅଫ୍‌ ଲଭ୍‌ ଭାବେ ସୂକ୍ଷ୍ମ ରୂପେ ନିର୍ମିତ ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡ୍‌ଗୁଡିକର ଏକ କ୍ୟୁରେଟେଡ୍‌ ସିଲେକ୍ସନ ପ୍ରଦାନ କରାଯାଉଛି। ଏପରିକି ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡଗୁଡିକର କିଛି ଆକର୍ଷଣୀୟ ଡିଜାଇନ୍‌ ଯଥା ହେକ୍ସାଗନ-ସେପ୍‌ର ମୋଟିଫ୍‌ ସହ ନିର୍ମିତ ଲଭ୍‌ ବ୍ୟାଣ୍ଡ୍‌, ସୁନ୍ଦର ଇଣ୍ଡେଣ୍ଟ୍‌ ସହ ଡିଜାଇନ୍‌ ହୋଇଥିବା ଲଭ୍‌ ବ୍ୟାଣ୍ଡ ଏବଂ ରିପିଟିଂ ଗ୍ରୁଭ୍‌ ଲଭ୍‌ ବ୍ୟାଣ୍ଡ ଆଦି ସାମିଲ ରହିଛି।

ସେହିଭଳି ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡ୍‌ଗୁଡିକର ଉପରୋକ୍ତ କ୍ୟୁରେଟେଡ୍‌ କଲେକ୍ସନ ଭାରତରେ ଅଗ୍ରଣୀ ଜୁଏଲେରି ରିଟେଲ୍‌ ଷ୍ଟୋରଗୁଡିକରେ ଉପଲବ୍ଧ ରହିଛି। ସେହିପରି ୯୫% ଶୁଦ୍ଧ ପ୍ଲାଟିନମ୍‌ରେ ନିର୍ମିତ ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡଗୁଡିକ ବିରଳ ପ୍ରେମ ପାଇଁ ଆଦର୍ଶ ପ୍ରତୀକ । ପ୍ଲାଟିନମ୍‌ ସମୟର ପରୀକ୍ଷାରେ ନିଜର ଆକାର ଓ ଚମକକୁ ହରାଇ ନ ଥାଏ। ଅପରପକ୍ଷରେ ସୁନା ତୁଳନାରେ ୩୦ ଗୁଣ ବିରଳ ଏବଂ ପ୍ରକୃତିରେ ଅତ୍ୟଧିକ ମଜଭୁତ ପ୍ଲାଟିନମ୍‌ ଏହାର ଅନ୍ତର୍ନିହିତ ସାନ୍ଧ୍ରତା ଓ ଶକ୍ତି ସହିତ ଜେମ୍‌ଷ୍ଟୋନ୍‌ ଉପରେ ଏକ ଅତ୍ୟଧିକ ସୁରକ୍ଷିତ ହୋଲ୍ଡ ପ୍ରଦାନ କରିଥାଏ, ଯାହା ଦମ୍ପତିଙ୍କ ମଧ୍ୟରେ ଥିବା ସୁରକ୍ଷିତ ସହଭାଗିତା ପରି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜୁଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri