Home

ଇମ୍ରାନ୍‌ଙ୍କ ଆପତ୍ତିଜନକ ଅଡିଓ ଭାଇରାଲ୍‌

ଇସ୍‌ଲାମାବାଦ୍‌, ୨୨।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ‘ସେକ୍ସ କଲ୍‌’ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଇମ୍ରାନ୍‌ ଦୁଇଜଣ ମହିଳାଙ୍କ ସହ ଫୋନ୍‌ରେ ଆପତ୍ତିଜନକ ବାର୍ତ୍ତାଳାପ କରୁଥିବାର ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳିଛି। ତେବେ ଏହି ଅଡିଓ…

ମୁକୁଳିବେ ବିକିନି କିଲର୍‌

କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍‌ସ ଚର୍ଚ୍ଚିତ ହୋଇଛନ୍ତି।…

ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା

ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି ପ୍ରତି ସପ୍ତାହରେ ଚାଇନାରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ହେଲେ ବିଶ୍ୱ…

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ ଜିଲାର ଏହି ଘଟଣା ତାଙ୍କ ପାଖ ପଡ଼ୋଶୀଙ୍କୁ ଆଚମ୍ବିତ କରିଦେଇଛି। କାରଘର ଥାନା ଅଞ୍ଚଳର…

କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ…

ଆମେରିକାରେ ପହଞ୍ଚି ବାଇଡେନଙ୍କୁ ସାକ୍ଷାତ୍ କଲେ ଜେଲନସ୍କି, ୟୁକ୍ରେନକୁ ଆହୁରି ସେନା ସହାୟତା ଯୋଗାଇ ଦେବ ୟୁଏସ

ୱାଶିଂଟନ,୨୨ ।୧୨: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ଏହା ଥମିବାର କୌଣସି ନଜର ଆସୁନାହିଁ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ହ୍ୱାଇଟ ହାସରେ ଆମେରିକା ରାଷ୍ଟ୍ରପତି…

୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): ପୋଲିସ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହୋଇଛି ୧୪କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା…

ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ରେଞ୍ଜର କେଶବ ମାଝି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ କେସିଙ୍ଗା ଓମ ନଗରପଡାସ୍ଥିତ ବାସ ଭବନ, କେଗାଁ ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର ଓ ବ୍ରାହ୍ମଣୀର ପୈତୃକ ଘରେ ଏକକାଳିନ କୋରାପୁଟ…

ସେଲ୍‌ଫି ନେଉଥିଲେ କାର୍ଯ୍ୟକର୍ତ୍ତା, ହାତ ଛାଟିଦେଲେ ରାହୁଲ

ଚଣ୍ଡିଗଡ,୨୧।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ପ୍ରବେଶ କରିଛି। ଏହି ସମୟରେ ସେଠାରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ପତାକା ବିନିମୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ରାଗ ଦେଖିବାକୁ ମିଳିଥିଲା। ରାହୁଲ ମଞ୍ଚରେ ସେଲଫି ନେଉଥିବା ଜଣେ କାର୍ଯ୍ୟକର୍ତ୍ତାଙ୍କ…

କରୋନାକୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ସରକାର କରୋନା କଟକଣାକୁ ଗତମାସରେ ସମ୍ପୂର୍ଣ୍ଣ ହଟାଇ ଦେଇଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା। ତେବେ ଓଡ଼ିଶାରେ ବୁଧବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବାର ଅଭିଯୋଗ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ…

୧୯ ବର୍ଷ ପରେ ଜେଲ୍‌ରୁ ବାହାରିବେ ‘ବିକିନି କିଲର’

କାଠମାଣ୍ଡୁ,୨୧।୧୨: ଫ୍ରାନ୍ସର ସିରିଏଲ କିଲର ଚାଲର୍‌ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ଚାଲର୍‌ସ ୨୦୦୩ରୁ ନେପାଳର ଜେଲରେ ଅଛନ୍ତି। ମୁକ୍ତ ହେବାର ୧୫…

କାର୍‌-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଆହତ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍‌ ହୋଇଥିବା ସୂଚନା। ବୁଧବାର ମାଳିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି ଏକ କାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?