ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍ ମ୍ୟାଚ୍…
ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏବଂ ଟିମ ଇଣ୍ଡିଆକୁ ୧୦ ୱିକେଟ…
ଶିଶୁପୁତ୍ରକୁ ଗଛରେ ବାନ୍ଧି କାମକୁ ଯାଉଛନ୍ତି ମା’ବାପା
ପାରାଦୀପ,୨୦।୧୦ (ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଇଫ୍କୋ କାରଖାନା ସଂଲଗ୍ନ ବିଜୟଚନ୍ଦ୍ରପୁର ବସ୍ତିରେ ଗତ କିଛିଦିନ ହେବ ଗୋଟିଏ ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି। ମା’ବାପା ତାଙ୍କର ୧୦ ବର୍ଷୀୟ ଶିଶୁପୁତ୍ରଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ପାଖ ଗଛରେ ବାନ୍ଧି କାମକୁ…
ଚିକେନ୍ ବିରିୟାନୀ ପସନ୍ଦ ନ ଆସିବାରୁ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଲେ ବ୍ୟକ୍ତି
ନ୍ୟୁୟର୍କ,୨୦।୧୦: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଚିକେନ ବିରିୟାନି ପସନ୍ଦ ନ ଆସିବାରୁ ସେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା କୁଇନ୍ସ ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ…
ପୁଟିନ ମୋ ପାଖକୁ ପଠାଇଛନ୍ତି ୨୦ ବୋତଲ ଭୋଡ୍କା, ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ…
ମସ୍କୋ/ରୋମ୍,୨୦।୧୦ : ସମ୍ପ୍ରତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସକୋନିଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ବନ୍ଧୁତା କେତେ ଗଭୀର ତାହା କହିବାକୁ ଚେଷ୍ଟା କରୁଛନ୍ତି। ୟୁକ୍ରେନ-ରୁଷିଆ ଯୁଦ୍ଧ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍କା
ସିଡନୀ,୨୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି। ତେବେ ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସିଡ୍ନୀରେ ଗଲ୍ଫ…
ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…
ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ପରିବାରଙ୍କ ନିକଟରେ…
ରୁଷିଆ ବି ମାନିଲା ପିଓକେ ଭାରତର ଅଂଶ
ମସ୍କୋ,୨୦।୧୦: ଶେଷରେ ରୁଷିଆ ମଧ୍ୟ ଜମ୍ମୁ କଶ୍ମୀର, ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ଦେଇଛି। ରୁଷିଆ ସରକାର ଜାରି କରିଥିବା ଏସସିଓ ସଦସ୍ୟ ଦେଶ ମାନଚିତ୍ର ଏହା ପ୍ରମାଣ କରିଛି। ପ୍ରକାଶିତ ମାନଚିତ୍ରରେ…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୯ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୫ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୨୪ ଲୋକାଲ୍ କେସ୍ ରହିଛି। ଏହାଛଡ଼ା ୧୦ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ତଳେ ରହିଥିବା ନେଇ ଗୁରୁବାର…
ଥମୁଛି ସଂକ୍ରମଣ, ସବ୍ ଭାରିଆଣ୍ଟ ନେଇ ଆତଙ୍କ,ପୁଣି ଫେରିଲା ମାସ୍କ…
ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୬ ହଜାର ତଳେ ରହିଛି। ଗତ ୨୪…
ପୁଣି ହୃଦୟ ଜିତିଲେ ଧୋନୀ
ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି। ଧୋନୀଙ୍କ ଫଟୋ-ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ନିକଟରେ ଏହିପରି ଗୋଟିଏ ଭିଡିଓ ରାଞ୍ଚିରୁ ଆସିଛି।…
ନଭେମ୍ବରରେ ଶାହବାଜଙ୍କ ଚାଇନା ଗସ୍ତ,ଋଣ ପରିଶୋଧ କୋହଳ ପାଇଁ ଅନୁରୋଧ କରିବ ପାକିସ୍ତାନ…
ଇସଲାମାବାଦ,୨୦।୧୦ : ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଚାଇନା ଗସ୍ତ କରିବେ। ପାକିସ୍ତାନ ସରକାରର ମନ୍ତ୍ରୀ ଅହସାନ ଇକବାଲ ଇସଲାମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ଏହି ଗସ୍ତ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ମାସ ନଭେମ୍ବରରେ…
ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…
ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ୧୯୯୬ ମସିହାର ପ୍ରାରମ୍ଭରେ ତାଙ୍କୁ…
Archives


