କବାଟ ଭାଙ୍ଗି ତୁନିଶାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ଶ୍ରୀଜାନ; ସାମ୍ନାକୁ ଆସିଲା ଅନ୍ତିମ ଭିଡିଓ
ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ତିନି ଦିନ ବିତିଛି। ମଙ୍ଗଳବାର ତାଙ୍କର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ଏସବୁ ମଧ୍ୟରେ ଆତ୍ମହତ୍ୟା ପରର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଡାକ୍ତରଖାନା ବାହାରର ସିସିଟିଭି ଫୁଟେଜ୍ ଥିବା ବେଳେ ତୁନିଶାଙ୍କୁ…
ପଞ୍ଚଭୂତରେ ବିଲୀନ ହେଲେ ତୁନିଶା, କାନ୍ଦି କାନ୍ଦି ଚେତାଶୂନ୍ୟ ହେଲେ ମା’…
ବମ୍ବେ: ମୃତ୍ୟୁର ତିନି ଦିନ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଭିନେତ୍ରୀ ତୁନିଶା ଶର୍ମା। ଦିବଂଗତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯାଇଥିଲା। ଏହି ଅବସରରେ ତାଙ୍କ ମା’ଙ୍କୁ ଚେତାଶୂନ୍ୟ ହେଉଥିବା ଦେଖାଯାଇଥିଲା।…
ବିବାଦ ବଢ଼ିଲା: କର୍ନାଟକରୁ ୮୬୫ ଗାଁ ନେବା ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ପାରିତ…
ମୁମ୍ବାଇ,୨୭।୧୨ : ମହାରାଷ୍ଟ୍ର ବିଧାନସଭାରେ କର୍ନାଟକର ବେଲଗାଭି ଜିଲାର ୮୬୫ ଗାଁକୁ ମହାରାଷ୍ଟ୍ରରେ ସାମିଲ କରିବାର ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହାକୁ ବିଧାନସଭାର ସମସ୍ତ ଦଳର ସଦସ୍ୟମାନେ ସମର୍ଥନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ମିଳିମିଶି କାମ କରିବାକୁ ଚାହୁଁଛୁ: ପ୍ରଚଣ୍ଡ…
କାଠମାଣ୍ଡୁ,୨୭।୧୨ : ନେପାଳର ନୂତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଆମେ ଭାରତ ସହ ଭଲ ସମ୍ପର୍କ ଚାହୁଁ।…
୧୭ଜଣ ପିସିବି ଅଫିସକୁ ପଶି ଆସିଲେ, ଜିନିଷପତ୍ର ବି ନେବାକୁ ଦେଲେନି: ରମିଜ
ଇସଲାମାବାଦ,୨୭।୧୨: ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ପଦରୁ ରମିଜ ରାଜାଙ୍କୁ ହଟାଯାଇ ନଜମ ସେଠୀଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ଚୟନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏସବୁ ପରିବର୍ତ୍ତନ ମଧ୍ୟରେ…
ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଚାଳକ
ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ବିଜୁ ଏକ୍ସପ୍ରେସ ଓ୍ବେର ଗଡିଆଯୋର ନିକଟରେ ଏେ ବାଲି ବୋଝେଇ ହାଇଓ୍ବାରେ ମଙ୍ଗଳବାର ନିଆଁ ଲାଗିଛି । ତେବେ ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ଡ୍ରାଇଭରଜଣଙ୍କ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର…
ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୨୭।୧୨: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି -୨୦ ଅନ୍ତର୍ଜାତୀୟ ଅଧିନାୟକ ଫରହାନ୍ ବେହେରଡିଏନ୍ ମଙ୍ଗଳବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ଅବସର ନେବାକୁ ତାଙ୍କ ନିଷ୍ପତ୍ତି…
ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…
ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା ଯାତ୍ରୀ,…
ତାଇଓ୍ବାନରେ ବାଧ୍ୟତାମୂଳକ ସାମରିକ ସେବା ସମୟ ସୀମା ବଢ଼ି ୧ ବର୍ଷ ହେଲା, ଘୋଷଣା କଲେ ସରକାର…
ତାଇପେ,୨୭।୧୨ : ଚାଇନା ପକ୍ଷରୁ ବଢୁୁଥିବା ବିପଦକୁ ଦର୍ଶାଇ ତାଇୱାନ ସରକାର ମଙ୍ଗଳବାର ଦେଶରେ ବାଧ୍ୟତାମୂଳକ ସାମରିକ ସେବା ଚାରି ମାସରୁ ୧ ବର୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ ନାଗରିକଙ୍କ ପାଇଁ ୧ ବର୍ଷ ସାମରିକ…
ପଛରେ ଜେଜେମା’ଙ୍କୁ ବସାଇ ଝଡ଼ ଭଳି ବାଇକ୍ ଚଳାଉଛନ୍ତି ବାଳକ, ଭିଡିଓ ଦେଖିଲେ…
ସାଧାରଣତଃ ଛୋଟ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେବାକୁ ପିତାମାତାମାନେ ଡରିଥାନ୍ତି। ହେଲେ ସୋସିଆଲ ମିଡିଆରେ ଏପରି ଜଣେ ବାଳକଙ୍କ ଭିଡିଓ ଭାଇରାଲ ହେଉଛି, ଯାହାଙ୍କ ଗାଡ଼ି ଚାଳନା ଅନେକଙ୍କୁ ଚକିତ କରୁଛି। କାରଣ ସେ ଯେଉଁଭଳି ଭାବେ ଜେଜେମା’ଙ୍କୁ ବସାଇ ଝଡ଼ଭଳି…
ପ୍ରଧାନମନ୍ତ୍ରୀଙ୍କ ଭାଇ କାର ଦୁର୍ଘଟଣାରେ ଆହତ…
ବେଙ୍ଗାଲୁରୁ,୨୭।୧୨ : ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ନାଟକର ମହୀଶୁରରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।…
ଓବିସି ସଂରକ୍ଷଣ ପରେ ହେବ ପୌର ପରିଷଦ ନିର୍ବାଚନ, ଆବଶ୍ୟକ ପଡ଼ିଲେ ସୁପ୍ରିମ୍କୋର୍ଟ ଯିବୁ : ଯୋଗୀ ଆଦିତ୍ୟନାଥ…
ଲକ୍ଷ୍ନୌ,୨୭।୧୨ : ପୌର ପରିଷଦ ନିର୍ବାଚନରେ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବିବୃତ୍ତି ଦେଇଛନ୍ତି। ପଛୁଆବର୍ଗଙ୍କ ଅଧିକାର ପାଇବାକୁ ସରକାର ସୁପ୍ରିମକୋର୍ଟ ଯିବେ ବୋଲି ସେ…

