Home

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଟିମ୍‌ ଦଳର ନିର୍ବାଚନ…

ହିମାଚଳ ପ୍ରଦେଶ ନିର୍ବାଚନ: ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ଜାରି କଲା ଏଏପି

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ଆଉ ୧୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାକୁ ମିଶାଇ ଏଏପି ସମସ୍ତ ୬୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଳମ୍ବିତ…

ଆରଏସ୍‌ଏସ୍‌ ମୁଖ୍ୟଙ୍କୁ ଭେଟିଲେ ଯୋଗୀ ଆଦିିତ୍ୟନାଥ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜର ଗୌହନିଆରେ ଅବସ୍ଥିତ ଜୟପୁରିଆ ସ୍କୁଲର ବତ୍ସଲ୍ୟ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା। ଏହି ସମୟରେ ଯୋଗୀ ଆଦିତ୍ୟନାଥ…

୪୫ଦିନରେ ଲିଜ୍‌ ଟ୍ରସ୍‌ ଛାଡିଲେ ଗାଦି

ଲଣ୍ଡନ,୨୦।୧୦: ୪୫ ଦିନର ଦାୟିତ୍ୱ ଗ୍ରହଣ କରିବା ପରେ  ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଉତ୍ତରାଧିକାରୀ ଚୟନ ନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ ବୋଲି ଟ୍ରସ୍‌ ଏକ…

ଏଣିକି ସର୍ବସାଧାରଣରେ ମାସ୍କ ନ ପିନ୍ଧିଲେ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨୦।୧୦: ବର୍ତ୍ତମାନଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ। ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ବାଧ୍ୟତାମୂଳକ ମାସ୍କ କଟକଣାକୁ ସେପ୍ଟେମ୍ବର ୩୦ରୁ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ସେପ୍ଟେମ୍ବର ୩୦…

‘ତୁମଦ୍ୱାରା ହେବ ନାହିଁ, ଆମେ କରିଦେଖାଇବୁ’

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍‌ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ତେହେଖଣ୍ଡରେ ବର୍ଜ୍ୟବସ୍ତୁ-ଶକ୍ତି କାରଖାନାର ଉଦଘାଟନ କରି କେନ୍ଦ୍ର ସ୍ବରାଷ୍ଟ୍ର…

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୬ଜଣ ପ୍ରାର୍ଥୀଙ୍କ ନାମ ରହିଛି। ହିମାଚଳ ପ୍ରଦେଶ ବିଧାନସଭାରେ ୬୮ଟି ଆସନ ରହିଥିବା ବେଳେ ଅକ୍ଟୋବର ୧୯ରେ ନିର୍ବାଚନ ପାଇଁ ଭାଜପା…

ବାଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଖାରଜ: ସୁପ୍ରିମକୋର୍ଟ କହିଲେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ବାଣ ସମ୍ପୂର୍ଣ୍ଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏକ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ, ଉତ୍ସବ…

୨୩ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜଣାଶୁଣା ବିଲଡର୍‌

ମୁମ୍ବାଇ,୨୦।୧୦: ଜଣାଶୁଣା ରିଏଲ ଇଷ୍ଟେଟ ଡେଭଲପର୍‌ ପାରସ ପୋରୱାଲ ଗୁରୁବାର ମୁମ୍ବାଇର ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ପୋଲିସ ୫୭ ବର୍ଷିୟ ପାରସଙ୍କ ଜିମରୁ ଏକ ‘ଆତ୍ମହତ୍ୟା ନୋଟ’ ଜବତ କରିଛି। ଏଥିରେ ତାଙ୍କ…

ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଗଲେଣି ଉର୍ବଶୀ !

ବମ୍ବେ: ପ୍ରେମ ପାଗେଳୀ ହୋଇଗଲେଣି ବଲିଉଡ୍‌ର ଗ୍ଲାମର୍‌ ଗର୍ଲ ଉର୍ବଶୀ ରୌତେଲା। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଦିନ ହେଲାଣି ଅଷ୍ଟ୍ରେଲିଆରେ ଅଛନ୍ତି ସେ। ସବୁଦିନ ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟରରେ ସେ କିଛି ନା କିଛି ଭିଡିଓ…

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ରୋଜଗାର ମେଳା ଆରମ୍ଭ କରିବାକୁ ଯାଉଛନ୍ତି।…

ଗୀତ ଗାଇ ଗାଇ ଜବରଦସ୍ତ ଛକା ମାରୁଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୦।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଆଜି ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେ। ନିଜ ସମୟରେ ଆକ୍ରାମକ ବ୍ୟାଟିଂକୁ ନେଇ ସେ ଜଣାଶୁଣା ଥିଲେ। ଏଥିଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri