Posted inଖେଳ

ମେଘାଳୟ ସହ ମ୍ୟାଚ ଡ୍ର ରଖିଲା ଓଡ଼ିଶା

ଭୁବନେଶ୍ୱର, ୨।୧ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ରବିବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କ୍ୟାପିଟାଲ ଫୁଟବଲ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ମେଘାଳୟ ସହ ମ୍ୟାଚ ଡ୍ର ରଖିଛି ଓଡ଼ିଶା। ଉଭୟ ଦଳ ପକ୍ଷରୁ ୨ଟି ଲେଖାଏ ଗୋଲ ସ୍କୋର ହୋଇଥିଲା।

ଏଠାରେ ପଣ୍ଡିଚେରୀ ଓ ଆଣ୍ଡାମାନ ଆଣ୍ଡ ନିକୋବର ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ମଧ୍ୟ ୧-୧ ଗୋଲରେ ଡ୍ର ରହିଥିଲା। ତେବେ ୭ମ ବାଟାଲିୟନ ପରିସରରେ ଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ସିକ୍କିମ ୩-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିଛି। ମେଘାଳୟ ପଏଣ୍ଟ ଟେବୁଲର ଶୀର୍ଷରେ ରହି ଗ୍ରୁପ୍‌ ‘ଭି’ରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦ୍ୱିତୀୟ ସ୍ଥାନରେଥିବା ଓଡ଼ିଶା ଯଦିଓ ଯୋଗ୍ୟତା ପାଇନାହିଁ ତେବେ ଆଶା ଉଜ୍ଜୀବିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ଦାଢିକୁ କମେଣ୍ଟ୍‌ କଲେ ପିଟରସନ୍‌, ମିଳିଲା ଏମିତି ଉତ୍ତର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ଡାଉନ୍‌ ଯୋଗୁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ...

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନ୍‌ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ...

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ...

ଖାଦ୍ୟ ପାଇଁ ପ୍ରଯକ୍ତାଙ୍କ ସଂଘର୍ଷ

ନୂଆଦିଲ୍ଲୀ, ୧୪।୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୂର୍ବତନ ୟୁନିଭର୍ସିଟି ଆଥଲେଟ୍‌ ପ୍ରଯକ୍ତା ଗୋଡ଼ବୋଲେ ନିଜ ପାଇଁ ଖାଦ୍ୟ ଯୋଗାଡ଼...

ପର୍ତ୍ତୁଗାଲ ପାଇଁ ୧୦୦ତମ ଗୋଲ ସ୍କୋର କଲେ ରୋନାଲ୍ଡୋ

ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର...

ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରିବା ଉଚିତ ନୁହଁ: ହୁସେନ

ମୁମ୍ବାଇ,୧୧।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହଁ। ଏକଥା କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର...

ସାବାଲେଙ୍କାଙ୍କୁ କ୍ରମାଗତ ୩ ଟାଇଟଲ

ଆବୁଧାବି, ୧୪।୧(ଏପି)- ଆବୁଧାବି ଓପନ ଫାଇନାଲରେ ଭେରୋନିକା କୁଦର୍ମେଟୋଭାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆର୍ୟନା ସାବାଲେଙ୍କା ଟାଇଟଲ ହାସଲ କରିଛନ୍ତି। ଆବୁଧାବି ଟୁର୍‌ରେ କ୍ରମାଗତ...

ପ୍ରେମ ପାଇଁ ସବୁ ସୀମା ପାର୍‌ କରିଥିଲେ ଏହି ପ୍ରସିଦ୍ଧ ବୋଲର୍‌

ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହିର ୯ ଅକ୍ଟୋବର ୧୯୭୮ରେ ମହାରାଷ୍ଟ୍ରର ଶ୍ରୀରାମପୁର ସହରରେ ଏକ...

Advertisement
Archives

Model This Week