କାଉନସିଲର ବୈଠକ ବାତିଲ ନେଇ ଅସନ୍ତୋଷ
ଗଞ୍ଜାମ,୧୨ା୧୨(ଡି.ଏନ୍.ଏ.): ସୋମବାର ଗଞ୍ଜାମ ଏନ୍ଏସି କାଉନସିଲର ବୈଠକ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା। ତାହା ହଠାତ୍ ବାତିଲ ହୋଇ ଯାଇଥିଲା। ଯାହାକୁ ନେଇ କାଉନସିଲରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଧାୟକଙ୍କ ସମେତ ସମସ୍ତ ଓ୍ବାର୍ଡ କାଉନସିଲର୍ମାନଙ୍କୁ ଅବଗତ କରାଯାଇଥିଲା।…
ହୀରା ଅଳଙ୍କାର ପ୍ରିୟ ଗୁଜରାଟ ମୁଖ୍ୟମନ୍ତ୍ରୀ: ପାଖରେ ଅଛି ଏତିକି ସମ୍ପତ୍ତି
ଅହମ୍ମଦାବାଦ୍,୧୨।୧୨: ଦ୍ୱିତୀୟ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ। ରେକର୍ଡ ଭୋଟରେ ଜିତିଥିବା ଭୂପେନ୍ଦ୍ର ଭାଜପାର ଆଗଧାଡିର ନେତାଙ୍କ ମଧ୍ୟରେ ଜଣାଶୁଣା। ୧୫ ଜୁଲାଇ ୧୯୬୨ରେ ଅହମ୍ମଦାବାଦରେ ଜନ୍ମ ହୋଇଥିବା ବୃତ୍ତି ଅନୁଯାୟୀ ସେ ସିଭିଲ ଇଞ୍ଜିନିୟର ତଥା ବିଲଡର…
ଏହି ଦେଶର ପାସପୋର୍ଟ ସବୁଠୁ ଦୁର୍ବଳ, ମାତ୍ର ୨୭ ଦେଶକୁ ମିଳିଥାଏ ପ୍ରବେଶ ଅନୁମତି
ପାସପୋର୍ଟ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଆବଶ୍ୟକ ହୋଇଥାଏ। ବିଦେଶ ଯିବା ପାଇଁ ପାସପୋର୍ଟ ବ୍ୟବହୃତ ହୁଏ। ଯେତେବେଳେ କିଛି ବିଶେଷ କାର୍ଯ୍ୟ ଥାଏ କିମ୍ବା ଯଦି ଆପଣ ବୁଲିବାକୁ ଯିବାକୁ ଚାହାନ୍ତି ଏହା ଦରକାର ପଡ଼ିଥାଏ। ପାସପୋର୍ଟ…
୨୦୦୦ ଟଙ୍କିଆ ନୋଟ ବନ୍ଦ କରିବାକୁ ଦାବି କଲେ ସୁଶୀଲ ମୋଦି…
ନୂଆଦିଲ୍ଲୀ,୧୨।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ଭାରତୀୟ ଜନତା ପାର୍ଟି ଏମ୍ପି ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କଳା ଟଙ୍କା ଏବଂ ହୋର୍ଡିଂର ମୂଳ ବୋଲି କହି ୨୦୦୦ ଟଙ୍କା ନୋଟକୁ ରଦ୍ଦ କରିବାକୁ କହିଛନ୍ତି। ରାଜ୍ୟସଭାରେ ଜନସାଧାରଣଙ୍କ…
ବିବାହ ବିଚ୍ଛେଦ ଖବର ପରେ ଏକାଠି ନଜର ଆସିଲେ ସାନିଆ-ସୋଏବ
ମୁମ୍ବାଇ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସହମତିରେ ଛାଡ଼ପତ୍ର ଦେଇଥିବା ଯଦିଓ ଚର୍ଚ୍ଚା ହେଉଛି କିନ୍ତୁ ସୋଏବ କିମ୍ବା ସାନିଆଙ୍କ ପକ୍ଷରୁ ଏହି…
ବିବାହରେ ସ୍ତ୍ରୀଙ୍କୁ ଗଧ ଉପହାର ଦେଲେ ସ୍ବାମୀ
ଇସଲାମାବାଦ୍,୧୨।୧୨: ପଡୋଶୀ ଦେଶ ପାକିସ୍ତାନରେ ଗାଈ ଏବଂ ବଳଦ ଅପେକ୍ଷା ଗଧର ବେଶ୍ ଗୁରୁତ୍ୱ ରହିଛି। ଏଠାରେ ଆଜଲାନ ଶାହା ନାମକ ଜଣେ ୟୁଟ୍ୟୁବର୍ ବିବାହରେ ସ୍ତ୍ରୀଙ୍କୁ ଏକ ଗଧ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସମସ୍ତେ ଜାଣନ୍ତି, ବିବାହରେ ବର…
ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ କଲେ ପୁଣି ଓହରିବେ ନୀତୀଶ: ଭାଜପା ନେତାଙ୍କ କଟାକ୍ଷ…
ପାଟନା,୧୨।୧୨ : ବିହାରରେ ଭାଜପା ଏବଂ ଜେଡିୟୁ ରାସ୍ତା ଅଲଗା ହେବା ପରେ ଭୟଙ୍କ ମଧ୍ୟରେ ଲଗାତାର ବିବାଦ ଲାଗିରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ଏକ ଷଡଯନ୍ତ୍ର ରଚିଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ନୀତୀଶ କୁମାରଙ୍କ ବିବୃତ୍ତି ନେଇ…
ରଜନୀକାନ୍ତଙ୍କ ସହ ରୋମାନ୍ସକୁ ନେଇ ଐଶ୍ୱର୍ଯ୍ୟାଙ୍କ ଉଡ଼ିଥିଲା ମଜା
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଆଜି ଅର୍ଥାତ୍ ଡିସେମ୍ବର ୧୨ରେ ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ତାଙ୍କର ଆକ୍ସନ, ରୋମାନ୍ସ ସବୁକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଏହି ଖାସ୍ ଦିନରେ ବିଭିନ୍ନ ମହଲରୁ ରଜନୀକାନ୍ତଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଜିର…
ଡରୁଛନ୍ତି ରଣବୀର
ବଲିଉଡର ରୋମାଣ୍ଟିକ୍ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମାତାପିତା ହୋଇଛନ୍ତି। ନିକଟରେ ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ରଣବୀର-ଆଲିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ପିତା ହେବା ପରେ ଏକ ସାକ୍ଷାତକାରରେ ରଣବୀର ତାଙ୍କ…
୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମିଳିବ ମାଗଣା କଣ୍ଡୋମ, ରାଷ୍ଟ୍ରପତି ମାକ୍ରୋନଙ୍କ ନିଷ୍ପତି…
ପ୍ୟାରିସ,୧୨।୧୨ : ଫ୍ରାନ୍ସ ସରକାର ୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମାଗଣାରେ କଣ୍ଡୋମ ଯୋଗାଇବେ। ଏହାର ଉଦ୍ଦେଶ୍ୟ ହେଉଛି ଅବାଞ୍ଛିତ ଗର୍ଭଧାରଣ ଘଟଣାକୁ ହ୍ରାସ କରିବା। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରି କହିଛନ୍ତି ଯେ ଗର୍ଭନିରୋଧକ…
ପୋଲିସ-ଓକିଲ ମୁହାଁମୁହିଁ
ଦେବଗଡ଼,୧୨ା୧୨(ଡି.ଏନ୍.ଏ.): ଓକିଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତ୍ୟାହାର ଦାବିରେ ଦେବଗଡ଼ ଜିଲା ନ୍ୟାୟାଳୟ ସମ୍ମୁଖରେ ସୋମବାର ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଜିଲା ଓକିଲ ସଂଘ ସଭାପତି ସଚିକାନ୍ତ ଦାଶଙ୍କ ନେତୃତ୍ୱରେ ଆଇନଜୀବୀମାନେ ପ୍ରତିବାଦ କରିଥିଲେ। ପଶ୍ଚିମ…
ଦେଶର ବିକଶିତ ଅର୍ଥ ବ୍ୟବସ୍ଥା ନେଇ କିଛି ଲୋକଙ୍କ ମନ ଜଳିପୋଡ଼ି ଯାଉଛି: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ,୧୨।୧୨ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସଂସଦର କିଛି ଲୋକ ଦେଶର ବିକଶିତ ଅର୍ଥନୀତି ପ୍ରତି ଇର୍ଷା କରୁଛନ୍ତି। ସେମାନଙ୍କକର ମନ ଜଳିପୋଡ଼ି ଯାଉଛି। ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି…
Archives


