Home

୫୫ ଯାତ୍ରୀଙ୍କୁ ନେବାକୁ ଭୁଲିଗଲା ଗୋ ଫାଷ୍ଟ ବିମାନ: ଡିଜିସିଏ ପକ୍ଷରୁ ନୋଟିସ ଜାରି…

ନୂଆଦିଲ୍ଲୀ,୧୦।୧ : ଦେଶରେ ଗତ କିଛି ଦିନ ହେବ ବିମାନ ଉଡ଼ାଣ ସମୟରେ ପରିସ୍ରା ପ୍ରସଙ୍ଗ ହେଡଲାଇନରେ ରହିଛି। ଏହି ସମୟରେ ଗୋ ଫାଷ୍ଟ ଏୟାରଲାଇନ୍ସର ଏକ ବଡ ଭୁଲ ସାମ୍ନାକୁ ଆସିଛି। ଗୋ ଫାଷ୍ଟର ଏକ ବିମାନ ୫୫ଯାତ୍ରୀଙ୍କୁ ନେବାକୁ…

୨୯ ମାସର କ୍ଷମତା ଲଢ଼େଇରେ ପାଇଲଟଙ୍କ ଜରୁରୀ ଅବତରଣ, ଏବେ ଅନ୍ତିମ ଘେରାବନ୍ଦୀ ପାଇଁ ୩ ରଣନୀତି…

ଜୟପୁର,୧୦।୧ : ରାଜସ୍ଥାନରେ ପାଗର ତାପମାତ୍ରା ଶୀତରେ କମୁଥିବାବେଳେ କଂଗ୍ରେସ ଦଳରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଦଳର ହାଇକମାଣ୍ଡ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏହା…

କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଆହାଟି ମଇଦାନରେ ମାରିଲେ କ୍ୟାରିୟରର ୪୫ତମ ଶତକ

ଗୁଆହାଟି,୧୦।୧: ନିଜ କ୍ୟାରିୟରର ୪୫ତମ ଶତକ ମାରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରି ୮୭ ବଲ୍‌ରେ ୧୧୩ ରନ୍‌ର ଇନିଂସ ଖେଳିଛନ୍ତି। ତେବେ ଏହା ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ…

ନିର୍ବାଚନ ଏକ ଅଧିକାର ଭିକ ନୁହେଁ: ଉମର ଅବଦୁଲା…

ଶ୍ରୀନଗର,୧୦।୧ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ନିର୍ବାଚନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭିକ ମାଗିବେ…

୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…

ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି ପତନ ପରେ ଏଲନ ମସ୍କ ବ୍ୟକ୍ତିଗତ ସମ୍ପତ୍ତି ହରାଇବା ଦୃଷ୍ଟିରୁ ଏକ ବିଶ୍ୱ ରେକର୍ଡ…

ଶ୍ରୀଲଙ୍କା ଆଗରେ ପାହାଡ଼ ଭଳି ଟାର୍ଗେଟ: ୫୦ ଓଭରରେ ଭାରତ ୩୭୩/୭

ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌। ଅଧିନାୟକ ରୋହିତ ଶର୍ମା, ଓପନର୍‌ ଶୁଭମନ ଗିଲ ଏବଂ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ବିରୋଧୀ ଟିମ୍‌ ଆଗରେ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ…

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର ଡିଏମକେ…

ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…

ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର…

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏନେଇ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି…

ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି

ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି। ତେବେ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ…

କୋଟିଶ୍ୱର ସିଂ ଗୁଆହାଟୀ ହାଇକୋର୍ଟ ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତ…

ଗୁଆହାଟୀ,୧୦।୧ : ଜ ଷ୍ଟିସ ଏନ.କୋଟିଶ୍ୱର ସିଂଙ୍କୁ ଗୁଆହାଟୀହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନ୍ୟାୟ ବିଭାଗ, ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଜଷ୍ଟିସ କୋଟିଶ୍ୱର ସିଂ ଜାନୁଆରୀ ୧୨ ରୁ…

ବିଧାନସଭା ନିର୍ବାଚନ ପୂର୍ବରୁ ବସଯାତ୍ରା ଅଭିଯାନ ଘୋଷଣା କଲା କଂଗ୍ରେସ…

ବେଙ୍ଗାଲୁରୁ,୧୦।୧ : କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ବସ ଯାତ୍ରା ଆରମ୍ଭ ପାଇଁ ଘୋଷଣା କରାଯାଇଛି। ଏହି ଯାତ୍ରାର ଉଦ୍ଦେଣ୍ୟ ରାଜ୍ୟରୁ କ୍ଷମତାସୀନ ଭାଜପାକୁ କ୍ଷମତାଚ୍ୟୁତ କରିବା ବୋଲି କଂଗ୍ରେସ କହିଛି। ବସଯାତ୍ରା ଅଭିଯାନ ବେଲଗାଭିରୁ ଆରମ୍ଭ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?