Home

ଛେଳିକୁ ଦେଖି ଡରିଗଲା ହାତୀ: ଭିଡିଓ କରିବ ଆଶ୍ଚର୍ଯ୍ୟ

ହାତୀକୁ ପୃଥିବୀର ସବୁଠାରୁ ବଡ ପଶୁ ବୋଲି କୁହାଯାଏ। ଏପରିକି ଜଙ୍ଗଲର ରାଜା ମଧ୍ୟ ତାକୁ ଦେଖି ଥରି ଉଠନ୍ତି। ହାତୀ ଚାହିଁଲେ କିଛି ମିନିଟ ମଧ୍ୟରେ ଶକ୍ତିଶାଳୀ ଗଛକୁ ମଧ୍ୟ ଉପାଡି ଫୋପାଡି ଦେଇପାରେ। କିନ୍ତୁ ସେଇ ହାତୀ ଯେ,…

ଇତିହାସ ରଚିଲେ ପୃଥ୍ବୀ ଶ’

ମୁମ୍ବାଇ,୧୧।୧: ଭାରତୀୟ କ୍ରିକେଟର୍‌ ପୃଥ୍ବୀ ଶ’ ଯଦିଓ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ଅଛନ୍ତି, କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷ ମ୍ୟାଚରେ ତ୍ରିଶତକ ହାସଲ କରି ଶ’ ଇତିହାସ ରଚିଛନ୍ତି।…

ଶ୍ରୀଲଙ୍କା ସ୍ଥିତି ମୁହାଁ ପାକିସ୍ତାନ…

ଇସଲାମାବାଦ,୧୧।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଦେଶର ସ୍ଥିତି ଏବେ ଶ୍ରୀଲଙ୍କା ମୁହାଁ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ…

ଚାଇନା ଶ୍ମଶାନ ଘାଟରେ ଭିଡ଼: ପର୍ଦ୍ଦାଫାଶ କଲା ଉପଗ୍ରହ ଚିତ୍ର…

ବେଜିଂ,୧୧।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ସଙ୍କଟ ଜନକ ହୋଇପଡ଼ିଛି। ଯଦିଓ ଚାଇନା ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ବର୍ତ୍ତମାନ ଉପଗ୍ରହର ଫଟୋରୁ ଜଣାପଡିଛି ଯେ ଚାଇନାର ଶ୍ମଶାନ ବାହାରେ ବହୁ ସଂଖ୍ୟାରେ…

ମହିଳାଙ୍କ ବ୍ୟାଗ୍‌ରେ ୪ ଫୁଟିଆ ସାପ

ମୁମ୍ବାଇ: ବିମାନ ଯାତ୍ରା ସମୟରେ ବିଭିନ୍ନ ଜିନିଷ ସାଙ୍ଗରେ ନେବାକୁ ବାରଣ ରହିଥାଏ। ଏଥିସହ ସମସ୍ତ ଜିନିଷକୁ ଭଲଭାବେ ଯାଞ୍ଚ କରାଯାଇଥାଏ। ଗତ ଡିସେମ୍ବର ୧୫ରେ ଆମେରିକାର ଟାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍‌ରୁ ୪ ଫୁଟ ଲମ୍ବର…

ବୟଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ଡ୍ରାମା କୁଇନ୍‌!

ମନୋରଞ୍ଜନ ଜଗତର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ରାଖୀ ସାୱନ୍ତ ବୟଫ୍ରେଣ୍ଡ୍‌ ଆଦିଲଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଉଭୟ କୋର୍ଟରେ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି। ରାଖୀ ଏବଂ…

ଓସ୍କାର ଦୌଡ଼ରେ ଆଉ ୩ ଫିଲ୍ମ

ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’, ବିବେକ୍‌ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍‌ସ’ ଏବଂ ସଞ୍ଜୟଲୀଲା ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଓସ୍କାର ୨୦୨୩ ପାଇଁ ‘କାନ୍ତାରା’ ବେଷ୍ଟ ପିକ୍ଚର ଏବଂ ବେଷ୍ଟ…

କବର ପାଇଁ ଦେବାକୁ ପଡ଼େ ଭଡ଼ା

ଗୁଆଟେମାଲା ସିଟି: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ। ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥାଏ। ବିଦେଶରେ ଲୋକେ ମରିବା ପରେ ତାଙ୍କୁ କବର ଦିଆଯାଇଥାଏ। କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କବର ପାଇଁ ଭଡ଼ା…

ସମାଲୋଚନାର ଉତ୍ତର ରଖିଲେ

ମୁମ୍ବାଇ: ନିଜ ରୋଗକୁ ନେଇ ସମାଲୋଚନାର ଶିକାର ହେବା ପରେ ଏବେ ଏହାର ଉତ୍ତର ରଖିଛନ୍ତି ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ। ସେ କହିଛନ୍ତି, ‘ମୁଁ ମାୟୋସାଇଟିସ୍‌ ରୋଗରେ ପୀଡ଼ିତ। ଭଗବାନ କରନ୍ତୁ ଆଉ କେହି ଏହି ରୋଗରେ ପୀଡ଼ିତ…

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ…

କର୍ନାଟକରେ କଂଗ୍ରେସର ନିର୍ବାଚନ ଅଭିଯାନ ଆରମ୍ଭ…

ବେଙ୍ଗାଲୁରୁ,୧୧।୧ : କଂଗ୍ରେସ ପକ୍ଷରୁ ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଲାଗାଭିରୁ ଦଳର “ପିପୁଲ୍ସ ଭଏସ ଯାତ୍ରା” ଲଞ୍ଚ କରିଛନ୍ତି।…

ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଗୁଆହାଟୀ,୧୧।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ରୋଚକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?