Advertisement
Posted inଫୁରସତ

କବର ପାଇଁ ଦେବାକୁ ପଡ଼େ ଭଡ଼ା

ଗୁଆଟେମାଲା ସିଟି: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ। ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥାଏ। ବିଦେଶରେ ଲୋକେ ମରିବା ପରେ ତାଙ୍କୁ କବର ଦିଆଯାଇଥାଏ। କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କବର ପାଇଁ ଭଡ଼ା ଦେବାକୁ ପଡ଼ିଥାଏ। ମଧ୍ୟଆମେରିକାର ଗୁଆଟେମାଲା ଦେଶରେ ଏପରି ରୀତିନୀତି ଦେଖିବାକୁ ମିଳେ। ସେଠାରେ ପ୍ରିୟଜନଙ୍କ ମୃତ୍ୟୁ ପରେ କବରସ୍ଥାନରେ କବର ଦିଆଯିବା ପରେ ଭଡ଼ା ଦେବାକୁ ପଡ଼ିଥାଏ। ଯଦି କେହି ଭଡ଼ା ଦେବାକୁ ସମର୍ଥ ନୁହେଁ, ତେବେ କବରରୁ ମୃତଦେହକୁ ବାହାର କରି ସାମୂହିକ ସ୍ଥାନରେ କବର ଦିଆଯାଏ। ତା’ ବଦଳରେ ଅନ୍ୟ ଏକ ମୃତଦେହକୁ ସେହି ସ୍ଥାନରେ କବର ଦିଆଯାଇଥାଏ। ପ୍ରକୃତରେ ଗୁଆଟେମାଲାରେ ସ୍ଥାନ ଅଭାବ ଯୋଗୁ ଅନେକ ମହଲାବିଶିଷ୍ଟ କବରସ୍ଥାନ କରାଯାଇ ଏପରି ନୀତି ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ...

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ...

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ।...

ମଣିଷ ହାତରୁ ଫୋନ୍‌ ଛଡ଼ାଇ ଏମିତି ଚଳାଇଲା ଶିମ୍ପାଞ୍ଜି; ଭିଡିଓ ଦେଖିଲେ କହିବେ…

ମଣିଷମାନଙ୍କ ସହ ଆଜିକାଲି ପଶୁମାନେ ମଧ୍ୟ ହାଇଟେକ୍‌ ହୋଇଯାଉଛନ୍ତି। ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ସେଥିରୁ କିଛି ଦେଖି ଚକିତ କରିଥାଏ।...

କରୋନା ସଂକ୍ରମଣର ବିରଳ ଘଟଣା: ଜନ୍ମ ହେବାର ଠିକ୍‌ ପରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଶିଶୁ..

ଜନ୍ମ ନେବାର ଠିକ୍‌ ପରେ ଜଣେ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆମେରିକାର ଟେକ୍ସାସରେ କରୋନା ସଂକ୍ରମଣର ଏଭଳି ଘଟଣା ସାମ୍ନାକୁ ଆସିଛି। ଗର୍ଭରେ...

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ...

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି...

ଝିଟିିପିଟିର ଜୀବନ ବଞ୍ଚାଇ ରାତାରାତି ଷ୍ଟାର ପାଲଟିଲେ ଏହି ବ୍ୟକ୍ତି

ଏକ ଝିଟିପିଟିର ଜୀବନ ବଞ୍ଚାଇ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି। ତାଙ୍କୁ ଏବେ ଚାରିଆଡୁ ବାଃ ବାଃ ମିଳିଛି। ଏହି...

Advertisement
Archives

Model This Week