Home

ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ

ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ ଯାଉଛି । ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଏନଟିଏର ୱେବସାଇଟ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ…

ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତଙ୍କ ଗାଡ଼ିରୁ ମିଳିଲା କମେଡିଆନ ଭାରତୀଙ୍କ ଫଟୋ

ନୂଆଦିଲ୍ଲୀ,୪।୧୧: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ମିଳିଛି ଏକ ଫାଇଲ୍‌। ଉକ୍ତ ଫାଇଲ୍‌ରୁ କମେଡିଆନ୍‌ ଭାରତୀ ସିଂ ଏବଂ ଆତଙ୍କବାଦୀ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ ମନିନ୍ଦର…

ଧାମନଗର ନିର୍ବାଚନରେ ମତଦାନ ହାର ୬୮.୯୮%

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ମତଦାନ ହାର ୬୮.୯୮ ପ୍ରତିଶତ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ ତାରିଖରେ…

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ପାକିସ୍ତାନ! କାହାକୁ ସର୍ବସମ୍ମୁଖରେ ହତ୍ୟା ତ କାହାକୁ ହୋଇଛି ଫାଶି…

ଇସଲାମାବାଦ,୪।୧୧: ପାକିସ୍ତାନରେ ପୁଣି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହେବା ପରେ ରାଜନେତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ଲୋକ ତ ଦୂରର କଥା ଏହି ଦେଶ ରାଜନେତା ଏବଂ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି…

ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ପଦ ଛାଡ଼ିଲେ ନବୀ

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆଫଗାନିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାକୁ ନେଇ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୁକ୍ରବାର ଅନ୍ତିମ ମ୍ୟାଚ୍‌ରେ ଆଫଗାନ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଛି। ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ ଟି୨୦…

ନମାଜ ପାଠ ପରେ ଇମ୍ରାନ୍‌ ସମର୍ଥକଙ୍କ ବିକ୍ଷୋଭ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ସମର୍ଥକମାନେ ଶୁକ୍ରବାର ନମାଜ ପାଠ ପରେ ରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆକ୍ରମଣରେ ସମ୍ପୃକ୍ତ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ପାକିସ୍ତାନ ପଞ୍ଜାବ…

ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଖବରଦାତା ସମ୍ମିଳନୀ କରି ଇମ୍ରାନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇମ୍ରାନ୍‌ ଏକ…

ତୁରନ୍ତ ଖେରସନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ

କିଭ୍‌,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍‌ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ ନାଗରିକଙ୍କୁ ତୁରନ୍ତ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋ ପକ୍ଷରୁ ନିଯୁକ୍ତ ହୋଇଥିବା ଅଧିକାରୀ…

ବହିଷ୍କୃତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି: ଦିଲ୍ଲୀ ସ୍ଥାନାନ୍ତର ହେଲା ମାମଲା

ମୁମ୍ବାଇ,୪।୧୧: ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ନିଲମ୍ବିତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍‌ଆଇଆର୍‌ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ତାଙ୍କୁ ଏଫ୍‌ଆଇଆର୍‌ ବନ୍ଦ କରିବାକୁ…

୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କରିଦିଆଗଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ; ଟିଜର୍‌କୁ ନେଇ ଉଠିଲା ପ୍ରଶ୍ନ

ବମ୍ବେ: ଟିଜର ରିଲିଜ ପରଠାରୁ ଚର୍ଚ୍ଚାରେ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’। ନିର୍ମାତା ଏହାକୁ ସତ୍ୟ ଘଟଣାବଳୀ ଉପରେ ଆଧାରିତ ବୋଲି କହୁଥିବା ବେଳେ ସାରା ବିଶ୍ୱରେ କାହାଣୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି କେହି ରାଜ୍ୟକୁ ବଦ୍‌ନାମ କରିବାକୁ…

ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ

ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍‌ପିଟ ପରେ ଏବେ ବିବାହରେ ଧୋକା ଦେବା ଯାଏ କଥା ପହଞ୍ଚିଛି। ଚାରୁ ଅସୋପା ପ୍ରଥମେ ରାଜୀବ ତାଙ୍କୁ ଧୋକା…

ଚିକିତ୍ସାଧୀନ ଅବସ୍ଥାରେ ଶିବସେନା ନେତାଙ୍କ ପରଲୋକ

ଅମୃତସର,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଧାରଣା ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri