Posted inଫୁରସତ

ଇଏ ହେଉଛନ୍ତି ଅସଲି ‘ବାହୁବଳୀ’

ଇଣ୍ଟରନେଟ ଦୁନିଆ ଅତ୍ୟନ୍ତ ଅଜବ। ଏଠାରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ବୀରତ୍ୱ ସାଧାରଣରେ ପ୍ରଶଂସା କରାଯାଉଛି।
ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ ବ୍ୟକ୍ତି ଦଉଡି ସାହାଯ୍ୟରେ ନିଜ କାନ୍ଧରେ ଏକ ଲାଲ ସ୍କୁଟି ବାନ୍ଧିଛନ୍ତି। ଏଥିସହିତ ସେ ସାମ୍ନାରେ ପାର୍କିଂ ହୋଇଥିବା ଅନ୍ୟ ବାଇକକୁ ଉଠାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ଏକ ଛୋଟ ପିଲା ଆସି ବାଇକ ଉପରେ ଠିଆ ହୁଅନ୍ତି ଏବଂ ପିଲାଟି ସହିତ ବ୍ୟକ୍ତି ଜଣକ ବିନା ଦ୍ୱନ୍ଦ୍ୱରେ ବାଇକ ଉଠାନ୍ତି। ଭିଡିଓରେ ଥିବା ବ୍ୟକ୍ତିଙ୍କ ଏହି ଷ୍ଟଣ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୱାଇଲ୍ଡ_ଆନିମାଲ_ପିକ୍ସ ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି...

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର...

ଚାହୁଁଚାହୁଁ ଶୁଖିଲା ପତ୍ର ପାଲଟିଲା ପ୍ରଜାପତି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ପ୍ରକୃତି ଅତ୍ୟନ୍ତ ଅନନ୍ୟ ଏବଂ ଅଦ୍ଭୁତ ଅଟେ। ଯେତେବେଳେ ବି କେହି କୁହନ୍ତି ଯେ, ସେ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ବୁଝିଛନ୍ତି, ସେତେବେଳେ ପ୍ରକୃତି ଏହାର...

୪୦ ଟଙ୍କାର ଲଟେରି ଟିକେଟ ଏପରି ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ...

ଗଛରେ ଗଛରେ ଘର

ବିଭିନ୍ନ ଡିଜାଇନ୍‌ର ଘର ତ ଆପଣମାନେ ନିଶ୍ଚୟ ଦେଖିଥିବେ, ହେଲେ କେବେ ଭାବିଛନ୍ତି ଗଛ ଉପରେ ବି ଆକର୍ଷଣୀୟ ଘର ତିଆରି ହୋଇପାରେ। କଥାଟି ଆପଣମାନଙ୍କୁ...

କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍‌ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା...

ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା...

Advertisement
Archives

Model This Week