ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ

ବମ୍ବେ: ଶୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତ୍ରୀ ନୁସରତ ଭରୁଚା। ଆଗାମୀ ଫିଲ୍ମ ‘ଛୋରି ୨’ର ଶୁଟିଂ ସେଟ୍‌ରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଡାକ୍ତରଖାନା ନିଆଯିବା ପରେ ତାଙ୍କର ସିଲେଇ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଡାକ୍ତରଖାନା ବେଡ୍‌ରେ ଶୋଇ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି।

नुसरत भरूचा का हुआ एक्सीडेंट

ଅଭିନୟ ବିଷୟରେ କଥା ହେଲେ ନୁସରତ ୨୦୦୬ରେ ‘ଜୟ ସନ୍ତୋଷୀ ମା’ ଜରିଆରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଖ୍ୟାତି ଦେଇଥିଲା ‘ଲଭ୍‌ ସେକ୍ସ ଔର ଧୋକା’ ଏବଂ ‘ପ୍ୟାର୍‌ କା ପଞ୍ଚନାମା’ ଚଳଚ୍ଚିତ୍ର। ଏହାପରଠାରୁ ଅନେକ ଫିଲ୍ମରେ ସେ କାମ କରିଛନ୍ତି। ଏବେ ସେ ‘ଛୋରୀ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସୋହା ଅଲ୍ଲୀ ଖାଁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ବିଶାଲ ଫୁରିୟା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରାଇମ ଭିଡିଓରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ...

ନାଗିନ୍‌ ଫେମ୍‌ ଏହି ଲୋକପ୍ରିୟ ଅଭିନେତାଙ୍କୁ ବାନ୍ଧିଲା ପୋଲିସ: ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍‌ ମେହେରା ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ...

ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା...

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ...

ଲଣ୍ଡନରେ ଲଞ୍ଚ ଡେଟ୍‌ ଉପଭୋଗ କରୁଛନ୍ତି ବିରାଟ-ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ...

ବିବାଦରେ ବଲିଉଡ୍‌ ହ୍ୟାଣ୍ଡସମ

ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍‌ର ହ୍ୟାଣ୍ଡସମ୍‌ ଜନ୍‌ ଆବ୍ରାହମ୍‌। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ...

ଲୁଚିଲୁଚି ବାହା ହୋଇଥିଲେ ଏହି ଯୋଡ଼ି

ବଲିଉଡ୍‌ର ଅନେକ ଯୋଡ଼ି ଲୁଚି ଲୁଚି ବାହା ହୋଇଛନ୍ତି। ଏମିତି ଏକ ଯୋଡ଼ି ହେଉଛନ୍ତି ଊର୍ମିଳା ମାତେଣ୍ଡକର ଏବଂ ମହସିନ୍‌ ଅଖତର୍‌। ୨୦୧୬ରେ ଊର୍ମିଳା ତାଙ୍କ...

ଲିଭ୍‌ ଇନ୍‌ରେ ରହି ବି ପୁରା ହୋଇନି ଏହି ବଲିଉଡ୍‌ ଷ୍ଟାରଙ୍କ ଲଭ୍‌ଷ୍ଟୋରୀ: ଏବେ ସମସ୍ତଙ୍କ ବାଟ ଅଲଗା

ବମ୍ବେ: ବଲିଉଡ୍‌ ଷ୍ଟାରଙ୍କ ପାଇଁ ଲିଭ୍‌ ଇନ୍‌ ନୂଆ କଥା ନୁହେଁ। ପୂର୍ବରୁ ଅନେକ କଳାକାର ପ୍ରେମରେ ପଡ଼ିବା ପରେ ଏକାଠି ସାଥୀ ହୋଇ ରହିଛନ୍ତି।...

Advertisement
Archives

Model This Week