କେଏଫ୍‌ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍‌ବଷ୍ଟର ‘ଚିଜା’

ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ କେଏଫ୍‌ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍‌ କେଏଫ୍‌ସି ଚିଜା ଚଳିତ ବର୍ଷକୁ ଆହୁରି ଖୁସିମୟ କରିବ। ଏପରିକି ଏହା ଏକ ବ୍ୟାଙ୍ଗ୍‌ ସହ ଫେରିଛି, ଯାହା ୨୦୨୩ରେ ସବୁଠାରୁ ବଡ ବ୍ଲକ୍‌ବଷ୍ଟର ହେବା ପାଇଁ ପ୍ରତିଶ୍ରୁତି ଦେଉଛି।

ଖାଦ୍ୟପ୍ରେମୀମାନେ ପସନ୍ଦ କରୁଥିବା ଦୁଇଟି ଖାଦ୍ୟ-ଚିକେନ୍‌ ଓ ଚିଜ୍‌କୁ ଏକତ୍ରିତ କରି- କେଏଫ୍‌ସି ଚିଜା ନିଶ୍ଚିତ ରୂପେ ଆପଣଙ୍କୁ ଆକର୍ଷିତ କରିବ। ବିଗତ ବର୍ଷଗୁଡିକରେ କେଏଫ୍‌ସି ପ୍ରଶଂସକଙ୍କଠାରୁ ଖୁବ୍‌ ଭଲପାଇବା ହାସଲ କରିବା ପରେ ଲୋକପ୍ରିୟ ଚାହିଦାରେ ପୁଣିଥରେ ଫେରିବା ପାଇଁ ପ୍ରସ୍ତୁତ ରହିଛି। ଏଥିରେ କେଏଫ୍‌ସିର କ୍ରିସ୍ପି ଚିକେନ୍‌ ଅନ୍‌ ଟପ୍‌ ଏବଂ ତଳେ ଅଧିକ କ୍ରିସ୍ପି ଚିକେନ୍‌ ରହିଛି, ଯାହା ଏହାକୁ ପ୍ରଶଂସକଙ୍କ ପାଇଁ ପସନ୍ଦର ଖାଦ୍ୟରେ ପରିଣତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଭତ୍ତା ଉପରେ ଆୟକର ଛାଡ ଦାବି କରିହେବ:ସିବିଡିଟି

ନୂଆଦିଲ୍ଲୀ,୨୯।୬ : କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଲାଭ କରୁଥିବା ଯାତ୍ରା ଭତ୍ତା ଉପରେ ଆୟକର ଛାଡ ପାଇବା ନେଇ ଦାବି କରିପାରିବେ। ନୂଆ ଟିକସ ବ୍ୟବସ୍ଥା ଅନ୍ତର୍ଗତ...

ମହିଳାଙ୍କୁ ସୁରକ୍ଷା ଦେବ ଫେସ୍‌ବୁକ ମେଟା

ଭୁବନେଶ୍ୱର,୬।୧୨: ୟୁଜରଙ୍କ ନିରାପତ୍ତାକୁ ବଢ଼ାଇବା ପାଇଁ ଏହାର ପ୍ରୟାସକୁ ଆଗକୁ ବଢାଇ ଫେସବୁକ ମେଟା ନିକଟରେ ତା’ର ପ୍ଲାଟଫର୍ମରେ ମହିଳାଙ୍କ ଅନଲାଇନ ନିରାପତ୍ତା ଦିଗରେ ଅନେକ...

ଅଗଷ୍ଟରେ ରପ୍ତାନି ୧୨.୬୬% କମିଲା

ନୂଆଦିଲ୍ଲୀ,୧୬।୯: କରୋନା ପ୍ରଭାବ ଯୋଗୁ ଗତ ୬ ମାସ ହେବ ଘରୋଇ ବଜାରରୁ ରପ୍ତାନି ହ୍ରାସ ଧାରା ଲାଗି ରହିଛି। ଅଗଷ୍ଟରେ ରପ୍ତାନି ୧୨.୬୬% ହ୍ରାସ...

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ...

ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ;ଜାମିନ ପାଇବାରେ ନୀରବ ୪ର୍ଥ ଥର ବିଫଳ

ଲଣ୍ଡନ,୧୩-୬: ପିଏନ୍‌ବି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ବିଚାରପତି...

ଅପରିବର୍ତ୍ତିତ ରହିପାରେ ସୁଧହାର

ମୁମ୍ବାଇ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରା ନୀତି କମିଟି(ଏମ୍‌ପିସି) ବୈଠକରେ ରେପୋ ବା ସୁଧହାରକୁ ଅପରିବର୍ତ୍ତିତ ରଖିପାରେ।...

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା...

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ।...

Advertisement
Archives

Model This Week