ଭାରତ ମସଲାର ବୃହତ୍ ଷ୍ଟଲ୍
କଟକ,୯।୧୧: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ‘ଭାରତ ମସଲା’ର ଏକ ଆକର୍ଷଣୀୟ ଷ୍ଟଲ୍ କଟକ ବାଲିଯାତ୍ରା ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ।…
ଚନ୍ଦ୍ରଚୂଡ଼ ହେଲେ ୫୦ ତମ ପ୍ରଧାନ ବିଚାରପତି, ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ କାର୍ଯ୍ୟକାଳ…
ନୂଆଦିଲ୍ଲୀ,୯।୧୧ : ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଡିଓ୍ବାଇ ଚନ୍ଦ୍ରଚୂଡ଼ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କର…
ବାଲିଯାତ୍ରା ପରିସରରେ ରୁଚି ମଣ୍ଡପ
କଟକ,୯।୧୧: ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ‘ରୁଚି’ର ସର୍ବବୃହତ୍ ଷ୍ଟଲ୍ କଟକ ବାଲିଯାତ୍ରା ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ରୁଚି ମେଗା ଖାଦ୍ୟ ମଣ୍ଡପ’ର ଉଦ୍ଘାଟନ…
ହୋଣ୍ଡାର ୨ ନିୟୁତ ଉତ୍ପାଦନ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୯।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍) ପକ୍ଷରୁ ନିକଟରେ ଭାରତ ବଜାରର ଏକ ବଡ଼ ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତରେ ଏଚ୍ସିଆଇଏଲ ମୋଟ ଉତ୍ପାଦନ ୨ ନିୟୁତ ୟୁନିଟ୍ ସହ…
ହିରୋର ଅଫ୍-ରୋଡ୍ ରାଇଡିଂ ଉଦ୍ଯାପିତ
ନୂଆଦିଲ୍ଲୀ, ୯।୧୧: ହିରୋ ମୋଟୋକର୍ପ ପକ୍ଷରୁ ଅଫ୍-ରୋଡ୍ ରାଇଡିଂ ଚାମ୍ପିୟନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଦୀର୍ଘ ୪ମାସର ପ୍ରତିଯୋଗିତା ପରେ ଉକ୍ତ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଅସଦ ଖାନ୍ ଚାମ୍ପିୟନ ହୋଇଥିବାବେଳେ…
ଭୁବନେଶ୍ୱରରେ ଏଭେରେଷ୍ଟ ବିକେସିସି
ଭୁବନେଶ୍ୱର,୯।୧୧: ଓଡ଼ିଶାର ହସ୍ପିଟାଲିଟି ଛାତ୍ରୀଛାତ୍ରୀମାନଙ୍କ ପାଇଁ ପ୍ରଥମ ଥର ଏକ ଜାତୀୟସ୍ତରର କୁକିଂ ପ୍ରତିଯୋଗିତା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଏବଂ ଆପ୍ଲାଏଡ୍ ନ୍ୟୁଟ୍ରିସନ୍ ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାର ସିଜନ୍-୪ କାର୍ଯ୍ୟକ୍ରମ ‘ଏଭେରେଷ୍ଟ ବେଟର…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୯।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…
ଜିଏସ୍ଟି ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ
ନୂଆଦିଲ୍ଲୀ,୯।୧୧: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନେତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସଂଗ୍ରହ…
ବୃଦ୍ଧି ପାଉଛି ବୀମା ଶିଳ୍ପର କାରବାର
ନୂଆଦିଲ୍ଲୀ, ୯।୧୧: ଗତ କିଛି ମାସ ହେବ ବିଭିନ୍ନ କାରଣ ଓ ମାନ୍ଦାବସ୍ଥା ଯୋଗୁ ଭାରତୀୟ ବୀମା ଶିଳ୍ପରେ ବ୍ୟାପକ ଅସ୍ଥିରତା ଦେଖାଦେଇଥିଲା। କାରଣ କୋଭିଡ୍ ଯୋଗୁ ସବୁ ବର୍ଗର ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବୀମା…
‘ଭ୍ରଷ୍ଟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ’
ଭଦ୍ରକ ଅଫିସ,୯।୧୧: ଭଦ୍ରକରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା କରାଯାଇଛି। ଜିଲା ସଭାପତି ସୁବ୍ରତ ଦାସ ଏହାର ନେତୃତ୍ୱ ନେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା…
ବିମୁଦ୍ରୀକରଣ ଆର୍ଥିକ ଗଣହତ୍ୟା: ବିରୋଧୀ
ନୂଆଦିଲ୍ଲୀ,୯।୧୧(ପି.ଟି.): ନରେନ୍ଦ୍ର ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକ ଆର୍ଥିକ ଗଣହତ୍ୟା, ଆପରାଧିକ କାର୍ଯ୍ୟ ଏବଂ ସଂଗଠିତ ଲୁଟ୍ ବୋଲି କହିଛନ୍ତି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚଳିତ ୫୦୦ ଏବଂ ୧,୦୦୦ ଟଙ୍କିଆ ନୋଟଗୁଡ଼ିକୁ ଅଚଳ ଘୋଷଣା…
୩ ଦକ୍ଷିଣୀ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ
ନୂଆଦିଲ୍ଲୀ,୯।୧୧: ୩ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ ଏବଂ ତେଲଙ୍ଗାନାରେ ରାଜ୍ୟପାଳ ଏବଂ ଶାସକ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏହି ୩ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ରର ସଖୀ କଣ୍ଢେଇ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଉପରୋକ୍ତ…
Archives


