ବରଫ ଚାଦରରେ ଢାଙ୍କି ହୋଇଛି କଙ୍ଗନାଙ୍କ ବଙ୍ଗଳା, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପ୍ରଶଂସକମାନଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ମନାଲିସ୍ଥିତ ଘରର ଫଟୋ ଶେୟାର କରିଛନ୍ତି।  ଘର ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ଘର ଚାରିପାଖରେ ଯେପରି ବରଫର ଧଳା ଚାଦର ପଡ଼ିଛି।

କଙ୍ଗନା ୨୦୧୯ରେ ମନାଲିରେ ଥିବା ଏହି ବଙ୍ଗଳାକୁ ନବୀକରଣ କରିଥିଲେ। ସେବେଠାରୁ ସେ ଅଧିକାଂଶ ସମୟ ଏଠାରେ ବିତାଇଥା’ନ୍ତି ।

ତୁଷାରପାତ ସମୟରେ କଙ୍ଗନା ଘରର ସୁନ୍ଦର ଫଟୋ ଶେୟାର କରି କହିଛନ୍ତି, ସେ ତାଙ୍କ ମା’ଙ୍କ ଦ୍ୱାରା ପ୍ରସ୍ତୁତ ରାଶି ଏବଂ ହଳଦୀ ଲଡୁକୁ ବହୁତ ମିସ୍‌ କରୁଛନ୍ତି।

 कंगना रनौत ने एक और तस्वीर शेयर करते हुए बताया कि वह अपने पापा के हाथ का बना पहाड़ी मीट भी मिस कर रही हैं. बर्फबारी के दौरान कंगना का यह घर और भी ज्यादा खूबसूरत लग रहा है. (फोटो साभारः Instagram @KanganaRanaut)

ଅନ୍ୟ ଏକ ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି,  ତାଙ୍କ ପିତାଙ୍କ ଦ୍ୱାରା ପ୍ରସ୍ତୁତ ପାହାଡ଼ି ମାଂସକୁ ବି ମିସ୍‌ କରୁଛନ୍ତି। ତୁଷାରପାତ ସମୟରେ କଙ୍ଗନାଙ୍କ ଏହି ଘର ଆହୁରି ସୁନ୍ଦର ଦେଖାଯାଉଛି।

କଙ୍ଗନା ଫଟୋଗୁଡ଼ିକୁ ଶେୟାର କରି ଲେଖିଛନ୍ତି, ଏହି ଶୀତ ଋତୁରେ ମଧ୍ୟ ଘରେ ମା’ ଙ୍କ ଦ୍ୱାରା ପ୍ରସ୍ତୁତ ଲଡୁ ନ ଖାଇ ଚାଲିବ। ଏବେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁନେଇ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କରିଛନ୍ତି। ତେବେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିସାରିଛି...

ଏହି ବନ୍ଧୁଙ୍କ ସହ ବିକ୍‌ନୀ ପିନ୍ଧି ଫଟୋ ଶେୟାର କଲେ ଆଲିଆ,ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ଏଥିପାଇଁ...

ଧଳା ଜ୍ୟାକେଟ୍‌ ପିନ୍ଧି ଟ୍ରୋଲ୍‌ ହେଲେ ନିୟା, ପ୍ରଂଶସକ କହିଲେ ଏମିତି

ନାଗିନ୍‌ ସିରିଏଲ୍‌ରେ ଅଭିନୟ କରିଥିବା ନିୟା ଶର୍ମା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ନିୟା ତାଙ୍କର ଫ୍ୟାଶନେବଲ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...

କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନାଙ୍କ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଟିକ୍‌ଟକ୍‌ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଫିଲ୍ମ...

ଅନ୍ତର୍ଜାତୀୟ ପତ୍ରିକାର କଭର ପେଜ୍‌ ପାଇଁ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ...

ଶୁଟିଂ ସେଟ୍‌ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍‌ କରୁଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ...

Advertisement
Archives

Model This Week