ରୁଷିଆର ୧୭ ଶିବିର ଉପରେ ଆକ୍ରମଣ…
କ୍ୱିଭ୍/ମସ୍କୋ,୯।୧୧ : ୟୁକ୍ରେନର ପୂର୍ବ ଅଞ୍ଚଳରେ ଥିବା ରୁଷିଆର ୧୭ଟି ଶିବିର ଉପରେ ଆକ୍ରମଣ ହୋଇଛି। ୟୁକ୍ରେନ୍ ସେନାଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରୁଷିଆର ବହୁ ସାମରିକ ଉପକରଣ ଧ୍ୱଂସ ସେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ ଜେନେରାଲ…
କୋପ୍-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…
କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ ଇଜିପ୍ଟର ଉପକୂଳବର୍ତ୍ତୀ ସହରରେ ଏକତ୍ରିତ ହୋଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବହୁ କ୍ଷତି…
ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…
ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮ ବର୍ଷ…
ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ କୁଓଲ୍
କାତାର ଫିଫା ଫୁଟ୍ବଲ ବିଶ୍ୱକପ୍ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଫୁଟ୍ବଲ ଦଳ ଘୋଷଣା କରାଯାଇଛି। ପ୍ରଫେସନାଲ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମୁଖ୍ୟ କୋଚ୍ ଗ୍ରାହମ ଆର୍ନୋଲ୍ଡ ୧୮ ବର୍ଷୀୟ ଫରଓ୍ବାର୍ଡ ଗରଙ୍ଗ କୁଓଲ୍ଙ୍କୁ ମନୋନୀତ କରିଛନ୍ତି। କିନ୍ତୁ ଘୋଷଣା କରାଯାଇଥିବା…
ଇସ୍ତଫା ଦେଲେ ସୁନକଙ୍କ କ୍ୟାବିନେଟ ମନ୍ତ୍ରୀ…
ଲଣ୍ଡନ,୯।୧୧ : ବ୍ରିଟେନରେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବାର ଏକ ମାସ ବି ହୋଇ ନାହିଁ। ଇତି ମଧ୍ୟରେ ତାଙ୍କ କ୍ୟାବିନେଟରୁ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଯେ, ବ୍ରିଟେନର ମନ୍ତ୍ରୀ ଗାଭିନ ୱିଲିୟମସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…
ତଦନ୍ତ କରିବ ୩ଜଣିଆ କମିଟି
କଲମ୍ବୋ,୯।୧୧(ପି.ଟି.): ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ବେଳେ ଶ୍ରୀଲଙ୍କା ବ୍ୟାଟର ଦାନୁଷ୍କା ଗୁଣତିଲକାଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି) ଏକ ୩ଜଣିଆ କମିଟି ଗଠନ କରିଛି। ଏଥିରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ…
ବହୁ ଭୋଟରଙ୍କୁ ମତଦାନର ସୁଯୋଗ ମିଳି ନଥିବା ଅଭିଯୋଗ ଆଣିଲେ ଟ୍ରମ୍ପ୍…
ଓ୍ବାଶିଂଟନ,୯।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଡେଟ୍ରିୟରରେ ବାଲାଟ ପତ୍ରର ଅଭାବ ଯୋଗୁ ଅନେକ ଭୋଟରଙ୍କୁ ଭୋଟ ଦେଇ ପାରି ନାହାନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ଆପ ଟ୍ରୁଥ ସୋସିଆଲରେ ଲୋକଙ୍କୁ ନିବେଦନ…
ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ
ତାଳଚେର/ଅନୁଗୋଳ ଅଫିସ, ୯।୧୧: ସର୍ବଭାରତୀୟ ଫୁଟ୍ବଲ ସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳରେ ଆୟୋଜିତ ବାଜି ରାଉତ କପ୍ ଜାତୀୟ ଫୁଟ୍ବଲ ଟୁର୍ନାମେଣ୍ଟରେ ରାଜସ୍ଥାନ ୟୁନାଇଟେଡ୍ ଏଫ୍ସି ଚାମ୍ପିୟନ ହୋଇଛି।…
ସେମିଫାଇନାଲ ପୂର୍ବରୁ ରୋହିତ ଆହତ
ଆଡିଲେଡ୍,୯।୧୧(ପି.ଟି): ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ଆହତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଟି୨୦ ସେମିଫାଇନାଲ ପୂର୍ବରୁ ମଙ୍ଗଳବାର ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ହାତରେ ବଲ୍ ବାଜିଥିଲା। ଟିମ୍ ଇଣ୍ଡିଆର ଥ୍ରୋ ଡାଉନ୍…
ଆଜି ପ୍ରଥମ ସେମିଫାଇନାଲ
ସିଡ୍ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିବା ବେଳେ ପାକିସ୍ତାନର ପ୍ରଦର୍ଶନରେ ସ୍ଥିରତା ନଜର ଆସିନାହିଁ। ବୁଧବାର ସିଡ୍ନୀ…
ଧାରା କାର୍ଯ୍ୟକ୍ରମର ‘ସମୁଦ୍ର ମନ୍ଥନ’
ଭୁବନେଶ୍ୱର,୯।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ୩ ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ର ମନ୍ଥନ’ର ଶୁଭାରମ୍ଭ ହୋଇଯାଇଛି।…
ମେଟ୍ରୋ କମ୍ପ୍ୟୁଟେକ୍ ଉଦ୍ଘାଟିତ
ଭୁବନେଶ୍ୱର,୯।୧୧: ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଆଇଟି ଓ ଟୋକ୍ନୋଲୋଜି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ଶହୀନନଗରଠାରେ…
Archives


