ସନି ଲିଓନିଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ…ଅନାଥ ଶିଶୁଙ୍କୁ କୋଳେଇ ନେଇ ନିଜ ପରିଚୟ ଦେଇଛନ୍ତି ଏସବୁ କଳାକାର…

ବମ୍ବେ: ଜନ୍ମ ନ କରି ବି ତୁଲାଇଛନ୍ତି ପିତାମାତାଙ୍କ କର୍ତ୍ତବ୍ୟ। ବଲିଉଡ୍‌ରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ଅନାଥ ଛୁଆଙ୍କୁ କୋଳେଇ ନେଇ କରିଛନ୍ତି ଲାଳନପାଳନ। ଦେଇଛନ୍ତି ନିଜର ପରିଚୟ ଶିକ୍ଷା ଏବଂ କରିଛନ୍ତି ବିବାହ। ଏହି ତାଲିକାରେ ଅଛନ୍ତି ସୁସ୍ମିତା ସେନ୍‌ଙ୍କଠାରୁ ଆରମ୍ଭ କରି ପ୍ରିତି ଜିଣ୍ଟା, ସନି ଲିଓନଙ୍କ ଭଳି ଅଭିନେତ୍ରୀ। ଆସନ୍ତୁ ସେ ବିଷୟରେ ଜାଣିବା:

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ସଲିମ ଖାଁ: ଅନାଥ ଶିଶୁକୁ କୋଳେଇ ନେବା ତାଲିକାର ପ୍ରଥମ ନାମ ସଲମାନଙ୍କ ବାପା ସଲିମ ଖାଁ। ସେ ଆୟୁଷ ଶର୍ମାଙ୍କୁ ବିବାହ କରିଥିବା ଅର୍ପିତା ଖାଁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ସୁସ୍ମିତା ସେନ: ଏହି ବିଶ୍ୱସୁନ୍ଦରୀ ଜଣେ ନୁହେଁ ବରଂ ଦୁଇଜଣ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏବେ ଦୁହେଁ ବଡ଼ ହେଉଥିବା ବେଳେ ସୁସ୍ମିତା ତାଙ୍କର ଲାଳନପାଳନ ଜଣେ ମା’ ଭାବେ କରି ଆସୁଛନ୍ତି।

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ରବିନା ଟଣ୍ଡନ: ରବିନା ଦୁଇ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ନାମ ପୂଜା ଏବଂ ଛାୟା । ଏବେ ସେ ଦୁହିଁଙ୍କ ବିବାହ ମଧ୍ୟ କରି ସାରିଛନ୍ତି।

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ସନି ଲିଓନି- ନିଜର ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ଥିବା ସନି କିଛି ବର୍ଷ ପୂର୍ବେ ଜଣେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେ ତାଙ୍କ ନାମ ନିଶା କୌର ରଖିଛନ୍ତି।

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ମିଥୁନ ଚକ୍ରବର୍ତ୍ତୀ: ବଲିଉଡ୍‌ ଅଭିନେତା ମିଥୁନ ଜଣେ ଝିଅକୁ ଅଳିଆ ଗଦାରୁ ଉଠାଇ ନିଜର ପରିଚୟ ଦେଇଥିଲେ। ତାଙ୍କୁ ନିଜର ଝିଅ ଭଳି ପାଳିବା ସହ ତାଙ୍କ ନାମ ଦିଶାନୀ ଚକ୍ରବର୍ତ୍ତୀ ରଖିଛନ୍ତି।

Actors Who Adopt Children: सनी लियोनी से लेकर सुष्मिता सेन तक... वो सितारे जो अनाथ बच्चों के लिए बने मसीहा

-ପ୍ରିତି ଜିଣ୍ଟା: ପ୍ରିତି ଜଣେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏବେ ସେ ତାଙ୍କୁ ନିଜ ଝିଅ ଭଳି ପାଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri