୪୩ କୋଟିରେ ଚାଲିଛି ୭ ଇନ୍ଡୋର ଷ୍ଟାଡିୟମ କାର୍ଯ୍ୟ
ଭଞ୍ଜନଗର,୧୧ା୧୧(ଡି.ଏନ୍.ଏ.): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଅନେକ ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ବଡ଼ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବାରମ୍ବାର ସମୀକ୍ଷା ହେଉଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧୀନରେ ୯ଟି ଓଡ଼ିଶା…
ମୋଦି-ବାଇଡେନଙ୍କ ମଧ୍ୟରେ ରହିଛି ସୁସମ୍ପର୍କ
ଓ୍ବାଶିଂଟନ,୧୧।୧୧: ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା ଭାରତ ବିଷୟରେ ଏକ ବଡ଼ ମନ୍ତବ୍ୟ ଦେଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସହରରେ ଏରାଗୁଲା ଗ୍ୟାଙ୍ଗ୍ ସକ୍ରିୟ
ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା ମାତ୍ରେ…
ଆତଙ୍କ ରୋକିପାରୁନି ‘ଐରାବତ’
ଢେଙ୍କାନାଳ ଅଫିସ, ୧୧।୧୧: ଚିନ୍ତା ବଢ଼ାଇଥିଲେ ହାତୀପଲ। ଏବେ ସେଥିରେ ସାମିଲ ହୋଇଛନ୍ତି ବାର୍ହା। ରାତିଅଧିଆ ଦଳବଦ୍ଧ ହୋଇ ସେମାନେ ଖାଇଯାଉଛନ୍ତି ଏକର ଏକର ଜମିର ଫସଲ। ଯେତିକି ଖାଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ପାଚିଲା…
ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ବିରୋଧରେ ଲଢିପାରନ୍ତି ଭଉଣୀ ନୈନା
ଅହମ୍ମଦାବାଦ,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏଥର ଗୁଜରାଟର ଜାମନଗର ଆସନକୁ ନେଇ ଅନେକ ଚର୍ଚ୍ଚାରେ ରହିଛି। ଜାମନଗରରୁ ଭାଜପା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଜାଡେଜାଙ୍କୁ ପ୍ରାର୍ଥୀ କରିଛି। ଏବେ କଳ୍ପନାଜଳ୍ପନା ହେଉଛି…
ନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କଲେ ପୌରାଧ୍ୟକ୍ଷା
ଭଦ୍ରକ ଅଫିସ,୧୧।୧୧: ଭଦ୍ରକ ପୌରପାଳିକା ବିବାଦ ତୁଟୁନି। ଗତ ଜୁନ୍ରେ ପୌର ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିର୍ବାହୀ…
ମେକ୍ସିକୋ ବାର୍ରେ ଫୁଟିଲା ଗୁଳି: ୪ ମହିଳାଙ୍କ ସମେତ ୯ ମୃତ
ମେକ୍ସିକୋ ସିଟି,୧୧ା୧୧: ହିଂସା ପ୍ରଭାବିତ ମେକ୍ସିକୋର ଏକ ବାର୍ରେ ଗୁଳିକାଣ୍ଡ ଘଟି ୪ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡରେ ଅନ୍ୟ ୨ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଭାରତୀୟ ଦଳକୁ ଟ୍ରୋଲ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୧।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ହାରିବା ପରେ ଭାରତ ବିଶ୍ୱକପ ଜିତିବାର ଆଶା ଶେଷ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୬୮ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ କୌଣସି…
ଚକଡ଼ା ଦାଉ: ଧାନଚାଷରେ ନିଆଁ ଲଗାଇଲେ ଚାଷୀ
ନୀଳଗିରି,୧୧।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ଧାନ ଚାଷ ନଷ୍ଟ ହେବାକୁ ବସିଛି। ଏବେ ଧାନ ଗଛରୁ କେଣ୍ଡାଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ଓ ଜଉଆ ରୋଗ ଦାଉ ସାଧିଛି। ସ୍ବଳ୍ପ ବୃଷ୍ଟି, ଲଘୁଚାପଜନିତ ବର୍ଷା ଓ ହାତୀମାନଙ୍କ କବଳରୁ…
୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ
ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର ଏକ…
ଉଜୁଡ଼ିଯାଉଛି ଚନ୍ଦିର ବଣ
ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିଆଳ ହେଟା ଭଳି ଜୀବଜନ୍ତୁ ବାସ କରୁଥିବା ଏହି ଜଙ୍ଗଲରେ ପଶିବାକୁ ଗ୍ରାମବାସୀ ଭୟ…
୫ମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି
ବେଙ୍ଗାଲୁରୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତ ପରେ ଏବେ ଦକ୍ଷିଣ ଭାରତ ଯାତ୍ରାରେ ଅଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ…
Archives


