Posted inଜାତୀୟ

ପୁଣି ଅଡୁଆରେ ଅଶନୀର

ନୂଆଦିଲ୍ଲୀ, ୧୮।୧: ଭାରତ ପେ’ ପୂର୍ବତନ ସହ-ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଫିନ୍‌ଟେକ ୟୁନିକର୍ନର ମୂଳ ପ୍ରତିଷ୍ଠାତା ଭାବିକ କୋଲାଡିଆ ତାଙ୍କ ପୂର୍ବ ସାଥୀ ଅଶନୀରଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି।

୫ ବର୍ଷ ପୂର୍ବେ ୨୦୧୭ରେ ଭାବିକ ଶାଶ୍ୱତ ନାକ୍ରାନୀଙ୍କ ସହ ମିଶି ଫିନଟେକ କମ୍ପାନୀ ଭାରତ ପେଡ଼ ଆରମ୍ଭ କରିଥିଲେ। ଏହା ୨୦୨୧ରେ ଏକ ୟୁନିକର୍ନରେ ପରିଣତ ହୋଇଥିଲା। ୨୦୨୨ ଜାନୁୟାରୀରୁ କମ୍ପାନୀ ଲାଇମ୍‌ ଲାଇଟ୍‌ରେ ରହିଛି। ତେବେ ଗତ ବର୍ଷ ଅଗଷ୍ଟରେ କୋଲାଡିଆ କମ୍ପାନୀ ଛାଡ଼ିଥିଲେ। ଶେୟାର ବିବାଦକୁ ନେଇ ସେ ଅଶନୀରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ବର୍ତ୍ତମାନ କୋଲାଡିଆ କମ୍ପାନୀରୁ ତାଙ୍କ ଅଂଶଧନ ଫେରାଇନେବାକୁ ଚାହୁଁଛନ୍ତି। ଜାନୁୟାରୀ ୧୮ରେ ତାଙ୍କ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri