ପୁଣି ଥରେ ରିଲିଜ ହେବ ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କଶ୍ମୀର ଫାଇଲ୍ସ’

ବମ୍ବେ: ପୁଣି ଥରେ ସିନେମାଘରେ ରିଲିଜ ହେବାକୁ ଯାଉଛି ସୁପରହିଟ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଖୁସିଖବର ପ୍ରଶଂସକଙ୍କୁ ଜଣାଇବା ସହ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ଟୁଇଟରରେ ଏକ ପୋଷ୍ଟ କରି ବିବେକ କହିଛନ୍ତି, ଦର୍ଶକେ ଫିଲ୍ମକୁ ବହୁତ ଭଲପାଇବା ଦେଇଛନ୍ତି। ଅନେକେ ଏହାକୁ ପୁଣିଥରେ ଦେଖିବା ଲାଗି ଇଚ୍ଛା ପ୍ରକାଶ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୧୯ ରେ ଏହା ପରଦାକୁ ଆସିବ। ଯେଉଁ ଦର୍ଶକ ଏହାକୁ ଥିଏଟରରେ ଦେଖିପାରିନାହାନ୍ତି ସେମାନେ ଟିକେଟ ବୁକ୍‌ କରି ଏହାକୁ ଉପଭୋଗ କରିପାରିବେ।

‘ଦ କଶ୍ମୀର ଫାଇଲ୍ସ’ରେ କଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ତାର ନରସଂହାରର କାହାଣୀ ବର୍ଣ୍ଣନା କରାଯାଇଛି। ଫିଲ୍ମରେ ବିଭିନ୍ନ ଭୂମିକାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଜୋଶୀଙ୍କ ଭଳି କଳାକାର ଅଛନ୍ତି। ୨୦୨୨ରେ ଏହା ପ୍ରଥମ ଫିଲ୍ମ ଭାବେ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାର ବର୍ଷେ ନ ପୁରୁଣୁ ଆଉ ଥରେ ଏହା ରିଲିଜ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ବଲିଉଡ୍‌ ସିନେମାରେ ଏଭଳି ଘଟଣା ଘଟୁଥିବାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍‌ ଅଭିନେତା ଶୈଫ୍‌ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ...

ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର

ଚଳିତ ମାସରେ ଏ ପର୍ଯ୍ୟନ୍ତ ତିନୋଟି ସିନେମା ପରଦା ଉପରକୁ ଆସିସାରିଛି। ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ...

ଆରପାରିରେ ଅଭିନେତା ଅଭିଷେକ ଟାର୍ଟାଜୀ

ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ବିଗତ କିଛିଦିନ ହେଲା...

ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ...

ଏପିସୋଡ ପିଛା ୫୦ ଲକ୍ଷ; ଶୋ’ର ତୃତୀୟ ସିଜନରେ ରୋଜଗାର କରିଛନ୍ତି ୪୦ କୋଟି

ବମ୍ବେ: ଟେଲି ପରଦାର ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଶେଷ ହୋଇଛି। ଏହାପରେ କପିଲ କିଛି ଦିନର ବ୍ରେକ୍‌...

ଏଣ୍ଟରଟେନମେଣ୍ଟ କୁଇନ୍‌ ଛାଡ଼ିଲେ ବିଗ୍‌ ବସ୍‌

ମୁମ୍ବାଇ, ୨୨।୨: ବିଗ୍‌ ବସ୍‌-୧୪ରେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଥିବା ରାକ୍ଷୀ ସାଓ୍ବନ୍ତ ରବିବାର ଶୋ’ରୁ ଓହରି ଯାଇଛନ୍ତି। ଚଳିତ ସିଜନର ଗ୍ରାଣ୍ଡ ଫାଇନାଲ...

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ,୨ ।୯: ଅଭିନେତା ତଥା ବିଗ୍ ବସ୍ ୱିନର ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ...

Advertisement
Archives

Model This Week