Home

୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

କେନ୍ଦୁଝର,୧୪ା୧୧(ସ୍ବ.ପ୍ର.): ବିଳମ୍ବରେ ସ୍କୁଲ ଆସିବାକୁ ନେଇ ୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ହୋଇଛି। କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶନିବାର ୨ ସ୍କୁଲ୍‌ ପରଦର୍ଶନ ସମୟରେ ଶିକ୍ଷକଙ୍କ ଅନୁପସ୍ଥିତି ଦେଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖବର…

୨୧ କି.ମି. ସନ୍ତରଣ କରି ଜିୟାଙ୍କ ରେକର୍ଡ

ବାଲୁଗଁ।,୧୪।୧୧(ଡି.ଏନ୍‌.ଏ.): ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲିକାରେ ରବିବାର ୧୩ ବର୍ଷୀୟା ଦିବ୍ୟାଙ୍ଗ ସନ୍ତରଣକାରୀ ଜିୟା ରାୟ ୨୧ କିଲୋମିଟର ସନ୍ତରଣ କରି ରେକର୍ଡ ସୃଷ୍ଟି କରିଛନ୍ତି ା ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ର କାଳିଜାଈ ମନ୍ଦିର ନିକଟରୁ ଏହି…

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା…

ଉଚିତ ମୂଲ୍ୟ ପାଇବା ଆଶଙ୍କାରେ ଚାଷୀ

ଗୋପାଳ ଚନ୍ଦ୍ର ସାହୁ ବାଲିଆପାଳ,୧୪।୧୧: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ଅବବାହିକାରେ ଚଳିତବର୍ଷ ନଳିତା ଚାଷ କରିଥିବା ଚାଷୀଙ୍କ ଘରେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଝୋଟ। ବଜାରରେ ଝୋଟ ଦର କମ୍‌ ଥିବାରୁ କ୍ଷତି ହେବା ଆଶଙ୍କା କରି…

ବଡ଼ବଡ଼ିଆଙ୍କୁ ଫସାଇବାକୁ ଓଡ଼ିଶା ଆସିଥିଲେ ପ୍ରୀତି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାକାର୍‌ନାମାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଓଡ଼ିଶା ଆସି ମାୟାଜାଲରେ ଫସାଇ ସମ୍ପତ୍ତି ଲୁଟ୍‌ କରିବାକୁ ଯୋଜନା କରୁଥିବା ପ୍ରୀତି ଦେଶାଇ ନାମ୍ନୀ ଜଣେ ରହସ୍ୟମୟୀ ଅଣଓଡ଼ିଆ ମହିଳାଙ୍କୁ ରାଜସ୍ଥାନର କୋତଓ୍ବାଲି…

ବିରଳ ପ୍ରଜାତିର ମାଛ ନିଲାମ

ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍‌କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା। ଏହି ମାଛଟି ଓଡ଼ିଶାର ପାରାଦୀପ ଅଞ୍ଚଳ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଧରି ଟ୍ରଲର ଯୋଗେ…

ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଖର୍ଚ୍ଚ

ମୁମ୍ବାଇ,୧୪।୧୧: ପ୍ରତ୍ୟେକଙ୍କ ଘରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟ ଛୋଟ କଳି, ତକରାଳ ହୋଇଥାଏ। ଅନେକେ ଏହାକୁ ଭଲପାଇବାର ଭିନ୍ନ ରୂପ ବୋଲି ମନେକରନ୍ତି। ମୁମ୍ବାଇ ଅନ୍ଧେରୀରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସ୍ତ୍ରୀ ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଟଙ୍କା…

ଟିକେଟ ନ ମିଳିବାରୁ ସୂର୍ଯ୍ୟମନ୍ଦିରରେ ଉତ୍ତେଜନା

କୋଣାର୍କ,୧୪ା୧୧(ଡି.ଏନ୍‌.ଏ): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସୂର୍ଯ୍ୟମନ୍ଦିରରେ ରବିବାର ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ସୂର୍ଯ୍ୟମନ୍ଦିର ବୁଲିବାକୁ ପ୍ରବେଶ ଟିକେଟ ନ ମିଳିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି…

ଆଜିଠୁ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ୧,୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ ଏବଂ ବାଣିଜ୍ୟରେ ପୂର୍ବରୁ ୨ଟି ପର୍ଯ୍ୟାୟ…

୧୦୦ ଜିଲା ହସ୍ପିଟାଲ ହେବ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୪।୧୧(ପି.ଟି.): ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୨୦୨୭ ସୁଦ୍ଧା ୧୦୦ଟି ଜିଲା ହସ୍ପିଟାଲର ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ଏକ ପ୍ରସ୍ତାବ ଆଣିଛି। କେନ୍ଦ୍ରୀୟ ଯୋଜନାରେ ଜିଲା…

ଯୁଦ୍ଧଭୂଇଁରେ ସ୍ବାମୀଙ୍କ ସନ୍ଧାନ

ମସ୍କୋ, ୧୪।୧୧: ୟୁକ୍ରେନ୍‌ ଆକ୍ରମଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କେବଳ ପାଶ୍ଚାତ୍ୟରେ ନିନ୍ଦିତ କରିନାହିଁ, ଦେଶ ଭିତରେ ମଧ୍ୟ ତାଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ସାଢେ ୮ମାସ ଧରି ଚାଲିଥିବା ଯୁଦ୍ଧ ରୁଷିଆକୁ ସାମରିକ ଦୃଷ୍ଟିରୁ ଦୁର୍ବଳ…

ଡେମୋକ୍ରାଟ୍ସଙ୍କ ସିନେଟ

ଓ୍ବାଶିଂଟନ,୧୪ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ପାର୍ଟି ସିନେଟ୍‌ ଉପରେ ନିୟନ୍ତ୍ରଣ ବଳବତ୍ତର ରଖିଛି। ମିଡ୍‌ଟମର୍‌ସରେ ଶାସକ ଦଳର ନେଭାଡା ସିନେଟର କ୍ୟାଥେରିନ୍‌ କୋର୍ଟେଜ୍‌ ମାସ୍ତୋ ଶନିବାର ବିଳମ୍ବିତ ରାତିରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ରିପବ୍ଲିକାନ୍‌ ଚ୍ୟାଲେଞ୍ଜର ଆଡାମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri